୬୫କୁ ବଢ଼ିଲା ଡାକ୍ତରଙ୍କ ଅବସର ବୟସ ସୀମା

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଡାକ୍ତରଙ୍କ ଅବସର ସୀମା ବୃଦ୍ଧି କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଓଏଚ୍‌ଏମ୍‌ଏସ୍‌ କ୍ୟାଡର ଡାକ୍ତରଙ୍କ ବୟସ ସୀମା ୬୫କୁ ବୃଦ୍ଧି କରାଯିବ। ମଙ୍ଗଳବାର ଆୟୋଜିତ କରୋନା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିବା ସୂଚନା ମିଳିଛି। ତେବେ ପୂର୍ବରୁ ଏହା ୬୨ ବର୍ଷ ରହିଥିଲା।