ଘରେ ଚପଲ ପିନ୍ଧି ଚାଲିବା ଉଚିତ୍ କି ଅନୁଚିତ୍ ଜାଣନ୍ତୁ… ଘରେ ଚପଲ ପିନ୍ଧି ଚାଲିବା ଉଚିତ୍ ନା ଖାଲି ପାଦରେ ରହିବା ଭଲ ଏମିତି ପ୍ରଶ୍ନ ଅନେକଙ୍କ ମନରେ ଉଠିଥାଏ। କେତେକ ଲୋକ ବିଶ୍ୱାସ କରନ୍ତି, ଖାଲି ପାଦରେ ଚାଲିବା ପାଦ ପାଇଁ ଲାଭଦାୟକ ଆଉ କିଛି ଲୋକ ଭାବନ୍ତି ଘରେ…