ଆମେରିକା ସହ ବୈଷୟିକ ଆଲୋଚନା ହେବ ନାହିଁ: ଇରାନ ତେହରାନ୍,୩୦ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ କରିବା ଲାଗି ଚୁକ୍ତିନାମା କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ନିମନ୍ତେ ଆଗାମୀ ଦିନରେ ଆମେରିକା ଏବଂ ଇରାନର ବୈଷୟିକ ଟିମ୍ ମଧ୍ୟରେ ଆଲୋଚନା ହେବା ଖବରକୁ ତେହରାନ୍ ସୋମବାର ଖଣ୍ଡନ କରିଛି। ଚଳିତ ସପ୍ତାହରେ କାର୍ଯ୍ୟକାରୀ ଗ୍ରୁପ୍ ମଧ୍ୟରେ…