Tag Archives: vedanta

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି ୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଆହତ ହୋଇଥିବା ପୋଲିସ କହିଛି।…

ଭାଜପାକୁ ୯୭ କୋଟି ଚାନ୍ଦା ଦେଇଛି ବେଦାନ୍ତ

ନୂଆଦିଲ୍ଲୀ,୧୪ା୭; ଗତବର୍ଷ ସୁପ୍ରିମକୋର୍ଟ ଇଲେକ୍ଟୋରାଲ ବଣ୍ଡ୍‌ ରଦ୍ଦ କରିବା ସତ୍ତ୍ୱେ ୨୦୨୪-୨୫ ଆର୍ଥତ୍କ ବର୍ଷରେ ଅନିଲ ଅଗ୍ରଓ୍ବାଲଙ୍କ କମ୍ପାନୀ ବେଦାନ୍ତ ଲିମିଟେଡ୍‌ ଶାସକ ଦଳ ଭାଜପାକୁ ୯୭ କୋଟି ଟଙ୍କା ଚାନ୍ଦା ଦେଇଥିବା ଏହାର ସଦ୍ୟତମ ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି। ବିଭିନ୍ନ…

ପୁରୀରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏବେ ବି ଜମି ଖୋଜୁଛି ବେଦାନ୍ତ, ସୂଚନା ଦେଲେ ଅନିଲ ଅଗ୍ରୱାଲ

ଭୁବନେଶ୍ୱର, ୨୮।୧: ପୁଣିଥରେ ଓଡ଼ିଶାରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଇଛା ପ୍ରକାଶ କରିଛନ୍ତି ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ। ମଙ୍ଗଳବାର ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଯୋଗ ଦେଇ କହିଛନ୍ତି ଯେ କମ୍ପାନୀ ପୁରୀ…

୪ଲକ୍ଷ ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଛି ବେଦାନ୍ତ

ଭୁବନେଶ୍ୱର,୯।୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମରେ ବିଶ୍ୱ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବେଦାନ୍ତ ଆଲୁମିନିୟମର ସମସ୍ତ ୟୁନିଟ୍‌ ଓ କାର୍ଯ୍ୟ ପରିସର ମଧ୍ୟରେ ପ୍ରାୟ ୪ ଲକ୍ଷ ଲୋକଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ…

ବେଦାନ୍ତ ପକ୍ଷରୁ ବିଶ୍ୱ ବନ ଦିବସ ପାଳିତ

ଭୁବନେଶ୍ୱର,୨୨।୩: (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଛତିଶଗଡ଼ ଏବଂ ଓଡ଼ିଶା ୟୁନିଟ୍‌ଗୁଡ଼ିକରେ ମଧ୍ୟ ବିଶ୍ୱ ବନ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଛତିଶଗଡ଼ର କୋର୍ବା ଜିଲାରେ ଅବସ୍ଥିତ…

ରାଜନୈତିକ ଦଳକୁ ୨୦୦ କୋଟି ଟଙ୍କା ଚାନ୍ଦା ଦେବ ବେଦାନ୍ତ, ଇଲେକ୍ଟୋରାଲ ବଣ୍ଡ ଆସିବା ଆଗରୁ ନିଷ୍ପତ୍ତି

ନୂଆଦିଲ୍ଲୀ,୨୫।୧୨: ଗୋଟିଏ ପଟେ କମ୍ପାନୀ ଋଣ ସୁଝିବାକୁ ନାଗଡ଼ ଯୋଗାଡ଼ କରୁଥିଲା ବେଳେ ରାଜନୈତିକ ଦଳ ମାନଙ୍କୁ ଚାନ୍ଦା ଦେବାକୁ କରିଛି ବେଦାନ୍ତ। ଚଳିତ ବର୍ଷ ନଭେମ୍ବର ମାସରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ବେଦାନ୍ତ ଲିମିଟେଡ଼ ବୋର୍ଡ ଅଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?