ବାଧ୍ୟତାମୂଳକ ବିବାହ ଆଇନଗତ କି ନା ସ୍ଥିର କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୫।୧: ପାଟନା ହାଇକୋର୍ଟଙ୍କ ‘ପାକଡୌଆ ବିବାହ’ କିମ୍ବା ’ବାଧ୍ୟତାମୂଳକ ବିବାହ’ ବା ଜୋର ଜବରଦସ୍ତ ବିବାହ ବାତିଲ କରିବାକୁ ପାଟନା ହାଇକୋର୍ଟଙ୍କ ଏକ ଆଦେଶ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଏହା ଉପରେ ନୋଟିସ ଜାରି କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।…
ମୋବାଇଲ ଫୋନ୍ ଜବତ ଗାଇଡ୍ଲାଇନ, ସମୟସୀମା ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୪ା୧୨: ଅଭିଯୁକ୍ତମାନଙ୍କୁ ଜେରା, ଗିରଫ କିମ୍ବା ସେମାନଙ୍କ ବିରୋଧରେ ପୋଲିସ ତଥା ଆଇନ ପ୍ରଣୟକାରୀ ସଂସ୍ଥା ଦ୍ୱାରା କୌଣସି ମାମଲା ଥିଲେ ସେମାନଙ୍କ ଡିଜିଟାଲ ଉପକରଣର ତଲାସି ନେବା ଓ ଜବତ କରିବା ପାଇଁ ନୂଆ ଗାଇଡ୍ଲାଇନ ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ…
ଘୃଣା ଭାଷଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୯।୧୧: ଘୃଣା ସୃଷ୍ଟି କରୁଥିବା ଭାଷଣ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଘୃଣାର ଭାଷଣ ପ୍ରସଙ୍ଗରେ ଦାଖଲ ହୋଇଥିବା ଏକ ଆବେଦନ ଶୁଣାଣି ବେଳେ ବୁଧବାର କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଘୃଣା ଭାଷଣକୁ ରୋକିବା…
ଅନ୍ୟ ରାଜ୍ୟରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ହାଇକୋର୍ଟ ଏବଂ ସେସନ କୋର୍ଟ ଦେଇପାରିବେ ଜାମିନ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୦।୧୧: ଗୋଟିଏ ରାଜ୍ୟର ବ୍ୟକ୍ତିଙ୍କ ବିରୋଧରେ ଅନ୍ୟ ରାଜ୍ୟରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ହାଇକୋର୍ଟ ଏବଂ ସେସନ କୋର୍ଟ ଜାମିନ ଦେଇ ପାରିବେ। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ତେବେ ଅସାଧାରଣ ଏବଂ ବାଧ୍ୟତାମୂଳକ…
ସୁପ୍ରିମକୋର୍ଟରେ ଚାଲିଥିଲା ହତ୍ୟା ମାମଲାର ଶୁଣାଣି, ହଠାତ୍ ପୀଡିତ ଆସି କହିଲେ-‘ମୁଁ ବଞ୍ଚିଛି’
ନୂଆଦିଲ୍ଲୀ,୧୧।୧୧: ସୁପ୍ରିମକୋର୍ଟରେ ଏକ ହତ୍ୟା ମାମଲାର ଶୁଣାଣି ସମୟରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଶୁଣାଣି ସମୟରେ ପୀଡିତ ୧୧ ବର୍ଷର ନାବାଳକ ବିଚାରପତିଙ୍କ ସାମ୍ନାରେ ଆସି କହିଛନ୍ତି ଯେ ସେ ଜୀବିତ ଅଛନ୍ତି, ଏବଂ ଏହି ହତ୍ୟା ମାମଲା…
“ଲୋକଙ୍କ ସ୍ୱାସ୍ଥ୍ୟର ହତ୍ୟା”: ଦିଲ୍ଲୀ ବାୟୁ ପ୍ରଦୂଷଣ ଉପରେ ସୁପ୍ରିମକୋର୍ଟଙ୍କ ବଡ ବୟାନ
ନୂଆଦିଲ୍ଲୀ,,୭ା୧୧: ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ ଏକ ରାଜନୈତିକ ଯୁଦ୍ଧରେ ପରିଣତ ହୋଇପାରିବ ନାହିଁ। ବର୍ତ୍ତମାନ ଏହି ବାୟୁ ପ୍ରଦୂଷଣ ”ଲୋକଙ୍କ ସ୍ୱାସ୍ଥ୍ୟର ହତ୍ୟା”ର କାରଣ ପାଲଟିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି ଯେ ପଡୋଶୀ ରାଜ୍ୟ ପଞ୍ଜାବ ଏବଂ…
‘ରାଜ୍ୟପାଳ ନିର୍ବାଚିତ ପ୍ରତିନିଧି ନୁହନ୍ତି: ବିଲ୍ ପାସ୍ ହେବାରେ ବିଳମ୍ବ କାହିଁକି ହେଉଛି’, ପଞ୍ଜାବ ମାମଲାରେ କହିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୬।୧୧: ପଞ୍ଜାବ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦର ଶୁଣାଣି କରି ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ପଞ୍ଜାବ ସରକାର ଦାଖଲ କରିଥିବା ପିଟିସନର ଶୁଣାଣି କରି ନିର୍ବାଚିତ ପ୍ରତିନିଧି ମାନଙ୍କ ଦ୍ୱାରା ପାରିତ ହୋଇଥିବା ବିଲ୍ ଗୁଡିକ ରାଜ୍ୟପାଳଙ୍କ…
ଆୟଉତ୍ସ ପ୍ରକାଶ କରିବେ ସମସ୍ତ ରାଜନୈତିକ ଦଳ, କାଏମ ରହିବ ୨୦୧୯ ରାୟ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩୧/୧୦: ରାଜନୈତିକ ଦଳ ମାନଙ୍କର ଆୟଉତ୍ସ ପ୍ରକାଶ ମାମଲା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ସରକାରଙ୍କ ପକ୍ଷ ଏବଂ ଅପିଲକାର୍ତ୍ତାଙ୍କ ପକ୍ଷ ଶୁଣିବା ପରେ କୋର୍ଟ କହିଛନ୍ତି ଯେ, ୨୦୧୯ରେ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆଦେଶ ଯେଉଁଥିରେ ସମସ୍ତ ରାଜନୈତିକ ଦଳ…
ରାଜନୈତିକ ଦଳକୁ ମିଳୁଥିବା ପାଣ୍ଠିର ସୂତ୍ର ବିଷୟରେ ଜାଣିବାର ଅଧିକାର ସାଧାରଣ ଜନତାଙ୍କର ନାହିଁ: କେନ୍ଦ୍ର ସରକାର
ନୂଆଦିଲ୍ଲୀ,୩୦/୧୦: ରାଜନୀତିକ ଦଳ ମାନଙ୍କୁ ବିଭିନ୍ନ ସୂତ୍ରରୁ ମିଳୁଥିବା ଟଙ୍କା ସ୍ୱଚ୍ଛ ଅଟେ। ଧାରା ୧୯(୧)(ଏ) ସୂଚନା ଅଧିକାର ଆଇନ ବଳରେ ଏହାର ସୂତ୍ର ଗୁଡିକୁ ଜାଣିବାର ଅଧିକାର ସାଧାରଣ ଜନତାଙ୍କର ନାହିଁ ବୋଲି ସୁପ୍ରିମକୋର୍ଟରେ କହିଛନ୍ତି ଆଟର୍ଣ୍ଣି ଜେନେରାଲ ଆର.…
ଓକିଲାତି ପେଶାକୁ ଫେରିଲେ ଓଡ଼ିଶା ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି, ବରିଷ୍ଠ ଓକିଲ ମାନ୍ୟତା ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୧୮।୧୦: ଓଡ଼ିଶା ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଡା. ଏସ. ମୁରଲୀଧର ପୁଣିଥରେ ଓକିଲାତି ପେଶାକୁ ଫେରିବେ। ୧୬ ଅକ୍ଟୋବରରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏବଂ ଅନ୍ୟାନ୍ୟ ବିଚାରପତି ମାନଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏସ. ମୁରଲୀଧରଙ୍କୁ ବରିଷ୍ଠ ଓକିଲ…
ସମଲିଙ୍ଗୀ ବିବାହକୁ ମିଳିବ କି ଅନୁମତି ? ମଙ୍ଗଳବାର ନିଷ୍ପତ୍ତି ଶୁଣାଇବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୬।୧୦:(୧୦) ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ମାନ୍ୟତା ଦାବି କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ମଙ୍ଗଳବାର କୋର୍ଟ ନିଜର ନିଷ୍ପତି ଶୁଣାଇବେ। ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ପୀଠ ଏହି ମାମଲାର ଶୁଣାଣି ୧୦ ଦିନ ଧରି…
ଜଷ୍ଟିସ ଲୋକୁର ଫିଜି ସୁପ୍ରିମକୋର୍ଟ ବିଚାରପତି
ନୂଆଦିଲ୍ଲୀ,୧୭।୫(ପି.ଟି.):ଅବସରପ୍ରାପ୍ତ ବିଚାରପତି ମଦନ ବି. ଲୋକୁର ଫିଜି ସୁପ୍ରିମକୋର୍ଟର ଅଣଆବାସିକ ପ୍ୟାନେଲ୍ରେ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ସେ ୨୦୧୮ ଡିସେମ୍ବର ୩୧ରେ ସୁପ୍ରିମକୋର୍ଟରୁ ଅବସର ଗ୍ରହଣ କରିଥିଲେ। ତାଙ୍କୁ ତିନିବର୍ଷ ପାଇଁ ନୂଆ ନିଯୁକ୍ତି ଦିଆଯାଇଛି। ସେ ଅଗଷ୍ଟ ୧୫ରେ…
Archives


