କୁଆଖାଇ ନଦୀପଠାରେ ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ପରବାର ଲୋକେ

ଭୁବନେଶ୍ୱର,୨୧ା୩(ବ୍ୟୁରୋ): ରାଜଧାନୀ ଉପକଣ୍ଠ କୁଆଖାଇ ନଦୀ ବାଙ୍କଆଳ ଘାଟରେ ସୋମବାର ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି। ହୋଲିରେ ଗାଧୋଇବାକୁ ଆସି ସେ ନିଖୋଜ ଥିଲେ। ମୃତକ ଜଣକ ମହିଷାଖାଲ ବସ୍ତିର ବୋଲି ଆଲୋକ ଜେନା ବୋଲି ଜଣାପଡ଼ିଛି। ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।

Share