କୋହଲି-ରୋହିତ-ଗାମ୍ଭୀରଙ୍କ ମଧ୍ୟରେ ଫାଟ, ସିଲେକ୍ଟରଙ୍କ ସହ କୋହଲିଙ୍କ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ନୂଆଦିଲ୍ଲୀ,୨।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳ ଦ୍ୱିତୀୟ ଦିନିକିଆ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଦଳ ଭିତରେ କିଛି ଠିକ୍ ନଥିବା ଜଣାପଡ଼ିଛି। ମୁଖ୍ୟ କୋଚ୍ ଗୌତମ ଗାମ୍ଭୀର ଏବଂ ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ...
ବିରାଟଙ୍କ ଶତକରେ ଉତ୍ସବ ମନାଇଲେ ରୋହିତ ଶର୍ମା; ଡ୍ରେସିଂ ରୁମ୍ରୁ ପ୍ରତିକ୍ରିୟା ହେଲା ଭାଇରାଲ
ରାଞ୍ଚି,୩୦।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବିରାଟ କୋହଲିଙ୍କ ରେକର୍ଡ଼ ୫୨ତମ ଶତକ ପରେ, ଡ୍ରେସିଂ ରୁମ୍ରେ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ଉତ୍ସାହପୂର୍ଣ୍ଣ ଏବଂ ସ୍ପଷ୍ଟ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ମାର୍କୋ...
ଟେଷ୍ଟ କ୍ରିକେଟ୍କୁ ଫେରିବେ ଖବର ପରେ ମୁହଁ ଖୋଲିଲେ ବିରାଟ, ”ଖେଳିବା ଜାରି ରଖିବି”
ରାଞ୍ଚି,୩୦।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ମ୍ୟାଚ୍ ବିଜୟୀ ଶତକ ହାସଲ କରିବା ପରେ, ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ତାଙ୍କ ଟେଷ୍ଟ କ୍ରିକେଟ୍ ପ୍ରତ୍ୟାବର୍ତ୍ତନକୁ ନେଇ ଚାଲିଥିବା ସମସ୍ତ ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ମ୍ୟାଚ୍...
ଟେଷ୍ଟ ଅବସରରୁ ଫେରିବେ ବିରାଟ କୋହଲି! ଜବାବ ଦେଲା BCCI
ମୁମ୍ବାଇ,୩୦।୧୧: ନିଜ ପ୍ରିୟର ଖେଳାଳି ବିରାଟ କୋହଲିଙ୍କୁ ପୁଣିଥରେ ଟେଷ୍ଟ ମ୍ୟାଚରେ ଦେଖିବାକୁ ଚାହୁଁଛନ୍ତି। ଅନେକ ସୋସିଆଲ ମିଡିଆରେ ଦାବି କରୁଛନ୍ତି କି ବିରାଟ ଅବସର ପ୍ରତ୍ୟାହାର କରି ଟେଷ୍ଟ କ୍ରିକେଟକୁ ଫେରି ଆସନ୍ତୁ। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ...
ଇତିହାସ ରଚିଲେ ବିରାଟ କୋହଲି: ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ରେକର୍ଡ
ରାଞ୍ଚି,୩୦।୧୧: ଭାରତୀୟ କ୍ରିକେଟର ‘ରନ୍ ମେସିନ୍’ ବିରାଟ କୋହଲି ରବିବାର ପୁଣି ଥରେ ଇତିହାସ ରଚିଛନ୍ତି। ରାଞ୍ଚିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ସେ ତାଙ୍କ କ୍ୟାରିୟରର ୫୨ତମ ଦିନିକିଆ ଶତକ ହାସଲ କରିଛନ୍ତି। ଏହି...
ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଅଧିନାୟକ ହେବେ ରୋହିତ! ବାଦ୍ ପଡ଼ିଲେ ଗିଲ୍
ମୁମ୍ବାଇ,୧୮।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଦିନିକିଆ ସିରିଜ୍ ପୂର୍ବରୁ ଭାରତୀୟ ଦଳ ଏକ ବଡ଼ ନେତୃତ୍ୱ ସଙ୍କଟ ଦେଇ ଗତି କରୁଛି। ନିୟମିତ ଅଧିନାୟକ ଶୁଭମନ ଗିଲ୍ ବେକରେ ଆଘାତ ଯୋଗୁଁ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ...
ବିରାଟ କୋହଲିଙ୍କ ସହ ଆଉ ଏକ ଅନାବଶ୍ୟକ ରେକର୍ଡର ସମକକ୍ଷ ହେଲେ ବାବର ଆଜମ
ନୂଆଦିଲ୍ଲୀ,୧୧।୧୧: ପାକିସ୍ତାନର ଷ୍ଟାର୍ ବ୍ୟାଟର୍ ବାବର ଆଜମ୍ଙ୍କ ଖରାପ ଫର୍ମ ଜାରି ରହିଛି। ମଙ୍ଗଳବାର ରାୱଲପିଣ୍ଡିରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ ସମୟରେ, ସେ ଶ୍ରୀଲଙ୍କା ସ୍ପିନର୍ ୱାନିନ୍ଦୁ ହସରଙ୍ଗାଙ୍କ ଏକ ଚମତ୍କାର ବଲରେ ଆଉଟ୍ ହୋଇଥିଲେ। ପାକିସ୍ତାନ...
ଦଳରେ ନାହାଁନ୍ତି ରୋହିତ ଓ କୋହଲି: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ପାଇଁ ଦଳ ଘୋଷଣା
ମୁମ୍ବାଇ,୫।୧୧: ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷରେ ଆସନ୍ତା ନଭେମ୍ବର ୧୩ରୁ ୧୯ ତାରିଖ ମଧ୍ୟରେ ରାଜକୋଟର ନିରଞ୍ଜନ ଶାହା ଷ୍ଟାଡିୟମରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ବରିଷ୍ଠ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲି...
ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟରେ ମହଙ୍ଗା ଭାତ, ରୁଟି; ଦାମ୍ ଏତିକି
ମୁମ୍ବାଇ: କ୍ରିକେଟ୍ ସୁପରଷ୍ଟାର୍ ବିରାଟ କୋହଲି, କିମ୍ବଦନ୍ତୀ ଗାୟକ କିଶୋର କୁମାରଙ୍କ ମୁମ୍ବାଇ ଜୁହୁସ୍ଥିତ ପୂର୍ବତନ ବଙ୍ଗଳା ‘ଗୌରୀ କୁଞ୍ଜ’କୁ ତାଙ୍କ ହାଇ-ଏଣ୍ଡ୍ ରେଷ୍ଟୁରାଣ୍ଟ୍ ‘One8 Commune’ ର ଏକ ଆଉଟଲେଟରେ ପରିଣତ କରିଛନ୍ତି। ୨୦୨୨ରେ ଖୋଲାଯାଇଥିବା ଏହି ଆଉଟଲେଟ୍...
ନିଜେ ତ ଫେଲ୍ ହେଲେ, ଏହି ଖେଳାଳିଙ୍କୁ ବି ବୁଡ଼ାଇ ଦେଲେ କୋହଲି,Video ଭାଇରାଲ ପରେ…
ନୂଆଦିଲ୍ଲୀ,୨୪।୧୦: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବ୍ୟାଟ ଅଷ୍ଟ୍ରେଲିଆରେ ସମ୍ପୂର୍ଣ୍ଣ ନୀରବ ହୋଇଯାଇଛି। ସେ ପର୍ଥ ଏବଂ ଆଡିଲେଡରେ ଖେଳାଯାଇଥିବା ଏକଦିବସୀୟ ମ୍ୟାଚ୍ରେ ନିଜର ଖାତା ଖୋଲିପାରି ନ ଥିଲେ। ଭାରତୀୟ ଦଳ ଉଭୟ ମ୍ୟାଚ୍ରେ ପରାଜିତ...
ଦିନିକିଆକୁ ବାଏ ବାଏ କହିଦେଲେ କି କୋହଲି: ସାଂଘାତିକ କଥା କହିଦେଲେ ଗାଭାସ୍କର
ସିଡନୀ,୨୪।୧୦: ଅଷ୍ଟ୍ରେଲିଆ ଗସ୍ତରେ ବିରାଟ କୋହଲିଙ୍କ ବ୍ୟାଟ ନୀରବ ରହିଛି। ସେ ଦୁଇଟି ମ୍ୟାଚରେ ଖାତା ମଧ୍ୟ ଖୋଲି ନାହାଁନ୍ତି। ପ୍ରଥମ ଦିନିକିଆରେ ମିଚେଲ ଷ୍ଟାର୍କଙ୍କ ଦ୍ୱାରା କୋହଲିଙ୍କୁ ଶୂନ୍ୟରେ ଆଉଟ କରାଯାଇଥିଲା। ଦ୍ୱିତୀୟ ଦିନିକିଆରେ ସେ ଜାଭିୟର ବାର୍ଟଲେଟ...
କାହିଁକି ଇଂଲଣ୍ଡରେ ଥିଲେ ବିରାଟ କୋହଲି ? ଶେଷରେ ଖୋଲିଲେ ମୁହଁ
ପର୍ଥ,୧୯ା୧: କ୍ରିକେଟ ଜଗତର ମହାନାୟକ ବିରାଟ କୋହଲି ରବିବାର ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳକୁ ଫେରିଛନ୍ତି। ପର୍ଥରେ ଟସ୍ ପୂର୍ବରୁ ପୂର୍ବତନ ଭାରତୀୟ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଓ...
Archives


