ଶୁଣାଣି ସମୟରେ ମହିଳାଙ୍କ ସହ ମସ୍ତି କରୁଥିଲେ ବିଚାରପତି! ଆଖିକୁ ବିଶ୍ୱାସ ହେଉନି, ହେଲେ ଭିଡିଓ ହେଉଛି ଭାଇରାଲ କ’ଣ ରହିଛି ସତ୍ୟତା ଜାଣନ୍ତୁ
ନୂଆଦିଲ୍ଲୀ,୧୬।୧୦: ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାଇରାଲ କ୍ଲିପରେ, ଜଣେ ବିଚାରପତି ଜଣେ ମହିଳାଙ୍କ ସହିତ ମଜା କରୁଥିବାର ଦେଖିବାକୁ ମିଳୁଛି। କୁହାଯାଉଛି ଯେ ଏହି ଭିଡିଓଟି...
ବିଚ୍ ରାସ୍ତାରେ ବାଇକ୍ ଚାଳକଙ୍କୁ ଟ୍ରାଫିକ ପୋଲିସଙ୍କ ଚାପୁଡ଼ା, Video ଦେଖି ତାତିଲେ ଲୋକେ, ଏବେ…
ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଟ୍ରାଫିକ ଚାଲାଣ କଟିବା ସ୍ବାଭାବିକ କଥା। ହେଲେ ଏବେ ଟ୍ରାଫିକ ପୋଲିସ ଜଣେ ବାଇକ୍ ଚାଳକଙ୍କୁ ଚାପୁଡ଼ା ମାରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ଲୋକମାନଙ୍କ ମନରେ...
‘କଳିଯୁଗର କୃଷ୍ଣ’: ଏହି କୁନି ପିଲାର ଗୋଟିଏ ଡାକରେ ଧାଇଁ ଆସୁଛନ୍ତି ଶହ ଶହ ଗାଈ, Video ଦେଖିଲେ ଟାଙ୍କୁରି ଉଠିବ ଲୋମ…
ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ଗୋପାଳ ଭାବେ ଲୀଳା କରିଥିଲେ। ତାଙ୍କର ଗୋଟିଏ ଡାକରେ ଗାଈମାନେ ଧାଇଁ ଆସୁଥିଲେ। ସେ ବଇଁଶି ବଜାଇ ସମସ୍ତଙ୍କ ମନ ମୋହୁଥିଲେ।ଏବେ କଳିଯୁଗରେ ମଧ୍ୟ ସେଭଳି ଏକ ଦୃଶ୍ୟ ଲୋକଙ୍କୁ ଅଭିଭୂତ କରୁଛି। ପିଲାର...
ପ୍ରେମିକାଙ୍କ ଫୋନ ବ୍ୟସ୍ତ ଆସିବାରୁ ସାରା ଗାଁର ବିଜୁଳି କାଟିଦେଲେ ଯୁବକ, Video ଭାଇରାଲ ପରେ…
ବର୍ତ୍ତମାନ ସମୟରେ ଯୋଗାଯୋଗ କରିବାର ବଡ଼ ମାଧ୍ୟମ ପାଲଟିଛି ଟେଲିଫୋନ। ଏଣୁ ପ୍ରେମିକ ପ୍ରେମିକାମାନେ ସହଜରେ ପରସ୍ପର ସହ କଥା ହୋଇ ପାରୁଛନ୍ତି। ହେଲେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବକ ପ୍ରେମିକାଙ୍କ...
୧୧ ହଜାର ଭୋଲ୍ଟର ତାରରେ ଝୁଲି ପାଣିକୁ ଡେଉଁଛନ୍ତି ଯୁବକ, Video ଦେଖିଲେ ମୁଣ୍ଡରେ ଦେବେ ହାତ…
ଗାଁର ଜୀବନ କେତେ ର୍ନିଭୟ ଓ ମୁକ୍ତ, ତାହାର ଏକ ଜୀବନ୍ତ ଉଦାହରଣ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଭିଡିଓରେ ଗାଁର କିଛି ଯୁବକ ନିର୍ଭୟରେ ହାଇ ଭୋଲଟେଜ ବିଦ୍ୟୁତ ତାରରେ ଝୁଲୁଥିବା ଏବଂ ସେଠାରୁ ପାଣିକୁ...
‘ବାପା ରାଜି ହେବେ ନାହିଁ’ ବୋଲି କହିଚାଲିଥିଲେ ଯୁବତୀ,ଚଳନ୍ତା ଟ୍ରେନ୍ରେ ସିନ୍ଦୂର ପିନ୍ଧାଇଦେଲେ ପ୍ରେମିକ;Video
ଚଳନ୍ତା ଟ୍ରେନରେ ଯୁବତୀଙ୍କ ମଥାରେ ସିନ୍ଦୂର ପିନ୍ଧାଇଲେ ପ୍ରେମିକ। ପ୍ରେମିକା ଯେତେ ମନା କଲେ ବି ସେ ତାଙ୍କ ଜିଦ୍ରେ ଅଟଳ ଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଭିଡିଓକୁ ନେଇ ଲୋକେ ଭଳିକି...
ଚଳନ୍ତା ଟ୍ରେନ୍ରେ ଯୁବତୀଙ୍କ ଅଜବ କାଣ୍ଡ, ପିଟି ପିଟି ନିଶା ଛଡ଼ାଇଦେଲେ ମା’! Video ଦେଖିଲେ…
ଆଜିକାଲିର ଯୁବପୀଢ଼ି ରିଲ୍ ନିଶାରେ ଏମିତି ମାତିଛନ୍ତି ଯେ, ସେମାନେ କିଛି ବି କରିପାରନ୍ତି। ଅର୍ଥାତ କିଛିଟା ଲାଇକ୍ ପାଇଁ ସେମାନେ ଜୀବନକୁ ବାଜି ଲଗାଇ ଦେଉଛନ୍ତି। ଏଭଳି ଏକ ଭାଇରାଲ ଭିଡିଓ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।...
ଟ୍ରେନ୍ରେ ଯିବାବେଳେ ଯାତ୍ରୀ ଆପଣାଇଲେ ଅଜବ କୌଶଳ, ଏମିତି ଦୃଶ୍ୟ କେବେ ଦେଖି ନ ଥିବେ…
ଆଜିକାଲି ସୋସିଆଲ ମିଡିଆରେ ଏକ ମଜାଳିଆ ଭିଡିଓ ଖୁବ୍ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯାତ୍ରୀ ଟ୍ରେନ୍ରେ ଏମିତି ଏକ ଦେଶୀ କୌଶଳ କରିଛନ୍ତି ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ମଜା ବି ନେଉଛନ୍ତି। ଭିଡିଓରେ ଜଣେ...
ମୁଁ ଚଉଠି ରାତି ପାଳନ କରିବି ନାହିଁ..RCB ପ୍ରଶଂସକଙ୍କ ସର୍ତ୍ତ ଶୁଣି ମୁଣ୍ଡରେ ଦେବେ ହାତ
ନୂଆଦିଲ୍ଲୀ,୨।୬: ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ମନରେ ଇଣ୍ଡିଆନ ପ୍ରିମିୟର ଲିଗ୍ରେ କ୍ରେଜ ରହିଛି। ଗତ ୧୭ ସିଜିନ ଧରି ଟ୍ରଫି ଜିତିବାକୁ ଚାହୁଁଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏକ ଚମତ୍କାର ଖେଳ ଖେଳି ଫାଇନାଲ୍ରେ ନିଜର ସ୍ଥାନ ନିଶ୍ଚିତ...
ଷ୍ଟେଜ ଉପରେ ଅଭିନେତ୍ରୀଙ୍କୁ ଚାହିଁ ରହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ତା’ ପରେ ଯାହା କଲେ…
ଇସଲାମବାଦ,୨୯।୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପ୍ରାୟତଃ ତାଙ୍କ ବୟାନ ଏବଂ ଭାଷଣ ଦେବାର ଶୈଳୀ ପାଇଁ ଚର୍ଚ୍ଚାରେ ଥାଆନ୍ତି। ସରିଫଙ୍କ ବିଭିନ୍ନ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ପୁଣିଥରେ ଶାହବାଜ ସରିଫଙ୍କ ଭିଡିଓ...
ଆଉ କେଇଟା ମିନିଟ୍ ପରେ ପଡିଥାନ୍ତା ହାତଗଣ୍ଠି: କନ୍ୟାଙ୍କ ଟିକେ ଭୁଲ୍ରେ ହଠାତ୍ ନିଆଁରେ ଜଳିଲେ ବର, ପରେ…
ଆଜିକାଲିର ବିବାହ କେବଳ ବେଦୀହୋମଯଜ୍ଞ କି ବ୍ରାହ୍ମଣଙ୍କ ବୈଦିକ ମନ୍ତ୍ରରେ ସୀମିତ ନାହିଁ । ବିବାହ ଏବେ ରୀତିନୀତି ଅପେକ୍ଷା ରିଲ୍ସର ଏକ ପାର୍ଟ ହୋଇଗଲାଣି। ଏହି ଟ୍ରେଣ୍ଡକୁ ଯଦି କିଏ ନ ଆପଣାଏ , ତେବେ ଏହା ଏକ...
Viral Video: ସ୍ତ୍ରୀଙ୍କ ପ୍ରସବ ଯନ୍ତ୍ରଣା ଦେଖି ଭୋ ଭୋ ହୋଇ କାନ୍ଦିଲେ ସ୍ବାମୀ…ଆଉ ତା’ପରେ ଘଟିଲା…
ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଏଥିରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ଦେଖି ହସ୍ପିଟାଲରେ କାନ୍ଦୁଛନ୍ତି। ଉତ୍ତର ପ୍ରଦେଶର ପ୍ରୟାଗରାଜର ଜଣେ ଲୋକପ୍ରିୟ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଉମ୍ମୁଲ ଖୈର...
Archives


