ଦର୍ଶକଙ୍କ ପାଇଁ ଖୁସିଖବର: ଓଟିଟିରେ ରିଲିଜ୍‌ ହେଲା ‘କାନ୍ତାରା’ର ହିନ୍ଦୀ ଭର୍ସନ

ଚଳଚ୍ଚିତ୍ର ନିର୍ଦ୍ଦେଶକ ଋଷବ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ଦର୍ଶକଙ୍କଠାରୁ ଭଲ ପାଇବା ପାଇଛି। ଏହି ଫିଲ୍ମ ଚଳିତ ବର୍ଷ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛି। ଭାରତ ତଥା ବିଦେଶରେ ଏହି ଚଳଚ୍ଚିତ୍ର ବହୁତ ଭଲ ପ୍ରତିକ୍ରିୟା ପାଇଥିଲା। ନିକଟରେ ‘କାନ୍ତାରା’ ତାମିଲ,ତେଲୁଗୁ,କନ୍ନଡ ଏବଂ ମାଲାୟାଲାମ ଭାଷାରେ ଓଟିଟିରେ ରିଲିଜ୍‌ ହୋଇଥିଲା ବେଳେ ହିନ୍ଦୀ ଦର୍ଶକଙ୍କୁ ଆଉ ଟିକେ ଅପେକ୍ଷା କରିବାକୁ ହେବ ବୋଲି କୁହାଯାଇଥିଲା। ବର୍ତ୍ତମାନ ଆଉ ଅପେକ୍ଷା କରିବାକୁ ହେବ ନାହିଁ କାହିଁକି ନା ‘କାନ୍ତାରା’ ଶୁକ୍ରବାର ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସରେ ହିନ୍ଦୀରେ ପ୍ରସାରିତ ହୋଇଛି। ‘କାନ୍ତାରା’ ସେପ୍ଟେମ୍ବର ୩୦ରେ ପ୍ରେକ୍ଷାଳୟକୁ ଆସିଥିଲା। ଯାହା ରେକର୍ଡ ସଂଖ୍ୟକ ଆୟ ମଧ୍ୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋଲ୍ଡ ଲୁକ୍‌ରେ ଦୀପିକା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ଷ୍ଟାଇଲ ପାଇଁ ମଧ୍ୟ ଜଣାଶୁଣା। ସେ...

ଫେରିଲା ମଞ୍ଜୁଲିକା

ମୁମ୍ବାଇ: ଚଳିତ ବର୍ଷର ସବୁଠାରୁ ବଡ ହରର କମେଡି ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଛି । କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡଭାନୀ ଓ ତବୁଙ୍କ ଅଭିନୀତ...

ବଲିଉଡ୍‌ କଳାକାର ଦିନୟାରଙ୍କ ଦେହାନ୍ତ

ମୁମ୍ବାଇ: ଅଭିନେତା ଭାବେ ଅନେକଙ୍କ ମୁହଁରେ ହସ ଫୁଟାଇଥିବା ବଲିଉଡ୍‌ କଳାକାର ପଦ୍ମଶ୍ରୀ ଦିନୟାର କଣ୍ଟ୍ରାକ୍ଟରଙ୍କର ବୁଧବାର ପରଲୋକ ହୋଇଛି। ବେଶ୍‌ କିଛି ଦନ ହେବ...

ପୁଣି ହୃଦୟ ଜିତିଲେ ଧନୁଷ

ସାଉଥ୍‌ ସୁପରଷ୍ଟାର୍‌ ଧନୁଷ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ରୁଷୋ ବ୍ରଦର୍ସଙ୍କ ଆଗାମୀ ଫିଲ୍ମ ‘ଦି ଗ୍ରେ ମ୍ୟାନ’ ଜରିଆରେ ଧନୁଷ ହଲିଉଡରେ ଡେବ୍ୟୁ କରିଛନ୍ତି।...

ସୋସିଆଲ ମିଡିଆରେ ଅନୁଷ୍କା ଶେୟାର କଲେ ଏମିତି ଫଟୋ, ବିରାଟ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ପ୍ରଶଂସକଙ୍କ ସବୁଠୁ ପ୍ରିୟ କପଲ। ଉଭୟ ପରସ୍ପରକୁ ସ୍ବତନ୍ତ୍ର ଅନୁଭବ କରିବାକୁ କୌଣସି ସୁଯୋଗ...

ଇଡେନ୍ ରେ ଫିଲ୍ମ ପ୍ରମୋଶନ କରିବେ ରାଣୀ

ଭାରତ ଏବଂ ବାଲାଂଦେଶ ମଧ୍ୟରେ  ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ ଷ୍ଚାଡିୟମରେ ଖେଳାଯାଉଛି ।ଏହି ମ୍ୟାଚକୁ ଦେଖିବାପାଇଁ ଷ୍ଟାଡିୟମରେ ଅନେକ ସେଲିବ୍ରିଟି...

ସୁଜୈନଙ୍କ ପରେ ଏବେ ହ୍ରିତିକ୍‌ଙ୍କୁ କରୋନା; ହୋମ୍‌ କ୍ୱାରାଣ୍ଟାଇନ୍‌ରେ ବିତୁଛି…

ବମ୍ବେ: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସାଧାରଣ ଲୋକଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି ଏଥିରୁ ରକ୍ଷା ପାଇ ପାରୁନାହାନ୍ତି।...

ଫେରିବେ ମଲ୍ଲିକା

ମୁମ୍ବାଇ: କିଛିଦିନର ବିରତି ପରେ ଏବେ ପୁଣିଥରେ ବଡ ପରଦାକୁ ଫେରିଛନ୍ତି ବଲିଉଡ ବୋଲ୍ଡ କୁଇନ ମଲ୍ଲିକା ଶେରାୱତ । ଫିଲ୍ମ ‘ଆରକେ’ରେ ତାଙ୍କୁ ଦେଖିବାକୁ...

Advertisement
Archives

Model This Week