Tag Archives: Vladimir Putin

ଆମେରିକାର କଟକଣା ଆଗରେ ମୁଣ୍ଡ ନୁଆଁଇବ ନାହିଁ ରୁଷିଆ: ପୁଟିନଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ,୨୩ା୧୦: ରୁଷିଆର ବଡ଼ ତେଲ କମ୍ପାନୀଗୁଡ଼ିକ ଉପରେ ଆମେରିକା ଲାଗୁ କରିଥିବା କଟକଣାକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର କଡ଼ା ଜବାବ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ମସ୍କୋ କେବେ ବି ଆମେରିକା କିମ୍ବା ଅନ୍ୟ କୌଣସି…

ପୁଟିନ୍‌ଙ୍କ ସହ ସାକ୍ଷାତ ବାତିଲ୍ କଲେ ଟ୍ରମ୍ପ, କହିଲେ ପୁଟିନଙ୍କ ସହ…

ଓ୍ୱାଶିଂଟନ୍,୨୨।୧୦: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ତାଙ୍କର ଯୋଜନା ହୋଇଥିବା ବୈଠକକୁ ସ୍ଥଗିତ ରଖିଛନ୍ତି। ଏହାକୁ ସେ “ସମୟର ଅପଚୟ” ବା “ଅକାମୀ ବୈଠକ” ହେବାକୁ ଦେବାକୁ ଚାହୁଁନାହାନ୍ତି ବୋଲି ମଙ୍ଗଳବାର କହିଛନ୍ତି। ୟୁକ୍ରେନ୍…

ଟ୍ରମ୍ପଙ୍କ ପୁଟିନ ପ୍ରେମ! ଜେଲନସ୍କିଙ୍କୁ ଭେଟିବା ପୂର୍ବରୁ ପୁଟିନଙ୍କ ସହ କଥା ହେବେ ଟ୍ରମ୍ପ, ଏହା କେମିତିକା ଖେଳ ଜାଣନ୍ତୁ

ଓ୍ବାଶିଂଟନ,୧୬।୧୦: ସମଗ୍ର ବିଶ୍ୱ ଆମେରିକା ରାଷ୍ଟ୍ରପତିଙ୍କ ମନରେ କ’ଣ ଚାଲିଛି ତାହା ବୁଝିବାକୁ ଚେଷ୍ଟା କରୁଛି, ବିଶେଷକରି ୟୁରୋପୀୟ ଦେଶଗୁଡ଼ିକ… କାରଣ ରୁଷିଆ-ୟୁକ୍ରେନ ବିବାଦ ଉପରେ ତାଙ୍କର ନିରନ୍ତର ପରିବର୍ତ୍ତନ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଗୋଟିଏ ପଟେ, ସେ ରୁଷିଆକୁ…

ଜଣା ପଡିଲା ପୁଟିନ୍‌ଙ୍କ ଚାଲ୍‌! ଭାରତ ସହ କରିବେ…

ନୂଆଦିଲ୍ଲୀ,୩।୧୦: ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଏହି ସମୟରେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ଜ୍ଞାନୀ ନେତା ବୋଲି କହି ପ୍ରଶଂସା କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ…

ଡିସେମ୍ବରରେ ଭାରତ ଆସିବେ ପୁଟିନ୍‌: ଯୁକ୍ରେନ୍‌ ଯୁଦ୍ଧ ପରେ ପ୍ରଥମ ଗସ୍ତ

ନୂଆଦିଲ୍ଲୀ,୧।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ୨୩ତମ ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀ ପାଇଁ ୫-୬ ଡିସେମ୍ବରରେ ଭାରତ ଆସିବାର ସମ୍ଭାବନା ରହିଛି। ୨୦୨୨ ଫେବ୍ରୁଆରୀରେ ଯୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହେବା ପରେ ଏହା ତାଙ୍କର ନୂଆଦିଲ୍ଲୀର ପ୍ରଥମ ଗସ୍ତ। କ୍ରେମ୍ଲିନ୍‌ ପୂର୍ବରୁ…

ଟ୍ରମ୍ପଙ୍କ ଟାରିଫ୍‌ ମାଡ଼ ଦେଖି ପୁଟିନଙ୍କୁ ଫୋନ କଲେ ମୋଦି, ନାଟୋ ମୁଖ୍ୟଙ୍କ ବଡ଼ ଦାବି

ଭୁବନେଶ୍ୱର,୨୬ା୯: ନାଟୋ ମହାସଚିବ ମାର୍କ ରୁଟେ ଦାବି କରିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଲଗାଇଥିବା ଟାରିଫ୍‌ ରୁଷିଆ ଉପରେ ପରୋକ୍ଷ ପ୍ରଭାବ ପକାଉଛି। ରୁଟେ କହିଛନ୍ତି, ଏହି ଟାରିଫ୍‌ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆର…

ପୁଟିନଙ୍କ ଉପରେ ଖୁବ ରାଗିଲେ ଟ୍ରମ୍ପ

ଓ୍ବାଶିଂଟନ,୧୮।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ପୁଟିନ ତାଙ୍କୁ ‘ପ୍ରକୃତରେ ନିରାଶ’ କରିଛନ୍ତି ଏବଂ ସଂଘର୍ଷ ଶେଷ କରିବାରେ ବିଫଳ…

ଅମର ହେବାକୁ ଯୋଜନା କରୁଛନ୍ତି ପୁଟିନ୍‌-ଜିନପିଙ୍ଗ, ହଟ୍ ମାଇକ୍‌ରେ ଧରାପଡ଼ିଲା ଆଲୋଚନା

ବେଜିଂ,୩।୯: ବୁଧବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଉତ୍ତର କୋରିଆର କିମ୍‌ ଜୋଙ୍ଗ୍‌-ଉନ୍‌ ସହ ବେଜିଂରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ୮୦ତମ ବାର୍ଷିକୀ ଅବସରରେ ସାମରିକ ପରେଡ୍‌ ଦେଖିବାକୁ ଯାଉଥିବା ବେଳେ ଏକ ହଟ୍ ମାଇକ୍‌ରେ…

ମୋଦିଙ୍କ ସହ କଥା ହୋଇ ଖୁସିଖବର ଦେଲେ ପୁଟିନ୍‌, ଶୁଣିଲେ ନିଆଁ ହୋଇଯିବେ ଟ୍ରମ୍ପ

ନୂଆଦିଲ୍ଲୀ,ମସ୍କୋ, ୧।୯: ସୋମବାର ଚାଇନାର ତିଆନଜିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସାକ୍ଷାତ ସମୟରେ ସମସ୍ତଙ୍କ ନଜର ତାଙ୍କ ଉପରେ ଥିଲା। ଦୁଇ ନେତା ପରସ୍ପରକୁ ଏପରି ଭେଟିଥିଲେ ଯେପରି ଦୁହେଁ ଭଲ ବନ୍ଧୁ ।…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କେହି ପଚାରିଲେନି, ଚାଇନାରେ ଭାରତର ଦବଦବା

ନୂଆଦିଲ୍ଲୀ,୧।୯: ଚାଇନାର ତିଆନଜିନରେ ଅନୁଷ୍ଠିତ ୨୫ତମ ଶଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରବେଶ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ୱାଗତ…

ଟ୍ରମ୍ପଙ୍କ ସହ ବୈଠକ ପରେ ମୋଦିଙ୍କୁ ଫୋନ କଲେ ପୁଟିନ, କହିଲେ କ’ଣ ହେଲା ଆଲୋଚନା

ନୂଆଦିଲ୍ଲୀ,୧୮।୮: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲାସ୍କାରେ ହୋଇଥିବା ସାମ୍ପ୍ରତିକ ବୈଠକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେଲିଫୋନ ଯୋଗେ ଅବଗତ କରିଛନ୍ତି। ଏହି ବୈଠକ ରୁଷିଆରୁ ତେଲ କିଣୁଥିବା କାରଣରୁ ଭାରତ ଉପରେ…

ପୁଟିନଙ୍କୁ କେଉଁ ଗୁପ୍ତ ଚିଠି ଦେଇଥିଲେ ମେଲାନିଆ? ଜାଣନ୍ତୁ ଏଥିରେ କ’ଣ ଲେଖାଥିଲା, ଜାଣିଲେ ସମସ୍ତେ କରିବେ ବାଃ ବାଃ

ଓ୍ବାଶିଂଟନ,୧୭।୮: ଆମେରିକାର ଆଲାସ୍କାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ଏହି ବୈଠକ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ଟ୍ରମ୍ପ ଏହି ବୈଠକକୁ ‘ଉପଯୋଗୀ’ ବୋଲି ବର୍ଣ୍ଣନା କରିଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?