Posted inଫୁରସତ

ମିନି ଚେୟାର୍‌ର ଦୁନିଆ

ଛୋଟ ପିଲା ଖାସ୍‌କରି କୁନି ଝିଅମାନେ ଖେଳଣା କଡେଇ, ଡେକ୍‌ଚି, ଘରର ବିଭିନ୍ନ ଆସବାବପତ୍ର ଯେମିତି କି, ଚେୟାର, ଟେବୁଲ, ଖଟ ଆଦି ଧରି ଖେଳିବା ଓ ତାକୁ ସଜାଡି ରଖୁଥିବା ଦେଖିଥିବେ। ତେବେ କୌଣସି ବୟସ୍କା ମହିଳା କୁନି କୁନି ଚେୟାର ସଜାଡି ରଖୁଥିବା ଜାଣି ନ ଥିବେ। ଆମେରିକା, ଷ୍ଟୋନ ମାଉଣ୍ଟେନ ଗ୍ରାମର ବାର୍‌ବରା ହାର୍ଟସ୍‌ ଫିଲ୍ଡ ନାମ୍ନୀ ଜଣେ ମହିଳାଙ୍କୁ ଭଲ ଲାଗେ କୁନି କୁନି ମିନିଏଚର ଚେୟାର ସଂଗ୍ରହ କରିବା। ପ୍ରତି ଓ୍ବିକେଣ୍ଡରେ ସେ ବିଭିନ୍ନ ସ୍ଥାନରୁ ମିନି ଚେୟାର୍‌ କିଣନ୍ତି। ଏମିତିରେ ଦୀର୍ଘ ୧୦ ବର୍ଷ ବିତିଗଲାଣି ।
ଏବେ ତାଙ୍କ ନିକଟରେ ୩୦୦୦ରୁ ଊର୍ଦ୍ଧ୍ୱ ମିନି ଚେୟାର୍‌ ହୋଇଗଲାଣି। ଆଉ ଏହି ସଂଗ୍ରହ ତାଙ୍କୁ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ବି ସ୍ଥାନ ଦେଇଛି। ତାଙ୍କ ନିକଟରେ ଥିବା ବିଭିନ୍ନ ପ୍ରକାରର ମିନି ଚେୟାର ମଧ୍ୟରେ ବୋତଲ ଭିତରେ ଚେୟାର, ଚେୟାର ଭିତରେ ଚେୟାର, ଚେୟାର୍‌ର ଇୟରିଂ ହୋଲ୍ଡର୍‌ ଆଦି ଅନ୍ୟତମ। ତାଙ୍କ ପାଖରେ ଅନେକ ଅଳଙ୍କାର ଅଛି, ଯାହାକି ଗୋଟିଏ ଗୋଟିଏ ଭିନ୍ନ ଡିଜାଇନ୍‌ ଓ ଆକୃତିର ଚେୟାର ଅଟେ। ତାଙ୍କର ପ୍ରତ୍ୟେକ ମିନି ଚେୟାର୍‌ ବେଶ୍‌ ଆକର୍ଷକ ଓ ସ୍ବତନ୍ତ୍ର ଅଟେ। ସେ ଏକ ମିନି ଚେୟାର୍‌ ଗ୍ୟାଲେରି ବି କରିଛନ୍ତି, ଯାହାକୁ ଦେଖିବାପାଇଁ ବହୁତ ଲୋକ ଆସନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri