ଓଲଟିଲା କ୍ଲୋରିନେଟ୍ ପାଉଡର ବୋଝେଇ ଟ୍ରକ୍, ଡ୍ରାଇଭର-ହେଲପର ଗୁରୁତର କୋଟପାଡ଼,୧୧ା୩(ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ଠାରୁ ୩ କିଲୋମିଟର ଦୂର କୁହୁଡ଼ି ଗ୍ରାମ ନିକଟ ୬୩ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ୍ ରବିବାର ରାତିରେ ଓଲଟି ପଡ଼ିଥିବା ବେଳେ ଡ୍ରାଇଭର ଓ ହେଲପର ଗୁରୁତର ହୋଇଥିବା ଜଣାପଡ଼ିଛି। ଟ୍ରକ୍ଟି...