Posted inଫୁରସତ

ଏଭଳି ଚକମା ଦେଖାଇ କୁମ୍ଭୀର ପାଟିରୁ ଖସି ଆସିଲା କଇଁଛ, ଆଉ ତା ପରେ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଏକ କୁମ୍ଭୀର କଇଁଛକୁ ଖାଇବା ପାଇଁ ପାଟିକୁ ନେଉଥିବା ବେଳେ ସେ ତା ପାଟିରୁ ଖସି ଯାଉଛି। ପୁଣି ଥରେ ସେ ତାକୁ ତା ପାଟି ଭିତରକୁ ନେଇଛି। ମାତ୍ର କଇଁଛ ଏଥର ପୂର୍ବଭଳି ତାହା ପାଟିରୁ ଖସି ଆସି ଜଳାଶୟ ଆଡ଼କୁ ଅଗ୍ରସର ହେଉଛି।

ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ରିଟୁଇଟ କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ଟଙ୍କାର ଲଟେରି ଟିକେଟ ଏପରି ବଦଳାଇଦେଲା ଏହି ବ୍ୟକ୍ତିଙ୍କ ଭାଗ୍ୟ

ବେଳେବେଳେ ସାଧାରଣ ଜିନିଷଟିଏ ବି ମଣିଷର ଭାଗ୍ୟ ବଦଳାଇ ଦିଏ। ଏମିତି ଏକ ମାମଲା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି କେରଳରେ ରହୁଥିବା ବେଳେ...

ଟେଡି ଡେ’: ସାଥୀଙ୍କୁ କେଉଁ ରଙ୍ଗର ଟେଡି ଦେଲେ କ’ଣ ହୋଇଥାଏ ଜାଣନ୍ତୁ

କପଲ୍‌ଙ୍କ ପାଇଁ ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ୍‌ ବା ପ୍ରେମ ସପ୍ତାହ। ପ୍ରଥମ ଦିନଟି ରୋଜ୍‌ ଡେ’ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନଟି ହେଉଛି...

ମଣିଷ ମନର କଥା ଏବେ ସହଜରେ ଜାଣିହେବ: ରହିବନି କିଛି ଲୁଚାଛପା…

ଓ୍ବାଶିଂଟନ, ୨୯।୮: ଏଣିକି ମଣିଷର ମସ୍ତିଷ୍କ ପଢ଼ିହେବ। ମଣିଷ ଯାହା ଚିନ୍ତା କରୁଛି ତାହା ଏବେ ସହଜରେ ଜାଣି ହେବ। ଏଲନ୍‌ ମସ୍କ୍‌ଙ୍କ କମ୍ପାନୀ ନ୍ୟୁରୋଲିଙ୍କ୍‌...

ଏଟିଏମ୍‌ରୁ ପୁରା ଟଙ୍କା ପରିବର୍ତ୍ତେ ଗୋଟି ଗୋଟି କରି କାଢ଼ୁଥିଲେ ଏହି ଯୁବକ, ଘଟିଲା ଏଭଳି କିଛି..

ଆଜିକାଲି ସମୟରେ ଏଟିଏମ୍‌ର ବହୁଳ ବ୍ୟବହାର କରାଯାଉଛି। ଆବଶ୍ୟକ ସମୟରେ ଦେଶର ଯେକୌଣସି ସ୍ଥାନରେ ରହିଥିଲେ ହେଁ ସହଜରେ ଟଙ୍କା ଉଠାଇ ହେଉଛି। ହେଲେ ଏଟିଏମ୍‌ରୁ...

ରାତାରାତି ହିରୋ ପାଲଟିଲେ ଇଞ୍ଜିନିୟର ଛାତ୍ର: ବଞ୍ଚିଗଲା ୪ ଜୀବନ

କେରଳର ଜଣେ ୧୯ ବର୍ଷର ଯୁବକ ରାତାରାତି ହିରୋ ପାଲଟିଯାଇଛନ୍ତି। ଏହା ଶୁଣି ମନକୁ ଆସୁଥିବ କି ସେ କେଉଁ ଫିଲ୍ମରେ ଅଭିନୟ କରିବେ। ମାତ୍ର...

୧୨ ବର୍ଷରେ ଥରେ ଫୁଟେ ଏହି ଫୁଲ

କଶ୍ମୀରରୁ ନେଇ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତର କୋଣେ କୋଣେ ପ୍ରକୃତି କୋଳରେ ଏମିତି ବିସ୍ମୟ ଖଞ୍ଜି ହୋଇ ରହିଛି ଯାହା ଦେଖେଣାହାରୀଙ୍କ ମନ ମୋହିଥାଏ। ସହର,...

ଏହି ଲଙ୍କା ଖାଇଲେ ଚାଲିଯାଇପାରେ ଜୀବନ

ଲଙ୍କାର ରାଗ ଅନୁସାରେ ଏହାର ପ୍ରକାର ଭେଦ ଓ ନାମକରଣ ବି ହୋଇଥାଏ। ଖାଦ୍ୟ ଖାଇବାବେଳେ ଅନେକଙ୍କୁ ରାଗ ଲଙ୍କା ଗୋଟେ ନିହାତି ଆବଶ୍ୟକ ହୋଇଥାଏ।...

କାଳ ସାଜିଲା କରୋନା: ଗୋଟିଏ ଭୁଲ୍‌ ଯୋଗୁ ମା’ଙ୍କ ସହ ୫ ପୁଅଙ୍କ ମୃତ୍ୟୁ; ଏଭଳି ବ୍ୟାପିଲା ସଂକ୍ରମଣ

କାଳ ହୋଇଛି ମହାମାରୀ କରୋନା। ଝାଡଖଣ୍ଡର ଗୋଟିଏ ପରିବାରର ହସଖୁସି ଛଡ଼ାଇ ନେଇଛି ଏହି ମହାମାରୀ। ଏଥିରେ ସଂକ୍ରମିତ ହେବା ପରେ ପରିବାରର ୬ଜଣ ସଦସ୍ୟଙ୍କ...

Advertisement


Archives

Model This Week