ଗାଧୋଇବା ହେଲା କାଳ: ନିଖୋଜର ୩ ଘଣ୍ଟା ପରେ ନଦୀରୁ ମିଳିଲା…
ଦିଗପହଣ୍ଡି,୧୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମର କୋରି ରାଉତ (୬୨) ନାମ୍ନୀ ଜଣେ ବୃଦ୍ଧାଙ୍କ ମୃତଦେହ ଗାଁ ନିକଟସ୍ଥ ଘୋଡ଼ାହାଡ଼ ନଦୀରୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଭୋର ପ୍ରାୟ ୬ଟାରେ ବୃଦ୍ଧା…

