ମ୍ୟାଚ୍ ସମୟରେ ଗୁଟ୍ଖା ବିଜ୍ଞାପନ ବନ୍ଦ କରିବାକୁ ବିସିସିଆଇକୁ କହିପାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆଦିଲ୍ଲୀ,୧୫।୭: କ୍ରିକେଟ ମ୍ୟାଚ୍ ସମୟରେ ଗୁଟ୍ଖା ବିଜ୍ଞାପନ ବନ୍ଦ କରିବାକୁ ବିସିସିଆଇକୁ କହିପାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ବିଶେଷ କରି ପ୍ରଖ୍ୟାତ ଅଭିନେତା ଏବଂ କ୍ରିକେଟର ମାନଙ୍କୁ ନେଇ ଷ୍ଟାଡିୟମରେ ବା ଟିଭିରେ ଯେଉଁ ବିଜ୍ଞାପନ ମାନ ପ୍ରଦର୍ଶିତ ହେଉଛି।...