ବଢୁଛି ବିବାଦ, ଧ୍ରୁବ ରାଠୀଙ୍କ ବିରୋଧରେ ଜାରି ହେଲା ୱାରେଣ୍ଟ
ନୂଆଦିଲ୍ଲୀ,୧୭।୧୦: ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କ ପାଇଁ ବଡୁଆ ବଢୁଥିବା ପରି ମନେହେଉଛି। ୨୦୧୮ ମସିହାର ଏକ ଅପରାଧିକ ମାନହାନି ମାମଲାରେ ଦିଲ୍ଲୀର ଏକ କୋର୍ଟ (ସାକେତ କୋର୍ଟ) ତାଙ୍କ ବିରୋଧରେ ଏକ ‘ଜାମିନଯୋଗ୍ୟ ୱାରେଣ୍ଟ’ ଜାରି କରିଛନ୍ତି। ବିକାଶ ସାଂକୃତ୍ୟାୟନ (ଯିଏ…

