ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ରାଶନ କାର୍ଡ ପାଇଁ ଦାଦନ ଶ୍ରମିକଙ୍କ ଯାଞ୍ଚ ମାସକରେ ଶେଷ କର
ନୂଆଦିଲ୍ଲୀ,୧୭ା୭(ପି.ଟି.): ରାଶନ କାର୍ଡ ଇସ୍ୟୁ ପାଇଁ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ଦାଦନ ଶ୍ରମିକମାନଙ୍କ ଯାଞ୍ଚରେ ବିଳମ୍ବ କରୁଥିବା ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟ ମଙ୍ଗଳବାର ଭର୍ତ୍ସନା କରିଛନ୍ତି। ୪ ସପ୍ତାହ ମଧ୍ୟରେ ଯାଞ୍ଚ ଶେଷ କରିବାକୁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ…
ସିସୋଦିଆଙ୍କ କଥା ଶୁଣିଲେ ସୁପ୍ରିମ୍କୋର୍ଟ, ED-CBIକୁ ନୋଟିସ୍
ନୂଆଦିଲ୍ଲୀ, ୧୬।୦୭: ପାଖାପାଖି ୧୬ ମାସ ହେବ ଜେଲ୍ରେ ଥିବା ଆମ୍ ଆଦ୍ମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କ ଜାମିନ୍ ନେଇ ସୁପ୍ରିମ୍କୋର୍ଟ ଶୁଣାଣି କରିଛନ୍ତି । ମଙ୍ଗଳବାର ସୁପ୍ରିମ୍କୋର୍ଟ ସଂକ୍ଷିପ୍ତ ଶୁଣାଣି ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି…
ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ, ୮ ବିଲ୍ ଖାରଜକୁ ନେଇ ସୁପ୍ରିମ୍କୋର୍ଟ ଗଲେ ସରକାର
ନୂଆଦିଲ୍ଲୀ, ୧୨।୦୭: ପଶ୍ଚିମବଙ୍ଗରେ ପୁଣିଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ସିବି ଆନନ୍ଦ ବୋଷଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି । ମମତାଙ୍କ ସରକାର ଦେଇଥିବା ୮ ପ୍ରସ୍ତାବକୁ ଖାରଜ କରିବା ନେଇ ବିବାଦ ତେଜିଛି । ତୃଣମୂଳ କଂଗ୍ରେସ…
ଘୁଞ୍ଚିଲା ନିଟ୍ ଶୁଣାଣି, ଏହି ତାରିଖରେ ହେବ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ,୧୧ା୭: ସୁପ୍ରିମକୋର୍ଟରେ ଗୁରୁବାର ହେବାକୁ ଥିବା ନିଟ୍ ଶୁଣାଣି ସ୍ଥଗିତ ରଖାଯାଇଛି। ଜୁଲାଇ ୮ରେ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ବେଞ୍ଚ ଦ୍ୱାରା ଏହି ଶୁଣାଣି ହୋଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଜି ହେବାର ଥିଲା ମାତ୍ର ଏହି…
ମୁଖ୍ୟମନ୍ତ୍ରୀଙ୍କ ବଢ଼ିଲା ଚିନ୍ତା, ସୁପ୍ରିମ୍କୋର୍ଟ ଗଲା ଇଡି
ନୂଆଦିଲ୍ଲୀ, ୦୮।୦୭: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ଜାମିନ୍ ବିରୋଧରେ ସୁପ୍ରିମ୍କୋର୍ଟର ଦ଼୍ବାରସ୍ଥ ହୋଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଇଡି ଏନେଇ କହିଛି ଯେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଯେଉଁ ଜାମିନ୍ ପ୍ରଦାନ କରିଛନ୍ତି ତାହା…
NEET ୟୁଜି ପେପର ଲିକ୍ ଘଟଣା ସତ: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ, ୦୮।୦୭: NEET ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ସୋମବାର ସୁପ୍ରିମ୍ କୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ପ୍ରଶ୍ନପତ୍ର ଲିକ୍ ହୋଇଛି । ପ୍ରଶ୍ନ ଏହା ଯେ…
”ଛୁଟି ଦରଖାସ୍ତ ଲେଖିପାରୁ ନାହାନ୍ତି’, ଚାକିରି କେମିତି ମିଳିଲା ?” ଶିକ୍ଷକଙ୍କୁ କଟାକ୍ଷ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୮।୭: ବିହାରର ନିଯୁକ୍ତ ଶିକ୍ଷକଙ୍କ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି। ବିଚାରପତି ବିଭି ନାଗରଥନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମନ୍ତବ୍ୟ ଦେଇଛି ଯେ ”ଏହା ଦେଶରେ ଶିକ୍ଷାର ମାନ୍ୟତା କି?” କୋର୍ଟ କହିଛନ୍ତି ଯେ ଜଣେ ପୋଷ୍ଟ…
ରାଜଧାନୀରେ ଜଳ ସଙ୍କଟ ମାମଲା, ସୁପ୍ରିମ୍କୋର୍ଟ କହିଲେ…
ନୂଆଦିଲ୍ଲୀ, ୧୩।୬: ଦିଲ୍ଲୀରେ ଜଳ ସଙ୍କଟ ସମ୍ପର୍କିତ ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ରାଜ୍ୟମାନଙ୍କ ମଧ୍ୟରେ ଯମୁନା ନଦୀ ଜଳ ବଣ୍ଟନ ସହ ଜଡିତ ମାମଲା ଏକ ଜଟିଳ ତଥା ସମ୍ବେଦନଶୀଳ ପ୍ରସଙ୍ଗ। ସୁପ୍ରିମକୋର୍ଟଙ୍କ ପାଖରେ ଏହାର ବଣ୍ଟନ…
ସୁପ୍ରିମ୍କୋର୍ଟଙ୍କ ବଡ଼ ନିଷ୍ପତ୍ତି, ଏହି ତାରିଖରେ ପୁନର୍ବାର ପରୀକ୍ଷା !
ନୂଆଦିଲ୍ଲୀ, ୧୩।୬: ନିଟ୍ ୟୁଜି ରେଜଲ୍ଟ ମାମଲାକୁ ନେଇ ସୁପ୍ରିମ୍କୋର୍ଟରେ ଦାଏର ହୋଇଥିବା ୩ ଯାଚିକାର ଶୁଣାଣି ହୋଇଛି । ସୁପ୍ରିମ୍କୋର୍ଟ ଏନେଇ କହିଛନ୍ତି ଯେ, ୨୩ ଜୁନ୍ରେ ପୁନର୍ବାର ପରୀକ୍ଷା କରାଯିବ ଏବଂ ୩୦ ଜୁନ୍କୁ ଏହାର ଫଳ ପ୍ରକାଶ…
ରତନ ଟାଟାଙ୍କ ଏୟାର ଇଣ୍ଡିଆ ବିରୋଧରେ ମାମଲା ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୭ା୫: ଏୟାର ଇଣ୍ଡିଆ ଲିମିଟେଡ ସମ୍ବନ୍ଧରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମେ’ ୧୬ରେ ସୁପ୍ରିମକୋର୍ଟ କହିଛନ୍ତି, ଜାନୁଆରୀ ୨୦୨୨ରେ ଏୟାର ଇଣ୍ଡିଆର ବିନିଯୋଗ ଏବଂ ଟାଟା ଗ୍ରୁପ ଦ୍ୱାରା ନିଆଯିବା ପରେ ଏୟାର ଇଣ୍ଡିଆ ଲିମିଟେଡ…
ଅମିତ ଶାହା କହିଲେ-”କେଜ୍ରିଓ୍ବାଲଙ୍କୁ ଦିଆଯାଇଛି ସ୍ବତନ୍ତ୍ର ଟ୍ରିଟ୍ମେଣ୍ଟ୍”, ପ୍ରତିକ୍ରିୟା ଦେଲେ ସୁପ୍ରିମକୋର୍ଟ
ନୁଆଦିଲ୍ଲୀ,୧ା୫: ଏଏପି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବେଲ୍ ପ୍ରସଙ୍ଗରେ କେନ୍ଦ୍ର ସ୍ବରାଷ୍ଟ୍ର୍ମନ୍ତ୍ରୀ ଅମିତ ଶାହା ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇଛନ୍ତି ସୁପ୍ରିମକୋର୍ଟ। କେଜ୍ରିଓ୍ବାଲଙ୍କୁ ବେଲ୍ ମିଳିବାକୁ ଶାହା ସ୍ବତନ୍ତ୍ର ଟ୍ରିଟ୍ମେଣ୍ଟ କହିଥିଲାବେଳେ, କେର୍ଟ ତାଙ୍କ ରାୟର କୌଣସି ପ୍ରକାର ଆଲୋଚନାକୁ…
ଅବସର ନେବେ ଚନ୍ଦ୍ରଚୂଡ଼, ଜାଣନ୍ତୁ କିଏ ହେବେ ପରବର୍ତ୍ତୀ ମୁଖ୍ୟ ବିଚାରପତି
ନୂଆଦିଲ୍ଲୀ,୧୩ା୫: ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଆସନ୍ତା ନଭେମ୍ବର ୧୦ରେ ତାଙ୍କ ପଦରୁ ଅବସର ନେବେ। ସେ ୯ ନଭେମ୍ବର ୨୦୨୨ରେ ଭାରତର ୫୦ତମ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୨ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ…
Archives


