Tag Archives: viral-video

Video: ଅଣନିଃଶ୍ୱାସୀ ଲାଗିଲା ବୋଲି ବସ୍‌ ଝରକାରୁ ବେକ କାଢ଼ିଥିଲେ ବ୍ୟକ୍ତି,ଫସିଗଲା ମୁଣ୍ଡ; ଆଉ ତା’ ପରେ…

ବସ୍‌ରେ ଯାତ୍ରା କରିବାକୁ ଅନେକେ ପସନ୍ଦ କରନ୍ତି। ହେଲେ ଯାତ୍ରା ସମୟରେ ଝରକା ପାଖ ସିଟ୍‌ ମିଳୁ ବୋଲି ଚାହିଁଥାନ୍ତି। କାରଣ ସେଠାରେ ବାହାରର ଦୃଶ୍ୟ ସାଙ୍ଗକୁ ଖୋଲା ପବନ ମୁହଁରେ ବାଜିବା ଅପୂର୍ବ ଆନନ୍ଦ ଦେଇଥାଏ। ହେଲେ ଏବେ ସୋସିଆଲ…

କୁକିଜ୍‌ ବିକୁଥିବା ବ୍ୟକ୍ତିଙ୍କ ଆୟ ଶୁଣିଲେ ଉଡ଼ିଯିବ ହୋଶ୍‌: କେଇଟା ମାସରେ କିଣିଦେେଲେ ଫର୍ଚୁନର କାର୍‌!

ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ କୁକିଜ୍‌ ବିକୁଥିବା ନଜର ଆସିଛନ୍ତି। ଭିଡିଓରେ ଏକ ଫୁଡ୍‌ ବ୍ଲଗର୍‌ ଏହି କୁକିଜ୍‌ ବିକୁଥିବା ବିକ୍ରେତାଙ୍କ ନିକଟକୁ ଆସନ୍ତି ଏବଂ ତାଙ୍କୁ କୁହନ୍ତି ଯେ…

ରାମଙ୍କ ଭଜନ ଗାଇ ଚର୍ଚ୍ଚାରେ ସୀମା ହାଇଦର

ଲକ୍ଷ୍ନୌ,୨୧।୧: ଜାନୁଆରୀ ୨୨ ଅର୍ଥାତ୍‌ ସୋମବାର ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶର ଅନେକ ବଡ ବ୍ୟକ୍ତିତ୍ୱ ଅଯୋଧ୍ୟାରେ ପହଞ୍ଚିବେ। ଭକ୍ତମାନଙ୍କ ମଧ୍ୟରେ ରାମ ମନ୍ଦିରକୁ ବହୁତ ଉତ୍ସାହ ରହିଛି।…

ଜୀବନର ଶେଷ ମୁହୂର୍ତ୍ତରେ ହସ୍ପିଟାଲ ବେଡ୍‌ରେ ପିଲାଙ୍କ ପରୀକ୍ଷା ଖାତା ଚେକ୍‌ କରୁଥିଲେ ଶିକ୍ଷକ:ଫଟୋ ହେଉଛି ଭାଇରାଲ୍‌

ମାତାପିତାଙ୍କ ପରେ ପିଲାଙ୍କ ଜୀବନରେ ଶିକ୍ଷକଙ୍କ ସର୍ବାଧିକ ଅବଦାନ ରହିଛି। ସେମାନେ ନିଜ ଛାତ୍ରୀଛାତ୍ରମାନଙ୍କୁ ଉଚ୍ଚ ଶିଖରରେ ପହଞ୍ଚାଇବା ପାଇଁ କୌଣସି ସୁଯୋଗକୁ ହାତଛଡା କରିବାକୁ ଚାହାଁନ୍ତି ନାହିଁ। ଆଜିକାଲି ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି…

ଝିଟିପିଟିର ଏମିତି ରୂପ ଦେଖି ଲୋକେ ଭୟଭୀତ; ଡାଇନୋସର ସହ ହେଉଛି ତୁଳନା

ଦୁନିଆରେ ଅନେକ ପ୍ରାଣୀ ଅଛନ୍ତି, ଯାହାକୁ ଦେଖିଲେ ଭୟ ଲାଗେ। ଯଦିଓ ଏହି ଜୀବମାନେ ବିପଜ୍ଜନକ ନୁହଁନ୍ତି କିନ୍ତୁ ସେମାନଙ୍କର ଚେହେରା ଭୟଭୀତ କରିଥାଏ। ଏହିପରି ଗୋଟିଏ ପ୍ରାଣୀ ହେଉଛି ଡ୍ରାଗନ ଝିଟିପିଟି। ଏହି ଝିଟିପିଟିକୁ ଫ୍ରିଲ-ନେକ୍ଡ ଝିଟିପିଟି ବା ଫ୍ରିଲ…

VIDEO: ଚାକିରିଆଙ୍କୁ ଷ୍ଟ୍ରିଟ୍‌ ଫୁଡ୍‌ ଦୋକାନୀଙ୍କ କଟାକ୍ଷ-କମ୍‌ ପଢ଼ିଥିଲି ବୋଲି ଅଧିକ ରୋଜଗାର କରୁଛି, ନହେଲେ ୩୦-୪୦ ହଜାର ପକେଟକୁ ଆସିଥାନ୍ତା

କର୍ପୋରେଟ୍‌ରେ କାମ କରୁଥିବା କର୍ମଚାରୀମାନଙ୍କ ଜୀବନ ଚାକିରିରେ ହିଁ ସୀମିତ ଥାଏ। ସକାଳୁ ସଞ୍ଜ ଯାଏ କାମ କରିବା ତାଙ୍କ ଦୈନିକ ଜୀବନଚର୍ଯ୍ୟା ପାଲଟିଯାଏ। ହେଲେ ଦରମା ତାଙ୍କର ସୀମିତ ଥାଏ। ଏହି କ୍ରମରେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି…

Viral Video: ବିଲେଇ-ସାପ ମଧ୍ୟରେ ମୁହାଁମୁହିଁ ଲଢେଇ; ଫଳାଫଳ ଦେଖିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ବିଲେଇ ଏବଂ ସାପ ମଧ୍ୟରେ ଭୟଙ୍କର ମୁହାଁମୁହିଁ ଲଢେଇର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସାପକୁ ଭୟଭୀତ କରିବା ଏବଂ ଜୀବନ ରକ୍ଷା କରିବା ପାଇଁ ବିଲେଇମାନେ କିପରି ଚତୁର ପ୍ରଣାଳୀ ଗ୍ରହଣ କରନ୍ତି ତାହା ଭିଡିଓରେ ଦର୍ଶାଯାଇଛି। ଭିଡିଓଟି…

ଦିବ୍ୟାଙ୍ଗ ହେଲେ ହେଲେ ବି ଖଟିକି ଖାଇବି: ଏହି ଭିଡିଓ କରିଦେବ ଭାବପ୍ରବଣ

ସୋସିଆଲ ମିଡିଆରେ ପ୍ରାୟତଃ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଥାଏ। ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିବା ପରେ ହୃଦୟ ତରଳି ଯାଏ। ଭାଇରାଲ ହେଉଥିବା ଏହି ଭିଡିଓରେ ଦୁଇଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଶ୍ରମିକ ଭାବରେ କାମ…

ଗର୍ଲଫ୍ରେଣ୍ଡଙ୍କୁ ହେଲିକପ୍ଟରରେ ବୁଲାଇବା ସହ ଟଙ୍କାରେ ଚଲାଉଛନ୍ତି ଏହି ବ୍ୟକ୍ତି:ଦେଖନ୍ତୁ ଭିଡିଓ

ପ୍ରତିଦିନ କିଛି ନା କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ। ଏହିପରି ଅନେକ ଭିଡିଓ ଦେଖିବାକୁ ମିଳେ ଯାହା ଜ୍ଞାନରେ ପରିପୂର୍ଣ୍ଣ। କିଛି ଭିଡିଓ ଅଛି, ଯାହା ଆଶ୍ଚର୍ଯ୍ୟ କରେ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ…

ପାଣି ପିଇବାକୁ ନଦୀ କୂଳକୁ ଆସିଥିଲା ଚିତାବାଘ, ହଠାତ୍‌ ଟାଣିନେଲା କୁମ୍ଭୀର: ଆଉ ତା’ପରେ ଦେଖନ୍ତୁ ଛାତିଥରା ଭିଡିଓ

ସୋସିଆଲ ମିଡିଆରେ ଅନେକ ଥର ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଥାଏ। ଏହିପରି ଭିଡିଓ ଲୋକମାନଙ୍କୁ ଭୟଭୀତ କରିବାକୁ ବାଧ୍ୟ କରିଥାଏ। ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଏକ କୁମ୍ଭୀର ଚିତା ଉପରେ ଆକ୍ରମଣ କରି…

ସୋଫାରେ ପ୍ରସ୍ତୁତ ଗାଡ଼ି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଆନନ୍ଦ ମହିନ୍ଦ୍ରା: ଭିଡିଓ ଶେୟାର କରି କହିଲେ…

ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଇଣ୍ଟରନେଟ ଦୁନିଆରେ ବହୁତ ସକ୍ରିୟ। ପ୍ରାୟତଃ ସେ ଭାଇରାଲ ଟୁଇଟ୍‌ ଉପରେ ମନ୍ତବ୍ୟ ଦିଅନ୍ତି। ସୋସିଆଲ ମିଡିଆରେ ତାଙ୍କ ଦ୍ୱାରା ଅଂଶୀଦାର ଅତ୍ୟନ୍ତ ଆକର୍ଷଣୀୟ ଜିନିଷ ଉପରେ ନିଜ ମନ୍ତବ୍ୟ ଦେବାକୁ ସେ ଆଦୌ…

ଲାଇଭ୍‌ ରିପୋର୍ଟିଂବେଳେ ଜଣେ ବ୍ୟକ୍ତିଙ୍କୁ ଶକ୍ତ ଚାପୁଡା ଦେଲେ ମହିଳା ରିପୋର୍ଟର ଭିଡିଓ ହେଉଛି ଭାଇରାଲ୍‌

ପାକିସ୍ତାନରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଠାରେ ଜଣେ ମହିଳା ରିପୋର୍ଟର ଲାଇଭ୍‌ ରିପୋର୍ଟିଂବେଳେ ଜଣେ ବ୍ୟକ୍ତି ଶକ୍ତ ଚାପୁଡା ଦେଇଛନ୍ତି। ଜଣେ ମହିଳା ରିପୋର୍ଟର ପାଖରେ ଠିଆ ହୋଇଥିବା ଲୋକଙ୍କ ଭିଡ଼ ମଧ୍ୟରେ ପ୍ରଶ୍ନ ପଚାରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri