ବସ୍, ଟ୍ରେନ୍ରେ ପ୍ରତିଦିନ ୩୦ କି.ମି. ଯାତ୍ରା କରୁଛି ଏହି କୁକୁର, ଅଛନ୍ତି ହଜାର ହଜାର ଫଲୋଅର୍ସ ଯଦି କୁହାଯାଏ, ଗୋଟିଏ କୁକୁର ପ୍ରତିଦିନ ୩୦ କିଲୋମିଟର ଏକୁଟିଆ ଯାତ୍ରା କରୁଛି। ତେବେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ ମାତ୍ର ଏହା ସତ। ଖାଲି ଏତିକି ନୁହେଁ, କୁକୁରଟି ବହୁ ସ୍ଥାନ ଭ୍ରମଣ ବି କରେ। କେବଳ ଏତିକି ନୁହେଁ,...