ଶୀତ ଦିନେ ଏପରି ନିଅନ୍ତୁ ତ୍ୱଚାର ଯତ୍ନ

ସାଧାରଣତଃ ଶୀତଦିନେ ତ୍ୱଚା ଶୁଖିଲା ହୋଇଯାଏ। ଏହାର କାରଣ ହେଲା ଅତ୍ୟଧିକ ଶୀତ ହେବା। ଆଉ ଶୀତରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ଗରମ ପାଣିରେ ଗାଧୋଇଥାନ୍ତି। ଫଳରେ ଚର୍ମ ଆହୁରି ଶୁଷ୍କ ହୋଇଯାଏ। ତେଣୁ ଶୀତଦିନରେ କିପରି ତ୍ୱଚାର ଯତ୍ନ ନେବେ ଜାଣନ୍ତୁ…

– ପ୍ରଚୁର ପାଣି ପିଅନ୍ତୁ:

ସାଧାରଣତଃ ଥଣ୍ଡା ଯୋଗୁ ଅଧିକାଂଶ ଲୋକ କମ ପାଣି ପିଇଥାନ୍ତି । ଶରୀରରେ ପାଣିର ମାତ୍ରା ହେବାରୁ ତ୍ୱଚା ଶୁଖିଲା ହୋଇଯାଏ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ପ୍ରଚୁର ପରିମାଣର ପାଣି ପଅନ୍ତୁ।

– ମୁହଁକୁ ଅଳ୍ପ ଉଷୁମ ପାଣିରେ ଧୁଅନ୍ତୁ। ତ୍ୱଚା ଭଲ ରହିବ।

– ଶୋଇବା ପୂର୍ବରୁ ନଡ଼ିଆ ତେଲ କିମ୍ବା ଅଲମଣ୍ଡ ତେଲ ମାଲିସ କରନ୍ତୁ। ଏହା ଦ୍ୱାରା ତ୍ୱଚା କୋମଳ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦାତା ବାପା ବି ପଛରେ, ମହିଳାଙ୍କ ପାଇଁ ସବୁକିଛି ହେଲେ…

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ନେଇ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଜୀବନ ଆରମ୍ଭଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏାହା କାର୍ଯ୍ୟରେ ଆସିଥାଏ। ଏହାକୁ ଗ୍ରହଣ କରି...

ଆଜି ଧନ୍‌ତେରାସ, ଯଦି ସୁନାରୂପା କିଣିବାକୁ ଅସମର୍ଥ ତା’ହେଲେ ଘରକୁ ଆଣନ୍ତୁ…

ସୁଖ ସମୃଦ୍ଧିର ପର୍ବ ଦୀପାବଳି। ଏହାର ପୂର୍ବରୁ ପଡିଥାଏ ଧନ୍‌ତେରାସ। ବିଶ୍ୱାସ ରହିଛି ଧନ୍‌ତେରାସ ହେଉ ଅବା ଦୀପାବଳି ଦିନ ଯଦି ସୁନା ରୂପା ଅଳଙ୍କାର...

କରୋନା କାଳରେ ସକାଳୁ ଖାଲିପେଟରେ ପିଅନ୍ତୁ ତୁଳସୀ କାଢ଼ା: ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ଲୋକଙ୍କୁ କରୋନା ସଂକ୍ରମଣ ହେବାର ସମ୍ଭାବନା ଅଧିକ...

ରୂପ ନା ଗୁଣ- ପୁରୁଷମାନେ କିଭଳି ବାଛିବା କଥା ଜୀବନସାଥୀ, ଜାଣନ୍ତୁ ଚାଣକ୍ୟଙ୍କ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ମାଧ୍ୟମରେ ନନ୍ଦ ରାଜବଂଶକୁ ପରାସ୍ତ କରି ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ। ସେବେଠାରୁ ତାଙ୍କର ନୀତି ଓ...

ରୋଗ ଚିହ୍ନଟ କରିବାର ନୂଆ ଉପାୟ

ଦିନକୁ ଦିନ ଚିକିତ୍ସା ବିଜ୍ଞାନ ଉନ୍ନତ ହେବାରେ ଲାଗିଛି। ବିଶେଷଜ୍ଞମାନେ ନୂଆ ନୂଆ ଚିକିତ୍ସା ପ୍ରଣାଳୀ ଉଦ୍ଭାବନ କରୁଛନ୍ତି। ତାହାକୁ ଅନୁସରଣ କରି କେତେକ ରୋଗର...

କେତେ ଅପକାରୀ ରିଫ୍ରିଜିଂ ଖାଦ୍ୟ

ଆଜିକାଲି ଖାଦ୍ୟ ହେଉ କି ପନିପରିବା-ଏଗୁଡ଼ିକ ରେଫ୍ରିଜରେଟ ବା ଫ୍ରିଜ୍‌ରେ ରଖିବା ଏକ ସାଧାରଣ କଥା ପାଲଟିଗଲାଣି। କାରଣ ତା’ ଭିତରେ ସେଗୁଡ଼ିକ ବେଶ୍‌ ସୁରକ୍ଷିତ...

ପଶ୍ଚିମ ନମସ୍କାର ଆସନ

ବ୍ୟାକ ପେନ୍‌ ସମସ୍ୟାରୁ ମୁକ୍ତି ପାଇଁ ଏକ୍ସରସାଇଜ୍‌ କରିବା ନିହାତି ଆବଶ୍ୟକ। ତେବେ ଏକ୍ସରସାଇଜ୍‌ କରିବା ପାଇଁ ଯଦି ସମୟ ନାହିଁ ତା’ହେଲେ ପଶ୍ଚିମ ନମସ୍କାର...

ଏଭଳି ଭୁଲ ମଣିଷକୁ କରିଦିଏ ବରବାଦ, ଆପଣ କରୁନାହାନ୍ତି ତ…

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ବି ସମୟରେ ବେଶ ପ୍ରାସଙ୍ଗିକ। ନିଜର ନୀତି ଯୋଗୁ ସେ ଜଣେ ସାଧାରଣ ବାଳକଙ୍କୁ ସମ୍ରାଟ କରିପାରିଥିଲେ।...

Advertisement
Archives

Model This Week