Tag Archives: Vladimir Putin

ଗଭୀର ହେଉଛି ଋଷ-ଚାଇନା ସମ୍ପର୍କ, ବିଭିନ୍ନ ଚୁକ୍ତିନାମାରେ କଲେ ସ୍ଵାକ୍ଷର

ବେଜିଂ,୧୬ା୫: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉଭୟର ଦେଶର ୭୫ ବର୍ଷ ସମ୍ପର୍କ ପୂର୍ତ୍ତି ଅବସରରେ ବ୍ୟାପକ ରଣନୀତିକ ଭାଗିଦାରୀକୁ ଗଭୀର କରିବା ଉପରେ ମିଳିତ ବିବୃତ୍ତି ଜାରି କରିଛନ୍ତି। ଯାହାଦ୍ୱାରା ଦୁଇ ଦେଶ…

ତୃତୀୟ ବିଶ୍ୱଯୁଦ୍ଧ ଧମକ ଦେଲେ ଭ୍ଲାଡିମିର ପୁଟିନ

ମସ୍କୋ,୧୮।୩: ରୁଷିଆ ରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଭ୍ଲାଡିମିର ପୁଟିନ ଏକ ବଡ଼ ବିଜୟ ହାସଲ କରିଛନ୍ତି। ପୁଟିନ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହେବା ଏକପ୍ରକାର ନିଶ୍ଚିନ୍ତ ହୋଇଯାଇଛି। ସୋମବାର ଫଳାଫଳ ଘୋଷଣା ପରେ ପୁଟିନ ନିଜର ପ୍ରଥମ…

ଏଲନ ମସ୍କଙ୍କ ଚାଞ୍ଚଲ୍ୟକର ମନ୍ତବ୍ୟ: ୟୁକ୍ରେନ ବିପକ୍ଷ ଯୁଦ୍ଧରେ ପଛକୁ ହଟିଲେ ପୁଟିନଙ୍କୁ କରାଯିବ ହତ୍ୟା

କାଲିଫର୍ନିଆ,୧୪।୨: ରୁଷିଆ-ୟୁକ୍ରେନ ଯୁଦ୍ଧର ବର୍ତ୍ତମାନ ପ୍ରାୟ ଦୁଇ ବର୍ଷ ବିତିଗଲାଣି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟରେ ହୋଇଥିବା ଏକ ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ସ୍ପଷ୍ଟ ଭାବରେ କହିଛନ୍ତି, ରୁଷିଆ ୟୁକ୍ରେନ ଯୁଦ୍ଧରୁ ଆଉ ପଛକୁ ଫେରିପାରିବ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଋଷ ଯିବାକୁ ନିମନ୍ତ୍ରଣ କଲେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ,୨୭ା୧୨: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବୁଧବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମସ୍କୋରେ ସାକ୍ଷାତ କରିଛନ୍ତି। ବୈଠକ ସମୟରେ ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଋଷ ଯିବାକୁ ନିମନ୍ତ୍ରଣ କରିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ୫ ଦିନିଆ ଋଷ…

‘ଗୁରୁତର ଅସୁସ୍ଥ ହେବା ପରେ ଜେଲରୁ ନିଖୋଜ ପୁଟିନଙ୍କ ସମାଲୋଚକ ଆଲେକ୍ସୀ ନାଭାଲନି: ରିପୋର୍ଟ

ନୂଆଦିଲ୍ଲୀ,୧୧ା୧୨: ଜେଲରେ ଥିବା ରୁଷ ବିରୋଧୀଦଳର ନେତା ତଥା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକ ଆଲେକ୍ସୀ ନାଭାଲନି ନିଖୋଜ। ସିଏନଏରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଗୁରୁତର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଘଟଣା’ ପରେ ଛଅ ଦିନ ଧରି ସେ ନିଖୋଜ ଅଛନ୍ତି।…

“ଭ୍ଲାଡିମିର୍ ପୁଟିନ୍ ସମ୍ପୂର୍ଣ୍ଣ ସୁସ୍ଥ”: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ କଳ୍ପନାକୁ ପ୍ରତ୍ୟାଖ୍ୟାନ ଋଷ

ମସ୍କୋ, ୨୪।୧୦: ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଳ୍ପନାଜଳ୍ପନାକୁ କ୍ରେମଲିନ୍ ମଙ୍ଗଳବାର ପ୍ରତ୍ୟାଖ୍ୟାନ କରିଛି। ପୁଟିନ ସମ୍ପୂର୍ଣ୍ଣ ଭଲ ଥିବା କୁହାଯାଇଛି। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଭ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ରାଷ୍ଟ୍ରପତି ସ୍ୱାସ୍ଥ୍ୟ ସମ୍ବଦିୟ ଖବରକୁ ପ୍ରତ୍ୟାଖାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri