ମୁଣ୍ଡୁଳି ଜଳସ୍ରୋତରେ ଫସିଲା ହାତୀ

କଟକ ଅଫିସ,୨୪ା୯: ମୁଣ୍ଡୁଳି ଜଳରେ ଏକ ଦନ୍ତାହାତୀ ଫସିଛି। ଜଳ ସ୍ରୋତ ଅଧିକ ଥିବାରୁ ହାତୀଟି କୂଳକୁ ଯାଇ ପାରୁ ନ ଥିବା ଜଣାପଡ଼ିଛି। ଏଥିସହ ଆଉ ୨ଟି ହାତୀ ମଧ୍ୟ ଜଳସ୍ରୋତରେ ଭାସି ଅନନ୍ତପୁରଠାରେ ଲାଗିଛନ୍ତି।

 

ଫସିଥିବା ହାତୀକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଥିବା ବେଳେ ବନ ବିଭାଗ ପକ୍ଷରୁ ମଧ୍ୟ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ମୁଣ୍ଡୁଳିରେ ବରିଷ୍ଠ ଅଧିକାରୀ ଆସି ପହଞ୍ଚି ସାରିଛନ୍ତି। ଦୀର୍ଘ ୫ ଘଣ୍ଟା ହେବ ହାତୀ ଜଳରେ ଫସି ରହିଥିଲେ ମଧ୍ୟ ଏଯାଏ ଉଦ୍ଧାର କରାଯାଇପାରିନାହିଁ। ହାତୀ