Tag Archives: viral-video

ଅର୍କେଷ୍ଟାରେ ନାଚୁଥିଲେ ଯୁବତୀ, ହଠାତ୍‌ ମଥାରେ ସିନ୍ଦୂର ଦେଇ ଜୀବନସାଥୀ କରିନେଲେ ଯୁବକ, Video ଦେଖିଲେ…

ବିବାହ କାର୍ଯ୍ୟକ୍ରମରେ ଅର୍କେଷ୍ଟା ମନ ମୋହିଥାଏ। ରଙ୍ଗାରଙ୍ଗ ଗୀତ ତାଳରେ ବରଯାତ୍ରୀମାନେ ଝୁମିଥାନ୍ତି। ହେଲେ ବିହାରର ଜଣେ ଯୁବକ ଅର୍କେଷ୍ଟାରେ ନାଚୁଥିବା ଯୁବତୀଙ୍କ ପ୍ରେମରେ ପଡ଼ିବା ପରେ ବିବାହ କରିନେଇଛନ୍ତି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ...

୩୦୦୦ କୋଟି ସମ୍ପତ୍ତି ଛାଡି ଗେରୁଆ ପିନ୍ଧିଲେ ଏହି ବ୍ୟକ୍ତି : ମହାକୁମ୍ଭରେ ଭାଇରାଲ୍‌ ହେଉଛନ୍ତି ବିଜ୍‌ନେସମ୍ୟାନ୍‌ ବାବା

ପ୍ରୟାଗରାଜ,୧୩।୨: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଆୟୋଜନ କରାଯାଉଛି। ୧୩ ଜାନୁଆରୀରେ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ ୨୬ ଫେବୃଆରୀ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ମହାକୁମ୍ଭକୁ ଭାରତ ଏବଂ ବିଦେଶରୁ କୋଟି କୋଟି ଭକ୍ତ ଆସୁଛନ୍ତି। ଏହି ମହାକୁମ୍ଭରେ...

Viral Video: ବଧୂଙ୍କ ପରେ ଶାଳିମାନଙ୍କ ମଥାରେ ସିନ୍ଦୂର ଭରିବାକୁ ଲାଗିଲେ ବର, ପରେ ଯାହା ହେଲା ଦେଖିଲେ…

ଆଜିକାଲି ଚାଲିଛି ବିବାହ ଋତୁ। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଘୁରିବୁଲୁଛି। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ଚକିତ କରୁଛି। ଠିକ୍‌ ସେଭଳି ଏକ ଭିଡିଓ ଚର୍ଚ୍ଚାରେ ରହିଛି। ଭିଡିଓରେ ବର ବଧୂଙ୍କ ମୁଣ୍ଡରେ...

Video Viral: ଦ୍ୱିତୀୟ ବିବାହ କରୁଥିବା ସମୟରେ ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ, ଆଉ ତା’ପରେ ଯାହା ହେଲା…

ଉତ୍ତର ପ୍ରଦେଶର ଝାନ୍ସୀର ସଦର ବଜାର ଥାନା ଅଞ୍ଚଳର ଭଟ୍ଟାଗାଓଁରେ ଏକ ବିବାହକୁ ନେଇ ବହୁତ ଆଲୋଚନା ହେଉଛି। ଯେଉଁଠାରେ ଜଣେ ସ୍ବାମୀ ଦ୍ୱିତୀୟ ବିବାହ କରୁଥିବା ସମୟରେ ତାଙ୍କ ପ୍ରଥମ ସ୍ତ୍ରୀ ଆସି ପହଞ୍ଚିଗଲେ। ଆଉ ତାଙ୍କୁ ପ୍ରବଳ...

Viral Video: ମହାକୁମ୍ଭରେ ଚର୍ଚ୍ଚିତ ଲଭଷ୍ଟୋରୀ, ଅଘୋରୀ ବାବାଙ୍କ ପ୍ରେମରେ ପଡିଲେ ଋଷୀୟ ମହିଳା, କରିଲେ ଏମିତି…

ମହାକୁମ୍ଭ ୨୦୨୫ରେ ଅଜବ ଏବଂ ଅନନ୍ୟ କାହାଣୀ ସାମ୍ନାକୁ ଆସୁଛି। ଆଇଆଇଟି ବାବାଙ୍କଠାରୁ ମୋନାଲିସା ପର୍ଯ୍ୟନ୍ତ, ଅନେକ ଚର୍ଚ୍ଚିତ ବିଷୟ ସୋସିଆଲ ମିଡିଆରେ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ସମୟରେ ବିବାହର ଅନେକ ଖବର ମଧ୍ୟ ଭାଇରାଲ ହୋଇଥିଲା। ପ୍ରଥମେ...

ମହିଳାଙ୍କ ଅଶ୍ଳୀଳ ଭିଡିଓ, ଫଟୋ ଭାଇରାଲ: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୨ା୧୨(ସତ୍ୟଜିତ୍‌ ରାଉତ): ସମ୍ପର୍କରେ ବିଷ ଦେଲେ ଯୁବକ। ମହିଳାଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ଭାଇରାଲ କରିବାର ଧମକ ଦେବା ସହ ବ୍ଲାକମେଲ୍‌ କରି ନେଇଗଲେ ୪.୯୬ ଲକ୍ଷ। ତେବେ ଅଧିକ ଟଙ୍କା ନ ପାଇବାରୁ ତାଙ୍କ ଫଟୋ ଓ...

ମହିଳାଙ୍କ ନଗ୍ନ ଭିଡିଓ ଭାଇରାଲ କରି ବନ୍ଧାହେଲେ ଯୋଗାଣ ସହାୟକ

ବଲାଙ୍ଗୀର,୧୧ା୧୧(ସୁନୀଲ କୁମାର ମହାନ୍ତି): ଜଣେ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଭିଡିଓ ଭାଇରାଲ କରି ଫେରାର ଥିବା ଯୋଗାଣ ସହାୟକଙ୍କୁ ବଲାଙ୍ଗୀର ପୋଲିସ ଛତିଶଗଡ଼ରୁ ଗିରଫ କରିଛି। ବଲାଙ୍ଗୀର ଜିଲା ଆଗଲପୁର ଥାନା ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ଶାରୀରିକ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ ବେଞ୍ଚ ଉପରକୁ ଚଢ଼ିଯାଇଥିଲେ। ଛାତ୍ରୀଛାତ୍ରଙ୍କ ଦ୍ୱାରା ରେକର୍ଡ ହୋଇଥିବା ଏହି ଘଟଣାର ଏକ...

ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଟଙ୍କା ମାଗୁଥିଲେ ଯୁବକ, ଉଠାଇନେଲା ପୋଲିସ

ଗୋପାଳପୁର,୧୩ା୩(ନବୀନ ରାଜ ଆଚାରୀ): ମହିଳାଙ୍କର ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ଫଟୋ ଭାଇରାଲ କରିବାକୁ କହି ଧମକ ଚମକ ଦେଇ ଟଙ୍କା ନେଇଥିବା ଅଭିଯୋଗରେ ବୁଧବାର ଗୋଳନ୍ଥରା ଥାନା ଅଞ୍ଚଳରୁ ଯୁବକକୁ ମୋଟାଙ୍ଗ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି l ଯୁବକ...

ଝିଅକୁ କନ୍ୟା ବେଶରେ ଦେଖି ଭାବପ୍ରବଣ ହୋଇଗଲେ ପିତା: ଦେଲେ ଏମିତି ପ୍ରତିକ୍ରିୟା, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଭାବପ୍ରବଣ କରିଥାଏ। ଆଜିକାଲି ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ପିତା ନିଜ ଝିଅକୁ ପ୍ରଥମ ଥର ପାଇଁ କନ୍ୟା ରୂପେ ଦେଖୁଛନ୍ତି।...

ମ୍ୟାଚ୍‌ ମଝିରେ ସର୍ଫରାଜଙ୍କୁ ଚେତାବନୀ ଦେଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ…

ରାଞ୍ଚି,୨୫।୨: ରାଞ୍ଚି ଟେଷ୍ଟରେ ଟିମ ଇଣ୍ଡିଆ ବିଜୟର ନିକଟତର ହୋଇଛି। ଚତୁର୍ଥ ଦିନରେ ଜିତିବାକୁ ଭାରତୀୟ ଦଳକୁ ୧୫୨ ରନ ସ୍କୋର କରିବାକୁ ପଡିବ। ଜିତିବା ପାଇଁ ଟିମ ଇଣ୍ଡିଆର ୧୯୨ ରନ ଲକ୍ଷ୍ୟ ରହିଛି। ତୃତୀୟ ଦିନର ଖେଳ...

Video: ଅସୁସ୍ଥ ଜେଜେଙ୍କୁ ବଲିଉଡ୍‌ ଷ୍ଟାଇଲ୍‌ରେ ହସ୍ପିଟାଲ୍‌ ଆଣିଲେ ନାତି: ଜରୁରିକାଳୀନ ଓ୍ବାର୍ଡରେ ପୂରାଇଦେଲେ ବାଇକ୍‌

୨୦୦୯ରେ ଫିଲ୍ମ ‘୩ ଇଡିଏଟ୍ସ’ ମୁକ୍ତିଲାଭ କରିଥିଲା। ଏହା ବଲିଉଡର ଏକ ବ୍ଲକବଷ୍ଟର ଫିଲ୍ମ ମଧ୍ୟରୁ ଅନ୍ୟତମ। ଏହି ଫିଲ୍ମଟି ସେହି ସମୟର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଥିଲା। ଏହି ଫିଲ୍ମରେ ଅନେକ ସ୍ମରଣୀୟ ଦୃଶ୍ୟ ଥିଲା। ଏକ ଦୃଶ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri