ବଜେଟ୍ରେ ମହିଳାଙ୍କୁ ଗୁରୁତ଼୍ବ ଦେଲେ ମୋଦି ସରକାର, ଘୋଷଣା କଲେ ୩ ଲକ୍ଷ କୋଟି… ନୂଆଦିଲ୍ଲୀ, ୨୩।୭: ମୋଦି ସରକାରଙ୍କ ତୃତୀୟ ପାଳିର ସାଧାରଣ ବଜେଟ ଉପସ୍ଥାପନ ସଂସଦରେ ଆରମ୍ଭ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୋଟିଏ ପରେ ଗୋଟିଏ ବିଭାଗ ପାଇଁ ଘୋଷଣା ଜାରି ରଖିଛନ୍ତି । ଏହି କ୍ରମରେ ଦେଶରେ ବିକାଶରେ...