ଗୋଟିଏ ଗୋଡରେ ସ୍କେଟିଂ କରୁଛନ୍ତି ଯୁବକ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ଗୋଡରେ ଜଣେ ଯୁବକ ସ୍କେଟିଂ କରୁଥିବା ଭିଡିଓ ଭାଇରାଲ ହୋଇଛି।
ଭିଡିଓରେ ଦେଖାଯାଇଛି, ଯୁବକ ଜଣକ ଦୁଇ ହାତରେ ୨ଟି ଷ୍ଟିକ ଧରି ଗୋଟିଏ ଗୋଡରେ ସ୍କେଟିଂ କରୁଛନ୍ତି। ସ୍କେଟିଂ ସମୟରେ ମଧ୍ୟ ଯୁବକ ଜଣକ ଲମ୍ଫ ପ୍ରଦାନ କରୁଥିବା ଦେଖାଯାଇଛି। ଗୋଟିଏ ଗୋଡ ନ ଥାଇ ମଧ୍ୟ ଯୁବକ ଜଣକ ନିଜର ଭିତରେ ଥିବା ଅନ୍ତନିର୍ହିତ ଗୁଣକୁ ପ୍ରଦର୍ଶିତ କରିଛନ୍ତି। ଏହି ଭିଡିଓକୁ ଆଇଏଫଏସ ସୁଶାନ୍ତ ନନ୍ଦ ଟୁଇଟ କରି ଶେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍‌ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।

Share