୫ ମାସର ଶିଶୁକନ୍ୟାକୁ ଅନ୍ୟ ହାତରେ ଟେକିଦେଲେ ମା’, କହିଲେ ଆଶ୍ଚର୍ଯ୍ୟଜନକ କଥା…

ବାରିପଦା,୧୪ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ କୋହି ପଞ୍ଚାୟତ ଅଞ୍ଚଳରେ ୫ ମାସର ଶିଶୁକନ୍ୟାକୁ ବିକ୍ରି ନେଇ ଅଭିଯୋଗ ହୋଇଛି। ଖବରପାଇ ସମନ୍ବିତ ଶିଶୁ ବିକାଶ ବିଭାଗର ଅଧିକାରୀମାନେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ତେବେ ଅତ୍ୟନ୍ତ ଗରିବ ପରିବାରର ୮ଟି ପିଲା ଯୋଗୁ ଅଷ୍ଟମ ଗର୍ଭର ୫ ମାସର ଶିଶୁକନ୍ୟାକୁ ଅନ୍ୟକୁ ଟେକି ଦେଇଥିବାର ଶିଶୁକନ୍ୟାର ମା’ ପ୍ରକାଶ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଜିଲାସ୍ତରୀୟ ଅଧିକାରୀମାନେ ପହଞ୍ଚି ଘଟଣା ସମ୍ପର୍କରେ ଆଲୋଚନା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀହରିକୋଟାରୁ ବିକ୍ରମ-୧ର ସଫଳ ଉତକ୍ଷେପଣ, ବୈଜ୍ଞାନିକମାନଙ୍କୁ ଫୋନ କରି ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ,୧୮।୭: ଭାରତର ମହାକାଶ ଇତିହାସରେ ଏକ ନୂତନ ସୁବର୍ଣ୍ଣ ଅଧ୍ୟାୟ ଯୋଡି ହୋଇଛି। ଦେଶର ପ୍ରଥମ ଘରୋଇ ଭାବରେ ବିକଶିତ କକ୍ଷପଥ ରକେଟ, ବିକ୍ରମ-୧, ଶ୍ରୀହରିକୋଟାରୁ ସଫଳତାର…

ସ୍ବାମୀ ବେଡ୍‌ରେ ଶୋଇଥିବାବେଳେ ବିଷାକ୍ତ ସାପ ଛାଡ଼ିଦେଲେ ସ୍ତ୍ରୀ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୧୮।୭: ଉତ୍ତର ପ୍ରଦେଶର ମେରଠରେ ପୋଲିସ ଏକ ଆଶ୍ଚର୍ଯ୍ୟଜନକ ଘଟଣାର ପର୍ଦ୍ଦାଫାସ କରିଛି,ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମେରଠର ଏସଏସପି ଅଭିନାଶ ପାଣ୍ଡେ କହିଛନ୍ତି, ଜୁଲାଇ ୧୭ରେ…

ଲାଞ୍ଚ ନେଇ ଶିରିଝୋଲି ଆର୍‌ଆଇ ଗିରଫ 

ଜୟପୁର,୧୮।୭(ପବନ ପାଣିଗ୍ରାହୀ)-ଜଣେ ଜମିପଟ୍ଟା ଆବେଦନକାରୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ରାୟଗଡ଼ା ଜିଲା ଗୁଣପୁର ତହସିଲର ଶିରିଝୋଲି ଆର୍‌ଆଇ ସୁଶାନ୍ତ ମଲ୍ଲିକଙ୍କୁ ଜୟପୁର ଭିଜିଲାନ୍ସ…

ମଦ ଦୋକାନରୁ ୧୦ ଲକ୍ଷ ଟଙ୍କା ଚୋରି: ଟଙ୍କା ଧରି ଦୌଡୁଥିବା ବେଳେ

ତିହିଡ଼ି,୧୮।୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ବିଦେଶୀ ମଦ ଦୋକାନରୁ ଚୋରି କରିଥିବା ଦୋକାନ କର୍ମଚାରୀଙ୍କୁ ଶୁକ୍ରବାର ତିହିଡ଼ି ପୋଲିସ ଗିରଫ କରିଛି। ଗିରଫ…

କାନାଡା ଜଙ୍ଗଲ ନିଆଁକୁ ନେଇ ରାଗୁଛନ୍ତି ଟ୍ରମ୍ପ, କହିଲେ ଟାରିଫ ମାଧ୍ୟମରେ ଆଦାୟ କରିବେ ବିଷାକ୍ତ ବାୟୁ ପ୍ରଦୂଷଣ କ୍ଷତିର ମୂଲ୍ୟ

ଓ୍ବାଶିଂଟନ,୧୮।୭: କାନାଡାରେ ଜଙ୍ଗଲ ନିଆଁରୁ ନିର୍ଗତ ଧୂଆଁ ସମ୍ପର୍କରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ସରକାରଙ୍କ ଉପରେ କଠୋର ଆକ୍ରମଣ କରିଛନ୍ତି। ଟ୍ରମ୍ପ ଅଭିଯୋଗ କରିଛନ୍ତି…

ଭିକ ମାଗି କୋଟିପତି! ୮ଟି ଭିଲା, ୧୦ଟି ଲଗଜରି ଫ୍ଲାଟ୍‌କୁ ୧୧ଟି କାର୍‌; ଧନୀ ଭିକାରୀଙ୍କ ରୋଜଗାର ଶୁଣିଲେ ଉଡିବ ହୋସ୍‌

ଭାରତରେ କିଛି ଏମିତି ମଧ୍ୟ ଭିକାରୀ ଅଛନ୍ତି, ଯେଉଁମାନେ ଭିକ୍ଷାବୃତ୍ତି କରି କୋଟି କୋଟି ଟଙ୍କାର ସମ୍ପତ୍ତି ଏବଂ ଆଲିଶାନ ଘର ତିଆରି କରିସାରିଛନ୍ତି। ଏଠାରେ ଭାରତର…

ଇତିହାସ ରଚିଲା ଭାରତ: ଶ୍ରୀହରିକୋଟାରୁ ପ୍ରଥମ ଘରୋଇ ରକେଟ ଉତକ୍ଷେପଣ; ବିକ୍ରମ-୧ର ଐତିହାସିକ ଉଡ଼ାଣ

ହାଇଦ୍ରାବାଦ,୧୮।୭: ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଭାରତ ଇତିହାସ ସୃଷ୍ଟି କରିଛି। ହାଇଦ୍ରାବାଦସ୍ଥିତ ଘରୋଇ ମହାକାଶ କମ୍ପାନୀ ସ୍କାଏରୁଟ ଏରୋସ୍ପେସ ଦ୍ୱାରା ବିକଶିତ ବିକ୍ରମ-୧ ରକେଟ ଏହାର ପ୍ରଥମ…

ଲିଟର ପିଛା ୧୬୮ ଟଙ୍କା ହେବ ପେଟ୍ରୋଲ ଦାମ୍! ଏଥେନଲ୍ ବିବାଦ ଭିତରେ ବଡ଼ ଖୁଲାସା କଲେ ନୀତିନ ଗଡ଼କରୀ

ନୂଆଦିଲ୍ଲୀ,୧୮।୭: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏଥେନଲ୍ ମିଶ୍ରିତ ପେଟ୍ରୋଲ ଅର୍ଥାତ୍ E20 କିମ୍ବା E25 କୁ ନେଇ ଚାଲିଥିବା ବିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri