ଦାରିଙ୍ଗବାଡ଼ିରେ ଶଟ୍‌ଡାଉନ କଡ଼ାକଡ଼ି: ହଟ୍‌ସ୍ପଟ ସ୍ଥାନରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର

ଦାରିଙ୍ଗବାଡ଼ି,୪।୭(ଡି.ଏନ୍‌.ଏ): କରୋନା ସଂକ୍ରମଣ ରୋକିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଶନିବାର ଏବଂ ରବିବାର ଶଟ୍‌ଡାଉନ୍‌ କରାଯାଇଛି । ବାହାର ଜିଲାର ହଟ୍‌ସ୍ପଟ ସ୍ଥାନରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଛି। ଶଟ୍‌ଡାଉନ ଘୋଷଣା ପରେ ଦାରିଙ୍ଗବାଡ଼ ବ୍ଲକର ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଘରୁ ପଦାକୁ ବାହାରିବାକୁ ମନା କରାଯାଇଛିା କେବଳ ଜରୁରୀ ପରିସ୍ଥିତିରେ ସ୍ବାସ୍ଥ୍ୟକେନ୍ଦ୍ର ଯିବାକୁ ଅନୁମତି ରହିଛି। ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି ସଦଳବଳେ ଉକ୍ତ ଥାନା ଅଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି କରିଛନ୍ତି । ସେ ଦାରିଙ୍ଗବାଡ଼ିର ଚାରିଛକ ସମେତ ତିନିଛକ ବଜାର, ଶିବମନ୍ଦିର ଛକ, ସିମନବାଡ଼ିର ଛକ ଓ ବିଭିନ୍ନ ସ୍ଥାନରେ ପୋଲିସ ମୃତୟନ କରିଛନ୍ତି।
ସେହିପରି କନ୍ଧମାଳ-ଗଞ୍ଜାମ ସୀମା ଡବେରୀ ଏବଂ କନ୍ଧମାଳ-ଗଜପତି ସୀମା ଝିଞ୍ଜିରିଗୁଡ଼ାଠାରେ ପୋଲିସ ପକ୍ଷରୁ କଡ଼ାକଡ଼ି ଭାବେ ଯାଞ୍ଚ ସହ ପାଟ୍ରୋଲିଂ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଧିକାରୀ ଘୋଷଣା କଲେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ, କାହାକୁ ହସ୍ତାନ୍ତର କଲେ? ଜାଣନ୍ତୁ…

କୋଙ୍ଗୟାଙ୍ଗ,୧୨।୨: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ତାଙ୍କ ଝିଅ କିମ ଜୁ ଏଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ବାଛିଛନ୍ତି। ଦକ୍ଷିଣ କୋରିଆର ନ୍ୟାସନାଲ…

ଡକାୟତି ଘଟଣାରେ ୧୦ ଗିରଫ: କାର୍‌, ବାଇକ ସହ ଜବତ ହେଲା…

ବଲାଙ୍ଗୀର, ୧୨।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚୂଡାପାଲିସ୍ଥିତ ଏକ ଅଳଙ୍କାର ଦୋକାନରୁ ଲୁଟ୍‌ ଏବଂ ଡକାୟତି ଘଟଣାରେ ବଲାଙ୍ଗୀର ପୋଲିସ ୧୦…

ଭାରତ ଫେରିଆସନ୍ତୁ ନଚେତ ‘ପଳାତକ’ ଟ୍ୟାଗ ଉପରେ କୌଣସି ଶୁଣାଣି ହେବ ନାହିଁ, ବିଜୟ ମାଲ୍ୟାଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା!

ମୁମ୍ବାଇ,୧୨।୨: ଫେବୃଆରୀ ୧୨, ୨୦୨୬ରେ ଏକ ଶୁଣାଣି ସମୟରେ, ବମ୍ବେ ହାଇକୋର୍ଟ ବିଜୟ ମାଲ୍ୟାଙ୍କୁ କହିଥିଲେ ଯେ ଯଦି ସେ ତାଙ୍କ ଆବେଦନର ଶୁଣାଣି କରିବାକୁ ଚାହାଁନ୍ତି,…

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ICCର ବଡ଼ ନିଷ୍ପତ୍ତି: ଗୋଟିଏ ଟେବୁଲରେ ବସିବେ BCCI PCB, ଜାଣନ୍ତୁ କ’ଣ ମାମଲା…

ନୂଆଦିଲ୍ଲୀ,୧୨।୨: ପାକିସ୍ତାନ ୨୦୨୬ ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି ହୋଇଛି। ଲାହୋରରେ ଆଇସିସି, ବିସିବି ଏବଂ ପିସିବି ମଧ୍ୟରେ ଏକ ବୈଠକ ପରେ ଏହା…

BCCI ଆଗରେ ଆଣ୍ଠେଇଲା ବାଂଲାଦେଶ! ICCକୁ ଆଖି ଦେଖାଇବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ,୧୨।୨: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ମୁଖ୍ୟ ଅମିନୁଲ ଇସଲାମ କହିଛନ୍ତି ଯେ ସେ ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ T20 ବିଶ୍ୱକପ ମ୍ୟାଚ ଦେଖିବା…

ପୋଲିସର ଭୁଲ ପାଇଁ ଚାଲିଗଲା ଭାରତୀୟ ଛାତ୍ରୀଙ୍କ ଜୀବନ ଏବେ ପରିବାରକୁ ମିଳିବ ୨୬୨ କୋଟି

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୨।୨: ଆମେରିକାର ସିଆଟେଲ ସହର ୨୩ ବର୍ଷୀୟ ଭାରତୀୟ ଛାତ୍ରୀ ଜାହ୍ନବୀ କାଣ୍ଡୁଲାଙ୍କ ପରିବାର ସହିତ ୨୯ ନିୟୁତ ଡଲାର (ପ୍ରାୟ ୨୬୨ କୋଟି)ର ସମାଧାନ ପାଇଁ…

ହଠାତ୍ ଭୋକ ଲାଗିବା ବନ୍ଦ ହୋଇଯାଉଛି କି? ସାବଧାନ! ହୋଇପାରେ ଗମ୍ଭୀର ରୋଗର ଲକ୍ଷଣ

କିଛି ଲୋକଙ୍କର ହଠାତ୍ ସ୍ୱାଭାବିକ ଭୋକ କମିଯାଏ । ଏହାକୁ ପ୍ରାୟତଃ ଥକ୍କାପଣ, ପାଗ କିମ୍ବା ଦିନଚର୍ଯ୍ୟାରେ ପରିବର୍ତ୍ତନ ବୋଲି ଖାରଜ କରାଯାଏ । ଭୋକ ଆମ…

T20 World Cupରେ ଇତିହାସ ରଚିଲା ଶ୍ରୀଲଙ୍କା, ଓମାନକୁ…

ନୂଆଦିଲ୍ଲୀ,୧୨।୨: ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଓମାନକୁ ୧୦୫ ରନରେ ପରାସ୍ତ କରିଛି। ଗୁରୁବାର ଅନୁଷ୍ଠିତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri