Tag Archives: tree

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ କାଟିଲା ବେଳେ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ସ୍ଥାନୀୟ ଧୂମାତ…

ଗଛରେ ପିଟିହୋଇ ଓଲଟି ପଡ଼ିଲା ବୋଲୋରୋ, ଭିତରେ ଥିଲେ…

ଥୁଆମୂଳ ରାମପୁର,୧ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସଦରସ୍ଥିତ ଥୁଆମୂଳ ରାମପୁର-କାଶୀପୁର ମୁଖ୍ୟ ରାସ୍ତା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସାମ୍ନାରେ ରବିବାର ରାତିରେ ଭାରସାମ୍ୟ ହରାଇ ଏକ ବୋଲେରୋ ଓଲଟି ପଡ଼ିଛି। ଫଳରେ ଅଳ୍ପକେ ମୃତୁ ମୁଖରୁ ବର୍ତ୍ତି…

ଶୁଖିଲା ଗଛର ଗଣ୍ଡି ପଡ଼ି ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଡ଼ିବସିଲେ ଗ୍ରାମବାସୀ

ମୋହନା,୨୩ା୧୦(ମନ୍ମଥ ମିଶ୍ର): ବୁଧବାର ସାଙ୍ଗମାନଙ୍କ ସହ ବିଲକୁ ଯାଉଥିବା ବେଳେ ରାସ୍ତାକଡ଼ରେ ଥିବା ଏକ ବିରାଟକାୟ ଶୁଖିଲା ଆମ୍ବଗଛର ଶାଖାରୁ ଏକ ଗଣ୍ଡି ପଡ଼ି ଯୁବକଙ୍କ ମୃତ୍ୟୁ ହୋଇଥିଲା। ଗୁରୁବାର କ୍ଷତିପୂରଣ ଦାବି ନେଇ ରାମଗିରି ହାଟପଦାସ୍ଥିତ ଗାନ୍ଧୀ ଛକଠାରେ ଯୁବକଙ୍କ…

ରାସ୍ତାରେ ପଡ଼ିଲା ୧୩୨ କେଭି ବିଦ୍ୟୁତ୍‌ତାର, ଅଟକିଲା ଶହଶହ ଗାଡ଼ିମୋଟର

ମୋହନା,୧୬ା୧୦(ମନ୍ମଥ ମିଶ୍ର): ରାଜପଥରେ ୧୩୨ କେଭି ବିଦ୍ୟୁତ୍‌ତାର ପଡ଼ି ରାସ୍ତା ଅବରୋଧ ହୋଇଛି। ଫଳରେ ବ୍ରହ୍ମପୁର, ଭୁବନେଶ୍ୱର, ରାୟଗଡ଼ା, ମାଲକାନଗିରି କୋରାପୁଟକୁ ଯାତାୟାତ ବନ୍ଦ ହୋଇପଡ଼ିଛି। ସୂଚନାନୁଯାୟୀ, ବିଦ୍ୟୁତ୍‌ ବିଭାଗର ବାର୍ଷିକ ମେଣ୍ଟେନାନ୍ସ ଚାଲିଥିବାବେଳେ ବିରାଟ ଗଛକୁ ବିଦ୍ୟୁତ୍‌ ବିଭାଗର କର୍ମଚାରୀ…

ରାସ୍ତାରେ ଧସିଲା ପାହାଡ଼, ଭାଙ୍ଗିଲା ବିରାଟ ଗଛ

ଧରାକୋଟ,୩ା୧୦: ଚଳିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଧରାକୋଟ ବ୍ଲକର ଜନଜୀବନ ବେଶ୍‌ ପ୍ରଭାବିତ ହୋଇଛି। ଗୁରୁବାର ରାତିରେ ଜାତୀୟ ରାଜପଥ ୫୯ର ଧରାକୋଟ ବ୍ଲକ ଅନ୍ତର୍ଗତ ଖାରିଗୁମା ନିକଟସ୍ଥ ହନୁମାନ ମନ୍ଦିର ନିକଟରେ ରାସ୍ତା ଉପରେ ବିରାଟ ଗଛ ପଡ଼ିଯିବାରୁ…

ନିଜେ ଝାଡୁ ମାରି ସ୍ବଚ୍ଛତାର ସହ କାର୍ଯ୍ୟ କରିବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୯: ସ୍ବଚ୍ଛତା ହିଁ ସେବା ୨୦୨୫ ଅଭିଯାନ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ଆୟୋଜିତ ଗଣସଫେଇ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ,…

ପରିତ୍ୟକ୍ତ ଅବସ୍ଥାରେ ବିଶ୍ରାମାଗାର, ବସ୍‌କୁ ଅପେକ୍ଷା କରିବା ପାଇଁ ଗଛ ହିଁ ଭରସା

ଦାରିଙ୍ଗବାଡ଼ି,୩୧ା୭(ଅରୁଣ ସାହୁ): ସରକାର ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଆଉ ତାକୁ ସଫଳ କରିବା ପାଇଁ ଜିଲା ଓ ବ୍ଲକ ପ୍ରଶାସନ ଗୁରୁତ୍ୱ ଦେଇଥାନ୍ତି। କିନ୍ତୁ ଏମିତି ଏକ ପଞ୍ଚାୟତ ରହିଛି ଯାହାକି ବ୍ଲକ ଅଞ୍ଚଳର ମୁଖ୍ୟ ଛକ…

ଗଛରେ ବାଇକ୍‌ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ

ବଘିଆପଡ଼ା,୭ା୭(ଶ୍ରୀକାନ୍ତ ସାହୁ): ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଜହ୍ନାପଙ୍କ-ଖଲିଆପାଲି ରାସ୍ତାର ତାଳଗରୀ ଛକରେ ରବିବାର ରାତିରେ ଏକ ବାଇକ ଆରୋହୀ ବିଜାପଦର ଗ୍ରାମକୁ ଯାଉଥିବା ସମୟରେ ଏକ ନିମ୍ବ ଗଛରେ ପିଟି ହେବାରୁ ବାଇକ ଆରୋହୀ ଗୁରୁତର ହୋଇଥିଲେ। ବିଜାପଦର…

ଲଗାଣ ଝଡ଼ବର୍ଷା: ରାସ୍ତାରେ ଉପୁଡ଼ିପଡ଼ିଲା ବିରାଟ ଗଛ, ଜନଗହଳି ରାସ୍ତା ଏବେ…

ପଟ୍ଟାଙ୍ଗି,୨ା୭(ଶରତ କୁମାର ଧଳ): କୋରାପୁଟ ଜିଲା ତଥା ଆନ୍ଧ୍ର ରାଜ୍ୟ ସୀମାନ୍ତ ପଟ୍ଟାଙ୍ଗି ବ୍ଲକରେ ଲଗାଣ ବର୍ଷା ଯୋଗୁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଛନ୍ତି। ଲଗାଣ ଝଡ଼ବର୍ଷାରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ରାସ୍ତାରେ…

ବୋର୍ଡ ଲଗାଇବାକୁ କାଟିଦେଲେ ୧୦ବର୍ଷର ଗଛ

ଭୁବନେଶ୍ୱର,୧୯ା୫(ବନ୍ଦନା ସେଠୀ): ଅତି ଜରୁରୀ ଥିଲେ ଗୋଟିଏ ଗଛ କାଟିଲେ ୧୦ଟି ଗଛ ଲଗାଇବାର ନିୟମ ରହିଛି। ସେହିପରି କୌଣସି ଗଛ କାଟିବା ପୂର୍ବରୁ ଡିଏଫ୍‌ଓଙ୍କଠାରୁ ଅନୁମତି ନେବାର ବିଧି ରହିଛି। ମାତ୍ର ଖୋଦ୍‌ ରାଜଧାନୀରେ ପୁଣି ସରକାରୀ କାର୍ଯ୍ୟରେ ଖୁଲମ୍‌ଖୁଲା…

କନ୍ଦାଇଲା ‘ଦାନା’: ଘର ଉପରେ ପଡ଼ିଲା ଗଛ, ଆଉ ତା’ ପରେ…

ଭଦ୍ରକ,୨୫ା୧୦(ସନାତନ ରାଉତ): ବାତ୍ୟା ଦାନା ପ୍ରଭାବରେ ଭଦ୍ରକ ଜିଲା ବାସୁଦେବପୁର ଚାନ୍ଦବାଲି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ଘର ଭାଙ୍ଗିବା ସହ ରାସ୍ତାରେ ଗଛ ପଡ଼ି ଅବରୋଧ ହୋଇଛି। ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବାହିନୀ ଗଛ କାଟି ସଫା କରୁଛନ୍ତି।…

୧୯୯୯ ମହାବାତ୍ୟାର ବିଭୀଷିକା କଲା ଆନ୍ଦୋଳିତ, ଗଛ ପ୍ରେମରେ ପଡ଼ି…

୧୯୮୪ରେ କୁଳମଣି ଶିକ୍ଷକ ଚାକିରି ଜୀବନ ଆରମ୍ଭ କରିଥିଲେ। କର୍ମ ଜଞ୍ଜାଳରେ ବ୍ୟସ୍ତ ରହିଥିବା ବେଳେ ୧୯୯୯ର ମହାବାତ୍ୟାରେ ଅନେକ ବଡ଼ ବଡ଼ ବୃକ୍ଷଲତା ଉପୁଡ଼ି ନଷ୍ଟ ହୋଇଥିବା ଦେଖି ସେ ମର୍ମାହତ ହୋଇ ପଡ଼ିଥିଲେ। ବୃକ୍ଷ ନଷ୍ଟ ହେବା ଫଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri