ଅଭିଜିତ ଦିପକେଙ୍କୁ ଅଟକ ରଖିଲା ପୋଲିସ
ନୂଆଦିଲ୍ଲୀ,୧୬।୧୦: ଦିଲ୍ଲୀ ପୋଲିସ କକରୋଚ ଜନତା ପାର୍ଟି(CJP) ର ପ୍ରତିଷ୍ଠାତା ଅଭିଜିତ ଦିପକେଙ୍କୁ ହେପାଜତକୁ ନେଇଛି। ତ୍ରିରଙ୍ଗା ଯାତ୍ରା’ ପାଇଁ ଘରୁ ବାହାରିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଥିଲା। ଏହା ପୂର୍ବରୁ, ଦିଲ୍ଲୀ ପୋଲିସର ଏକ ଦଳ ଦୀପକେଙ୍କୁ ନୋଟିସ…