‘ଯୌନ ସମ୍ପର୍କ କ୍ଷେତ୍ରରେ ସହମତି ପାଇଁ ବୟସ ୧୬ ହେଉ’
ନୂଆଦିଲ୍ଲୀ,୨୫ା୭(ପି.ଟି.): ଯୌନ ସମ୍ପର୍କ କ୍ଷେତ୍ରରେ ସହମତି ପାଇଁ ବୈଧାନିକ ବୟସସୀମା ୧୮ ବର୍ଷରୁ ୧୬ ବର୍ଷକୁ ହ୍ରାସ କରାଯାଉ ବୋଲି ଆମିକସ୍ କ୍ୟୁରି ତଥା ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ‘ନିପୁନ୍ ସାକ୍ସେନା ବନାମ କେନ୍ଦ୍ର...
‘କୋଟିଏ ଟଙ୍କା ଦିଅ, ନହେଲେ ମୁଁ ଯିବି ନାହିଁ’, ହେପାଜତ ନେବା ପାଇଁ ବାପାଙ୍କୁ ଏପରି କହିଲା ଝିଅ, ମାଆଙ୍କୁ ଚେତାବନୀ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୪।୭: ଏକ ଶିଶୁ ହେପାଜତ ମାମଲାର ଶୁଣାଣି ସମୟରେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ବିଆର ଗାଭାଇ ଜଣେ ୧୨ ବର୍ଷୀୟା ନାବାଳିକାର ମାଆଙ୍କୁ ତାଙ୍କ ବୁଦ୍ଧିକୁ “ଖରାପ କରୁଥିବା” ଅଭିଯୋଗରେ ଚେତାବନୀ ଦେଇଛନ୍ତି। ଏହି ବାଳିକା ତାଙ୍କ ବାପାଙ୍କ...
ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ସମସ୍ତ ୧୨ ଅଭିଯୁକ୍ତଙ୍କୁ…
ନୂଆଦିଲ୍ଲୀ,୨୪ା୭: ୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ ୧୨ ଅଭିଯୁକ୍ତଙ୍କ ଦୋଷମୁକ୍ତ ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ଗୁରୁବାର ବମ୍ବେ ହାଇକୋର୍ଟର ନିଷ୍ପତ୍ତି ବିରୋଧରେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଦାୟର ଆବେଦନର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ। ବାର୍...
ସାକ୍ଷ ଭାବେ ଗ୍ରହଣ କରାଯାଇ ପାରିବ ଦମ୍ପତିଙ୍କ ଗୁପ୍ତ କଥାବାର୍ତ୍ତାର ରେକର୍ଡିଂ, ବଡ଼ ମନ୍ତବ୍ୟ ଦେଲେ କୋର୍ଟ
ନୂଆଦିଲ୍ଲୀ,୧୪।୭: ସୋମବାର ସୁପ୍ରିମକୋର୍ଟ ବୈବାହିକ ମାମଲା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏପରି ମାମଲାରେ ସ୍ତ୍ରୀ ଏବଂ ସ୍ବାମୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଗୁପ୍ତ ରେକର୍ଡିଂକୁ କୋର୍ଟରେ ପ୍ରମାଣ ଭାବରେ ଗ୍ରହଣ କରାଯାଇପାରିବ। ପଞ୍ଜାବ-ହରିୟାଣା...
‘ଆପଣ ଗଳିରେ ପଶନ୍ତୁନି, ଆମେ ହାଇଓ୍ବେରେ ଅଛୁ’, କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ ଜାଣନ୍ତୁ ଏହା ପଛର କାରଣ
ନୂଆଦିଲ୍ଲୀ,୧୦।୭: ବିହାର ଭୋଟର ତାଲିକା ଯାଞ୍ଚ (Special Intensive Revision SIR) ମାମଲାରେ ସୁପ୍ରିମକୋର୍ଟରୁ ନିର୍ବାଚନ କମିଶନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ SIR ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି। ମାମଲାର ଶୁଣାଣି ସମୟରେ, କୋର୍ଟର ପରିବେଶ...
ବିହାର ନିର୍ବାଚନୀ ତାଲିକା ସଂଶୋଧନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବିରୋଧୀଙ୍କୁ ଲାଗିଲା ଝଟକା
ନୂଆଦିଲ୍ଲୀ,୧୦।୭: ସୁପ୍ରିମକୋର୍ଟ ବିହାରରେ ନିର୍ବାଚନ କମିଶନ (ଇସି) ଦ୍ୱାରା କରାଯାଉଥିବା ସ୍ୱତନ୍ତ୍ର ନିବିଡ଼ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମରେ ଯୁକ୍ତି ଓ ବ୍ୟବହାରିକତା ରହିଛି ବୋଲି ମତ ପ୍ରକାଶ କରିଛନ୍ତି। ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା କେତେକ ଆବେଦନର...
ଅବସର ପରେ ବି ସରକାରୀ କ୍ୱାର୍ଟର୍ସ ଛାଡ଼ିନାହାନ୍ତି ପୂର୍ବତନ ବଚାରପତି ଚନ୍ଦ୍ରଚୂଡ଼, ଚିଠି ଲେଖି ସୁପ୍ରିମକୋର୍ଟ କହିଲେ…
ନୂଆଦିଲ୍ଲୀ,୬ା୭: ସୁପ୍ରିମକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ସରକାରୀ ବାସଭବନରେ ଏପର୍ଯ୍ୟନ୍ତ ରହିବା ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟ ପ୍ରଶାସନ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଚିଠି ଲେଖି ଚନ୍ଦ୍ରଚୂଡ଼ଙ୍କୁ ବାସଭବନ ଖାଲି କରିବାକୁ...
ଓକିଲମାନଙ୍କୁ ବିଚାରପତି କରିବାର ନିୟମ କ’ଣ? ସୁପ୍ରିମକୋର୍ଟ କଲେଜିୟମ ହାଇକୋର୍ଟରେ ନିଯୁକ୍ତିକୁ କରିଛି ଅନୁମୋଦନ
ନୂଆଦିଲ୍ଲୀ,୪।୭: ସୁପ୍ରିମକୋର୍ଟ କଲେଜିୟମ ଦେଶର ଅନେକ ହାଇକୋର୍ଟରେ ନୂତନ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିଶକୁ ଅନୁମୋଦନ କରିଛି। ଏହା ମାଧ୍ୟମରେ ଦିଲ୍ଲୀ ହାଇକୋର୍ଟର ତିନି ଜଣ ବିଚାରପତି, ପଞ୍ଜାବ-ହରିୟାଣା ହାଇକୋର୍ଟର ୧୦ ଜଣ ବିଚାରପତି ଏବଂ ତେଲେଙ୍ଗାନା, ମଧ୍ୟପ୍ରଦେଶ ଏବଂ...
ସୁପ୍ରିମକୋର୍ଟ ଲାଗୁ କଲେ ପ୍ରତ୍ୟେକ୍ଷ ନିଯୁକ୍ତି, ପଦୋନ୍ନତିରେ ସଂରକ୍ଷଣ ରୋଷ୍ଟର, ଏବେ ପଦବୀ ଆଧାରରେ ଦିଆଯାପାରିବ ସଂରକ୍ଷଣ
ନୂଆଦିଲ୍ଲୀ,୧।୭: ଏକ ଐତିହାସିକ ପଦକ୍ଷେପ ନେଇ ସୁପ୍ରିମକୋର୍ଟ ଏସସି/ଏସଟି ସଂରକ୍ଷଣ ପାଇଁ ରୋଷ୍ଟର ସିଷ୍ଟମ ଲାଗୁ କରିଛନ୍ତି। ଏହା ପରେ କୋର୍ଟରେ ପଦବୀ ଅନୁସାରେ ସଂରକ୍ଷଣ ଉପଲବ୍ଧ ହେବ। ଏପର୍ଯ୍ୟନ୍ତ ମୋଟ କର୍ମଚାରୀଙ୍କ ସଂଖ୍ୟାରେ ସଂରକ୍ଷଣ ଦିଆଯାଉଥିଲା। ସୁପ୍ରିମକୋର୍ଟ ୨୮...
ସୁପ୍ରିମକୋର୍ଟଙ୍କ ବଡ ରାୟ: ଗୋଟିଏ ସିଫ୍ଟରେ ହେବ NEET-PG 2025 ପରୀକ୍ଷା
ନୂଆଦିଲ୍ଲୀ,୩୦।୫: ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ସ୍ନାତକ ଚିକିତ୍ସା ପାଠ୍ୟକ୍ରମରେ ନାମଲେଖା ପାଇଁ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ନ୍ୟାସନାଲ ଏଲିଜିବିଲିଟି କମ ଏନଟ୍ରାନ୍ସ ଟେଷ୍ଟ (NEET) ଦୁଇଟି ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ ଆୟୋଜିତ ହେବା ଉଚିତ। NEET-PG...
ଓକିଲମାନେ କାମ କରିବାକୁ ଚାହୁଁନାହାନ୍ତି, ସିଜେଆଇଙ୍କ ଏଭଳି ଟିପ୍ପଣିରେ କ୍ଷୁବ୍ଧ ଓକିଲ ପହଞ୍ଚିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୬।୫: ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗଭାଇ କିଛି ଦିନ ପୂର୍ବେ ଏକ ମାମଲାର ଶୁଣାଣି ସମୟରେ କହିଥିଲେ ଯେ ବହୁ ସଂଖ୍ୟକ ବିଚାରାଧୀନ ମାମଲା ପାଇଁ ବିଚାରପତିମାନଙ୍କୁ ବଦନାମ କରାଯାଏ, ଯେତେବେଳେ ବାସ୍ତବରେ ଓକିଲମାନେ କାମ କରିବାକୁ ଚାହାଁନ୍ତି...
ମାତୃତ୍ୱ ଛୁଟି ମହିଳାମାନଙ୍କ ପ୍ରଜନନ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୨୩।୫: ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି ଯେ ମାତୃତ୍ୱ ଛୁଟି ମହିଳାମାନଙ୍କ ପ୍ରଜନନ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ତାମିଲନାଡୁର ଜଣେ ମହିଳା ସରକାରୀ ଶିକ୍ଷକଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଆବେଦନରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ପ୍ରଦାନ...
Archives


