ଏସବୁ ରାଶିର ଝିଅଙ୍କ ନାକ ଅଗରେ ରାଗ, ଶାନ୍ତ କରିବା କାଠିକର ପାଠ

ଜୌତିଷଶାସ୍ତ୍ର ଅନୁସାରେ ପ୍ରତିଟି ରାଶିର ସ୍ବାମୀ ଗ୍ରହ ଅଛନ୍ତି। ଏହାର ପ୍ରଭାବ ବ୍ୟକ୍ତିର ଜୀବନରେ ଦେଖିବାକୁ ମିଳିଥାଏ। ମଙ୍ଗଳ ଗ୍ରହ ଥିବା ରାଶିର ଜାତକଧାରୀ ବହୁତ ଉତ୍ସାହୀ, ଆତ୍ମବିଶ୍ୱାସୀ,ଜିଦ୍‌ଖୋର ଏବଂ ରାଗି ହୋଇଥାନ୍ତି। ସେହି ଶନି ଗ୍ରହ ଥିବା ରାଶିର ଲୋକ ବହୁତ ପରିଶ୍ରମୀ, ସଚ୍ଚୋଟ, ଧୌର୍ଯ୍ୟବାନ ଏବଂ ଶାନ୍ତ ସ୍ବଭାବର ହୋଇଥାନ୍ତି। ତେବେ ଜ୍ୟୋତିଷ ଶାସ୍ତ୍ରରେ କିଛି ରାଶିର ଯୁବତୀ ରାଗି ସ୍ବଭାବର ହୋଇଥାନ୍ତି। ଆସନ୍ତୁ ଜାଣିବା:

-ମେଷ: ମେଷ ରାଶି ଉପରେ ମଙ୍ଗଳର ପ୍ରଭାବ ଥାଏ। ଏହି କାରଣରୁ ଏହି ରାଶି ଥିବା ଯୁବତୀ ବହୁତ ରାଗି ହୋଇଥାନ୍ତି। ଛୋଟ ଛୋଟ କଥା ଏମାନଙ୍କୁ ଖରାପ ଲାଗିଥାଏ। ଥରେ ରାଗିଲେ ଏମାନେ ନିଆଁବାଣ ହୋଇଯାଆନ୍ତି। ଯାହା ମନକୁ ଆସେ ତାହା କହି ଦିଅନ୍ତି। ଏମାନଙ୍କୁ ଶାନ୍ତ କରିବା କାଠିକର ପାଠ।

-ବୃଷ: ଏହି ରାଶିର ଯୁବତୀ ବହୁତ ଶୀଘ୍ର ରାଗି ଯାଆନ୍ତି। ଥରେ ରାଗିଲେ ଏମାନେ ସବୁ ସୀମା ପାର କରିଦିଅନ୍ତି। ଫଳରେ ତାଙ୍କ ମୁହଁରୁ ଏପରି କିଛି ବାହାରି ଯାଏ ଯାହାଦ୍ୱାରା ସମ୍ପର୍କରେ ଦୂରତା ଆସିଯାଇଥାଏ। ଏମାନେ ସହଜରେ ଶାନ୍ତ ହୁଅନ୍ତି ନାହିଁ।

-ସିଂହ ରାଶି: ଏହି ରାଶିର ଯୁବତୀ ବହୁତ ରାଗି ସ୍ବଭାବର। ଏମାନେ ନିଜର ରାଗ ଉପରେ ନିୟନ୍ତ୍ରଣ ରଖି ପାରନ୍ତି ନାହିଁ। ଏମାନେ ଏପରି କିଛି କହିଦିଅନ୍ତି ଯାହା ଅନ୍ୟକୁ ଦୁଃଖ ଦେଇଥାଏ। ପରେ ସେ ପଶ୍ଚାତାପ ମଧ୍ୟ କରନ୍ତି। ଏହି ରାଶିର ଯୁବତୀ ବହୁତ ସ୍ବାଭିମାନୀ ହୋଇଥାନ୍ତି।

-ବିଛା: ସାଧାରଣତଃ ଏହି ରାଶିର ଯୁବତୀ ସହଜରେ ରାଗନ୍ତି ନାହିଁ। ହେଲେ ଯେତେବେଳେ ଏମାନେ ରାଗି ଯାଆନ୍ତି, ସେ କାହା କଥା ଶୁଣନ୍ତି ନାହିଁ। କ୍ରୋଧର ସବୁ ସୀମା ଟପି ଯାଆନ୍ତି ଏମାନେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri