ସ୍ବପ୍ନ ସତ ହେବାପରେ ପଡ଼ିରେ ଭୋ ଭୋ ହୋଇ କାନ୍ଦିଲେ ବିରାଟ କୋହଲି: ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୪।୬: ବିରାଟ କୋହଲିଙ୍କ ସ୍ବପ୍ନ ଶେଷରେ ସତ ହେଲା। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ସ୍ଲୋଗାନ – ଏ ସାଲା କପ ନାମ ଦେ ଶେଷରେ ସଫଳ ହୋଇଥିଲା। RCB ପ୍ରଥମ ଥର ପାଇଁ IPL ଚାମ୍ପିଅନ ହେଲା। ୧୮ ବର୍ଷର କଠିନ…
ଚାମ୍ପିୟନ୍ ହେବାପରେ ସ୍ତ୍ରୀଙ୍କ ପାଇଁ ଏମିତି କଥା କହିଦେଲେ ବିରାଟ କୋହଲି: ଜୋରଧରିଲା ଚର୍ଚ୍ଚା
ନୂଆଦିଲ୍ଲୀ,୪।୬:ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପଞ୍ଜାବ କିଙ୍ଗସକୁ ପରାସ୍ତ କରି IPL 2025 ଟ୍ରଫି ଜିତି ଇତିହାସ ସୃଷ୍ଟି କରିଥିଲା। ବିରାଟ କୋହଲିଙ୍କ ଦଳର ବିଜୟରେ ଅନୁଷ୍କା ଶର୍ମା ଖୁସିରେ ନାଚିଥିବାର ଦେଖାଯାଇଥିଲା। କୋହଲି ମ୍ୟାଚ ପରେ ତାଙ୍କ ସ୍ତ୍ରୀ ଏବଂ…
IPL ପରେ କ’ଣ କରିବେ ବିରାଟ କୋହଲି? ପୁଣି ମଇଦାନରେ ଖେଳୁଥିବା ଲାଗି…
ଅହମ୍ମଦାବାଦ,୩।୬: IPL ୨୦୨୫ ସିଜିନ ଶେଷ ହୋଇସାରିଛି। ଏବେ ନୂତନ ସିଜିନ ପାଇଁ ୧୦ ମାସ ଅପେକ୍ଷା କରିବାକୁ ପଡିବ। ଏହା ଜାଣିବା ପରେ ପ୍ରଶଂସକଙ୍କ ମନ ଫିକା ପଡ଼ିଛି। ଏହାର କାରଣ ହେଉଛନ୍ତି- ବିରାଟ କୋହଲି। ହଁ, ଟିମ ଇଣ୍ଡିଆର…
କିଏ ଜିତିବ IPL ଫାଇନାଲ? ଯୋଗରାଜ ସିଂହଙ୍କ ବଡ଼ ଭବିଷ୍ୟବାଣୀ, କୋହଲି ଯଦି…
ନୂଆଦିଲ୍ଲୀ,୩।୬: ଆଜି ଅର୍ଥାତ ଜୁନ ୩ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ IPL ୨୦୨୫ର ଫାଇନାଲ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ଯୋଗରାଜ ସିଂହ…
ଫାଇନାଲ୍ ପୂର୍ବରୁ କୋହଲିଙ୍କୁ ହାତ ଯୋଡ଼ିଲେ ଏହି କ୍ରିକେଟର୍: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୩।୬: ଆଜି IPL 2025ର ଫାଇନାଲ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯିବ। ଟାଇଟଲ ମୁକାବିଲା ପୂର୍ବରୁ ଉଭୟ ଦଳର ଖେଳାଳିମାନେ ଅଭ୍ୟାସରେ ବ୍ୟସ୍ତ ଅଛନ୍ତି। କିନ୍ତୁ, ଏହି ସମୟ ମଧ୍ୟରେ ଏକ ଭିଡିଓ ଭାଇରାଲ…
ଫାଇନାଲ୍ ମ୍ୟାଚ୍ ପୂର୍ବରୁ RCBକୁ ବଡ଼ ଝଟକା: ବାଦ୍ ପଡ଼ିପାରନ୍ତି…
ନୂଆଦିଲ୍ଲୀ,୩।୬: ଆଜି IPL 2025ର ଟାଇଟଲ ମୁକାବିଲା ପୂର୍ବରୁ RCBକୁ ଏକ ବଡ଼ ଝଟକା ପାଇଛି। RCBର ଜଣେ ଶକ୍ତିଶାଳୀ ଖେଳାଳି ଆହତ ହୋଇଛନ୍ତି ଏବଂ ଏହି ବଡ଼ ମ୍ୟାଚ ରେ ତାଙ୍କ ଖେଳିବା ନେଇ ସସପେନ୍ସ ରହିଛି। ଅଷ୍ଟ୍ରେଲିୟ ପାୱାର…
ଟାଇଟଲ ବିଜୟ କେବଳ ବିରାଟଙ୍କ ପାଇଁ: ରଜତ ପାଟିଦାର
ଅହମଦାବାଦ,୨ା୬: ଆଇପିଏଲ ୨୦୨୫ ଫାଇନାଲ ପୂର୍ବରୁ ଆରସିବି ଅଧିନାୟକ ରଜତ ପାଟିଦାର କହିଛନ୍ତି ଯେ ଏହି ଟାଇଟଲ ଜିତିବା ବିରାଟ କୋହଲିଙ୍କ ପାଇଁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ। ମଙ୍ଗଳବାର, ଜୁନ ୩ ତାରିଖରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ବିପକ୍ଷରେ ଅନୁଷ୍ଠିତ…
ରୋହିତ-କୋହଲିଙ୍କ ପରେ ହଠାତ୍ କ୍ରିକେଟ୍କୁ ଅଲବିଦା କହିଲେ ଆଉ ଜଣେ କ୍ରିକେଟର୍: ପ୍ରଶଂସକ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୨।୬: ଅଷ୍ଟ୍ରେଲିଆର ବିସ୍ଫୋରକ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ହଠାତ୍ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୬ ବର୍ଷୀୟ ମ୍ୟାକ୍ସୱେଲ ତାଙ୍କ ୧୩ ବର୍ଷର ଦିନିକିଆ କ୍ୟାରିୟରରେ ଅନେକ ସ୍ମରଣୀୟ ଇନିଂସ ଖେଳିଥିଲେ ଏବଂ ଅଷ୍ଟ୍ରେଲିଆକୁ ଦୁଇଥର (2015 ଏବଂ…
ମୁଁ ଚଉଠି ରାତି ପାଳନ କରିବି ନାହିଁ..RCB ପ୍ରଶଂସକଙ୍କ ସର୍ତ୍ତ ଶୁଣି ମୁଣ୍ଡରେ ଦେବେ ହାତ
ନୂଆଦିଲ୍ଲୀ,୨।୬: ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ମନରେ ଇଣ୍ଡିଆନ ପ୍ରିମିୟର ଲିଗ୍ରେ କ୍ରେଜ ରହିଛି। ଗତ ୧୭ ସିଜିନ ଧରି ଟ୍ରଫି ଜିତିବାକୁ ଚାହୁଁଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏକ ଚମତ୍କାର ଖେଳ ଖେଳି ଫାଇନାଲ୍ରେ ନିଜର ସ୍ଥାନ ନିଶ୍ଚିତ କରିଛି।…
କୋହଲିଙ୍କ ନାଁରେ ମାମଲା ରୁଜୁ: ଏହି ମାମଲାରେ ଫସିଗଲେ
ବେଙ୍ଗାଲୁରୁ,୨।୫: ବେଙ୍ଗାଲୁରୁ ପୋଲିସ କ୍ରିକେଟର ବିରାଟ କୋହଲିଙ୍କ ପବ-ରେଷ୍ଟୁରାଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କୋହଲିଙ୍କ One8 Commune ପବ ଏବଂ ରେଷ୍ଟୁରାଣ୍ଟ ବିରୋଧରେ ନୋ ସ୍ମୋକିଂ ଜୋନ ନ ଥିବା ପାଇଁ ପୋଲିସ ଏକ ମାମଲା ରୁଜୁ କରିଛି। ତଥାପି,…
କୋହଲିଙ୍କ ସହ ଫଟୋ ଉଠାଇବାକୁ ଚାହୁଁଥିଲେ ଏହି କ୍ରିକେଟର୍: ଧକ୍କା ମାରି ବିଦା କରିଦେଲେ…ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୩୧।୫: କ୍ୱାଲିଫାୟର-୧ରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ IPL 2025ର ଫାଇନାଲରେ ପ୍ରବେଶ କରିଛି। ଏବେ ସେମାନେ ଟ୍ରଫିଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ଏବେ ଆରସିବି ଖେଳାଳିମାନେ ଜୁନ ୩ ତାରିଖରେ ଅହମ୍ମଦାବାଦରେ ଟ୍ରଫି…
ଆଇପିଏଲ୍ ମଝିରେ ଅଚାନକ ଗୋଟିଏ ଟିମ୍ କିଣିଦେଲେ ବିରାଟ କୋହଲି: ସାରା ବିଶ୍ୱ ଚକିତ
ନୂଆଦିଲ୍ଲୀ,୨୯।୫: ବିଶ୍ୱର ସବୁଠାରୁ ପ୍ରସିଦ୍ଧ କ୍ରିକେଟରଙ୍କ ମଧ୍ୟରୁ ଜଣେ ବିରାଟ କୋହଲି ବର୍ତ୍ତମାନ IPL 2025 ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳୁଛନ୍ତି। ତାଙ୍କ ଦଳ ୨୦୧୬ ପରେ ପ୍ରଥମ ଥର ପାଇଁ ପଏଣ୍ଟ ଟେବୁଲରେ ଶୀର୍ଷ ୨ରେ ରହିଛି।…
Archives


