ଅନ୍ତର୍ଜାତୀୟ ଭାରୋତ୍ତୋଳନରେ ଗୁଡ଼ାରି ପୁଅ ବୀରେନ୍ଦ୍ର ଶବର ଜିତିଲେ ୨ ସ୍ବର୍ଣ୍ଣ ପଦକ
ଗୁଡ଼ାରି,୧ା୧୧(ପ୍ରମୋଦ କୁମାର ପତି): ହରିଆଣାର ଫରିଦାବାଦରେ ଆୟୋଜିତ ଅନ୍ତର୍ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗୁଡ଼ାରି ପୁଅ ବୀରେନ୍ଦ୍ର ଶବର (୩୨) ଜିତିଛନ୍ତି ୨ ସ୍ବର୍ଣ୍ଣ ପଦକ। ୯୩ କାଟାଗୋରି ସିନିଅର ବର୍ଗରେ ବୀରେନ୍ଦ୍ର ପାଓ୍ବାର ଲିଫ୍ଟଙ୍ଗ ଗେମ୍ରେ ୨୫୦ କିଲୋଗ୍ରାମ ଡେଡ୍ ଲିଫ୍ଟ…
୨୮ ବର୍ଷ ପରେ ପଦକ ଜିତି ଇତିହାସ ସୃଷ୍ଟି କଲେ ମୀରାବାଇ ଚାନୁ
ନୂଆଦିଲ୍ଲୀ,୨୩।୯: ମୀରାବାଇ ଚାନୁ ୨୦୨୬ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇ ସେ ଏହି ରୌପ୍ୟ ପଦକ ହାସଲ କରିଥିଲେ। ଯଦିଓ ମୀରାବାଇ ସ୍ବର୍ଣ୍ଣ ପଦକ ଜିତିପାରିନଥିଲେ, ତଥାପି ସେ ଏକ ଐତିହାସିକ…
IWF ବିଶ୍ୱ ଯୁବ ଚାମ୍ପିଅନସିପ୍ ୨୦୨୪ରେ ଓଡ଼ିଆ ଝିଅଙ୍କ ଚମକ, ପ୍ରୀତୀସ୍ମିତାଙ୍କୁ ସ୍ୱର୍ଣ୍ଣ, ଜ୍ୟୋତ୍ସ୍ନାଙ୍କୁ ରୌପ୍ୟ
ନୂଆଦିଲ୍ଲୀ, ୨୩।୫: ଗୁରୁବାର ପେରୁ ରାଜଧାନୀ ଲିମାରେ ଅନୁଷ୍ଠିତ ୨୦୨୪ ଆଇଡବ୍ଲ୍ୟୁ ବିଶ୍ୱ ଯୁବ ଚାମ୍ପିୟନଶିପ୍ରେ ଓଡ଼ିଶାର ପ୍ରୀତୀସ୍ମିତା ଭୋଇ ମହିଳା ୪୦ କିଲୋଗ୍ରାମ ବର୍ଗରେ କ୍ଲିନ୍ ଆଣ୍ଡ ଜର୍କରେ ସ୍ୱର୍ଣ୍ଣ ଜିତିଥିବାବେଳେ ଅନ୍ୟତମ ଓଡ଼ିଆ ପ୍ରତିଯୋଗୀ ଯୋଶନା ଜ୍ୟୋତ୍ସ୍ନା ସବର…

