Tag Archives: whatsapp

ସାବଧାନ! ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଏସବୁ WhatsApp ଫରଓ୍ବାର୍ଡ-ଭାଇରାଲ ବାର୍ତ୍ତା ଉପରେ କରନ୍ତୁନି ବିଶ୍ୱାସ, କେବଳ…

ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହି ଉତ୍ତେଜନା ମଧ୍ୟରେ ମିଥ୍ୟା ଦାବି କରି ଅନେକ ମେସେଜ ଫରୱାର୍ଡ କରାଯାଉଛି। କିନ୍ତୁ ଆପଣ ନିଶ୍ଚିତ ହେବା ଉଚିତ ଯେ ଭାରତର ଅଧିକାଂଶ ସ୍ଥାନରେ ପରିସ୍ଥିତି ସ୍ବାଭାବିକ ରହିଛି।…

ବନ୍ଦ ହୋଇଯିବ କି ଆପଣଙ୍କ Instagram, Facebook? ଏ ହେଉଛି ବଡ଼ କାରଣ…

ନୂଆଦିଲ୍ଲୀ,୧୬।୪: ମେଟା ଏକ ଆଣ୍ଟିଟ୍ରଷ୍ଟ ମାମଲା ସାମ୍ନା କରୁଛି। ଏହି ପରୀକ୍ଷଣ ଯୋଗୁ କମ୍ପାନୀ Instagram ଏବଂ WhatsApp ହରାଇପାରେ। ମେଟା ବିରୋଧରେ ଅନେକ ଅଭିଯୋଗ ଆସିଛି। ଏହି ମାମଲା ୨୦୨୦ ମସିହାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ସମୟରେ…

ମେଟା ବିରୋଧରେ ଅବିଶ୍ୱାସ ବିଚାର ଶୁଣାଣି ଆରମ୍ଭ; ଇନଷ୍ଟାଗ୍ରାମ, ହ୍ୱାଟସଆପ ବିକ୍ରି କରିପାରନ୍ତି ଜୁକରବର୍ଗ

ନୂଆଦିଲ୍ଲୀ,୧୪ା୪: ସୋମବାର ୱାଶିଂଟନରେ ସୋସିଆଲ ମିଡିଆ ଜାଏଣ୍ଟ ମେଟା ବିରୋଧରେ ଏକ ଐତିହାସିକ ଅବିଶ୍ୱାସ ମାମଲାରେ ଶୁଣାଣି ଆରମ୍ଭ ହୋଇଛି। ମାମଲାକୁ ଗୁରୁତ୍ୱପୂର୍ଣ୍ଣ କରୁଥିବା ବିଷୟ ହେଉଛି ଯେ ଏହି ଶୁଣାଣି ମେଟାର ସିଇଓ ମାର୍କ ଜୁକରବର୍ଗଙ୍କୁ ପ୍ରସିଦ୍ଧ ଫଟୋ ଏବଂ…

ଆପଣଙ୍କ WhatsAppକୁ ଆସୁଛି କି ଅଜଣା ନମ୍ବରରୁ ବ୍ଲର୍‌ ଫଟୋ? ଗୋଟିଏ ଭୁଲ୍‌ ଯୋଗୁ ଖାଲି ହୋଇଯିବ ଆକାଉଣ୍ଟ 

ନୂଆଦିଲ୍ଲୀ,୧୨।୪: ଆଜିକାଲି ହ୍ବାଟ୍ସଆପରେ ଏକ ନୂତନ ଠକେଇ ସାମ୍ନାକୁ ଆସିଛି। ଯାହାକୁ ବ୍ଲର୍‌ ଇମେଜ ସ୍କାମ କୁହାଯାଉଛି। ଲୋକଙ୍କୁ ଠକିବା ପାଇଁ ବହୁତ ଚତୁରତାର ସହିତ ଏହି ଠକେଇ ଡିଜାଇନ କରାଯାଇଛି। ଯେଉଁଥିରେ ସାଇବର ଠକମାନେ ଆପଣଙ୍କ ଭାବନା ଏବଂ କୌତୁହଳର…

ହ୍ବାଟସଆପ୍‌ ଷ୍ଟାଟସ୍‌ରେ ଗୀତ ରଖିବାକୁ ଚାହୁଁଛନ୍ତି କି? ଏମିତି କରନ୍ତୁ ଷ୍ଟେପ୍‌ ବାଏ ଷ୍ଟେପ୍‌

ଯଦି ଆପଣ ଇନଷ୍ଟାଗ୍ରାମ ପରି ହ୍ବାଟସଆପରେ ଗୀତର ଷ୍ଟାଟସ ରଖିବାକୁ ଚାହୁଁଛନ୍ତି, ତେବେ ଆପଣାନ୍ତୁ ଏହି ଟ୍ରିକ୍‌। ହ୍ବାଟସଆପ ତାର ବ୍ୟବହାରକାରୀଙ୍କ ପାଇଁ ଏକ ନୂତନ ଫିଚର ଲଞ୍ଚ କରିଛି। ଯେଉଁଥିରେ ଆପଣ ଆପଣଙ୍କର ପସନ୍ଦର ଯେକୌଣସି ଗୀତକୁ ଷ୍ଟାଟସରେ ରଖିପାରିବେ।…

ଆଉ କିଏ ଚଳାଉଛନ୍ତି କି ଆପଣଙ୍କ Whatsapp? ଚୁଟ୍‌କିରେ ଏଭଳି କରନ୍ତୁ Check…

ନୂଆଦିଲ୍ଲୀ,୪।୩: ଲୋକପ୍ରିୟ ଆପ୍‌ WhatsApp ଅନେକ ସୁରକ୍ଷା ସ୍ତର ସହିତ ଆସିଥାଏ। ଏହା ବ୍ୟବହାରକାରୀଙ୍କ ସୁବିଧା ପାଇଁ ଗୋଟିଏରୁ ବଳି ଆରେକ ବୈଶିଷ୍ଟ୍ୟ ଉପରେ କାମ କରୁଛି। ଏହି ଆପ୍‌ରେ ଅନେକ ଲୋକଙ୍କ ଗୋପନୀୟ କଥାବାର୍ତ୍ତା ଉପଲବ୍ଧ ଥାଏ। ଯଦି ଅନ୍ୟ…

Whatsapp ଆଣିଲା ନୂଆ ଫିଚର୍‌, ଏଣିକି ଭଏସ୍‌ ମେସେଜ୍‌ ଆସିଲେ ବ୍ୟବହାରକାରୀ…

ନୂଆଦିଲ୍ଲୀ,୨୬।୨: ହ୍ବାଟ୍ସଆପ ଭାରତରେ ଏହାର ଭଏସ୍‌ ମେସେଜ୍‌ ଟ୍ରାନ୍ସକ୍ରିପ୍ଟ ଫିଚର ଲଞ୍ଚ କରିଛି। ପ୍ଲାଟଫର୍ମ ଗତ ବର୍ଷ ନଭେମ୍ବରରେ ଏହି ବୈଶିଷ୍ଟ୍ୟ ନେଇ ଘୋଷଣା କରିଥିଲା। କିନ୍ତୁ ଏବେ ଆପଣ ଏକ ଭଏସ୍‌ ମେସେଜର ଏକ ଟେକ୍ସଟ ଟ୍ରାନ୍ସକ୍ରିପ୍ଟ ତିଆରି କରିବା…

Google Pay, PhonePe ଓ Paytm କୁ ବଡ଼ ଝଟ୍‌କା! ହ୍ବାଟସଆପ୍‌ରେ ପେମେଣ୍ଟ କରିପାରିବେ ବିଜୁଳି ବିଲ୍‌, ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ,୧୧।୨: ହ୍ବାଟସଆପ ୟୁଜର୍ସଙ୍କ ପାର୍ଇ ଖୁସି ଖବର। ଏଣିକି ହ୍ବାଟସଆପ୍‌ ମାଧ୍ୟମରେ ବିଜୁଳି ବିଲ୍‌ ଓ ପାଣି ବିଲ୍‌ ପେମେଣ୍ଟ କରିପାରିବେ। ଏହା ବ୍ୟତୀତ ଅନ୍ୟାନ୍ୟ ବିଲ ମଧ୍ୟ ପେମେଣ୍ଟ କରିପାରିବେ। ଏହା ସହିତ, WhatsApp କେବଳ UPI କାରବାର ପର୍ଯ୍ୟନ୍ତ…

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ କରୁଛି ବୋଲି ଜଣାପଡିଛି। କମ୍ପନିର ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ଏହାର କିଛି…

‘ହ୍ବାଟ୍ସଆପ୍‌’ରେ ନିଜର ସିକ୍ରେଟ୍‌ ଚାଟ୍‌କୁ ଏଭଳି ଲୁଚାନ୍ତୁ, GF ବି ପାରିବେନି ଜାଣି…

ନୂଆଦିଲ୍ଲୀ,୧୦।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ହ୍ବାଟ୍ସଅପ୍‌’ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପିଲାଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ ନିଜର ଆକାଉଣ୍ଟ ଖୋଲିଛନ୍ତି। ଏମିତିରେ କିଛି ନିଜର ଚାଟ୍‌କୁ ଲୁଚାଇବାକୁ ଚାହାନ୍ତି। ଯଦି ଆପଣ ସେଥିରୁ ଜଣେ…

୭୦ ଲକ୍ଷ ଭାରତୀୟ ୟୁଜରଙ୍କୁ ବ୍ୟାନ୍ କଲା ହ୍ବାଟ୍ସଆପ୍‌, ନିୟମ ଉଲ୍ଲଂଘନ କଲେ ସଂଖ୍ୟା ବଢିପାରେ

ନୂଆଦିଲ୍ଲୀ,୩ା୬: ନିୟମ ଉଲଂଘନ କାରଣରୁ ପ୍ରତିମାସ ହ୍ବାଟ୍ସଆପ୍‌ ଲକ୍ଷ ଲକ୍ଷ ଭାରତୀୟ ୟୁଜରଙ୍କୁ ବ୍ୟାନ୍ କରୁଛି। ଏହାର ସଦ୍ୟତମ ଭାରତ ମାସିକ ରିପୋର୍ଟରେ, ମେଟା ପ୍ରକାଶ କରିଛି ଯେ ଅପବ୍ୟବହାରକୁ ରୋକିବା ଏବଂ ପ୍ଲାଟଫର୍ମର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଏପ୍ରିଲ୍…

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ଯଦି ମେସେଜ୍ ଏନକ୍ରିପସନ୍ ଭାଙ୍ଗିବାକୁ ବାଧ୍ୟ ହୁଏ ତେବେ ଭାରତରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri