ଫ୍ରାନ୍ସରେ ହିଂସାତ୍ମକ ବିକ୍ଷୋଭ: ୧୪୩ ବର୍ଷ ପୁରୁଣା ଟାଉନ ହଲ ଜଳି ପାଉଁଶ; ୮ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଲେ
ପ୍ୟାରିସ,୧୮।୧୦: ବର୍ତ୍ତମାନ ଫ୍ରାନ୍ସରେ ଜୀବନଧାରଣର ବ୍ୟୟ ବୃଦ୍ଧିକୁ ନେଇ ଉଦବେଗ ଯୋଗୁ ରାସ୍ତାଘାଟରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳୁଛି। ପ୍ୟାରିସ ଏବଂ ଅନ୍ୟାନ୍ୟ ସ୍ଥାନରେ ଚାଲିଥିବା ଏହି ବିକ୍ଷୋଭ ମଧ୍ୟରେ, ଲିମୋଗେସ (Limoges) ସହରର ଏକ ଐତିହାସିକ ‘ଟାଉନ ହଲ’…

