କୋହଲିଙ୍କ ପ୍ରଥମ ବ୍ୟାଟ୍ର ମୂଲ୍ୟ କେତେ ଜାଣନ୍ତି, ଯାହା ସ୍ବପ୍ନ ଦେଖଥିଲେ ଗୋଟି ଗୋଟି ହେଲା ସତ, ଜାଣନ୍ତୁ ତାଙ୍କ ବିଷୟରେ ୩୮ ରୋଚକ କଥା
ନୂଆଦିଲ୍ଲୀ,୫।୧୧:ନଭେମ୍ବର ୫ ଭାରତୀୟ କ୍ରିକେଟ ସମେତ ବିଶ୍ୱ କ୍ରିକେଟ ପାଇଁ ଏକ ସ୍ବତନ୍ତ୍ର ଦିନ। କାରଣ ଏହି ଦିନ ଜନ୍ମ ନେଇଥିଲେ ଆଧୁନିକ କ୍ରିକେଟ୍ର ଅନ୍ୟତମ ମହାନ ଖେଳାଳି ବିରାଟ କୋହଲି। ନିଜ ବ୍ୟାଟିଂ ଦକ୍ଷତା, ଅଧିନାୟକତ୍ୱ ଓ ଅସାଧାରଣ ରେକର୍ଡ…

