ବୈଭବ ସୂର୍ଯ୍ୟବଂଶୀଙ୍କୁ ଚେତାବନୀ ଦେଲେ କପିଳ ଦେବ: ଟଙ୍କା-ଖ୍ୟାତି ପଛରେ…
ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟ୍ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ଅଛନ୍ତି। ମାତ୍ର ୧୫ ବର୍ଷ ବୟସରେ ତାଙ୍କ ବ୍ୟାଟିଂର ଯାଦୁ ସମସ୍ତଙ୍କୁ ପ୍ରଭାବିତ କରିଛି। ଏବେ ଭାରତର ବିଶ୍ୱକପ ବିଜୟୀ ପୂର୍ବତନ ଅଧିନାୟକ…

