ଜନସାଧାରଣଙ୍କ ସୁରକ୍ଷା ପାଇଁ ଯେକୌଣସି ନେଟୱାର୍କର ନିୟନ୍ତ୍ରଣ ନେଇପାରିବେ ସରକାର! ନୂଆଦିଲ୍ଲୀ,୧୮ା୧୨: ସଂସଦର ଶୀତ ଅଧିବେଶନର ଏକାଦଶ ଦିନରେ ସୋମବାର ଲୋକସଭାରେ 2023 ଟେଲିକମ୍ ବିଲ୍ ଆଗତ ହୋଇଛି। ଏହି ବିଲ୍ ଭାରତ ସରକାରଙ୍କୁ ଜାତୀୟ ସୁରକ୍ଷା ଦୃଷ୍ଟିରୁ ଯେକୌଣସି କିମ୍ବା ସମସ୍ତ ଟେଲି ଯୋଗାଯୋଗ ସେବା କିମ୍ବା ନେଟୱାର୍କକୁ ଗ୍ରହଣ,...