ପାକିସ୍ତାନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍, ଇମ୍ରାନ ଖାନ୍-ବିଲାଓ୍ବଲ ଭୁଟ୍ଟୋଙ୍କ ଉପରେ ନେଲା… ଇସଲାମାବାଦ/ନୂଆଦିଲ୍ଲୀ,୪ା୫: ପାକିସ୍ତାନ ଉପରେ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍ କରିଛି ଭାରତ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ‘X’ ଆକାଉଣ୍ଟ ବ୍ୟାନ୍ କରିଛି ଭାରତ। ଭାରତରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବଂ ପୂର୍ବତନ ମନ୍ତ୍ରୀ ବିଲାଓ୍ବଲ...