ପାକିସ୍ତାନର ପୋଲ୍ ଖୋଲିବାକୁ ଚାହୁଁନାହାନ୍ତି ୟୁସୁଫ ପଠାନ: ସଂସଦୀୟ ଦଳ ସହିତ ଯିବାକୁ କଲେ ମନା ନୂଆଦିଲ୍ଲୀ,୧୯।୫: ପାକିସ୍ତାନର ପୋଲ୍ ଖୋଲିବା ପାଇଁ ଭାରତ ଅନେକ ଦେଶକୁ ଏମ୍ପିଙ୍କ ଏକ ପ୍ରତିନିଧିମଣ୍ଡଳ ପଠାଇବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ବ୍ୟତୀତ ଅନ୍ୟ ଦଳର ନେତାମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ସରକାର ତୃଣମୂଳ...