ଆର୍ଜି କର ମେଡିକାଲ କଲେଜ ପରିସରରୁ ମିଳିଲା ସନ୍ଦିଗ୍ଧ ବ୍ୟାଗ୍, ବୋମା ଥିବା ସନ୍ଦେହ କରି… କୋଲକାତା,୧୨ା୯: କୋଲକାତାର ଆର୍ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପିଛା ଛାଡୁନି ବିବାଦ। ଗୁରୁବାର ଏଠାରୁ ଏକ ସନ୍ଦିଗ୍ଧ ପରିତ୍ୟକ୍ତ ବ୍ୟାଗ ମିଳିଛି। ଏଥିରେ ବୋମା ଥିବା ଆଶଙ୍କା କରି ଚାରିଆଡ଼େ ଭୟର ବାତାବରଣ ଖେଳିଯାଇଛି। ଏହି ବ୍ୟାଗ୍କୁ...