Tag Archives: Sunil Gavaskar

ଦିନିକିଆକୁ ବାଏ ବାଏ କହିଦେଲେ କି କୋହଲି: ସାଂଘାତିକ କଥା କହିଦେଲେ ଗାଭାସ୍କର

ସିଡନୀ,୨୪।୧୦: ଅଷ୍ଟ୍ରେଲିଆ ଗସ୍ତରେ ବିରାଟ କୋହଲିଙ୍କ ବ୍ୟାଟ ନୀରବ ରହିଛି। ସେ ଦୁଇଟି ମ୍ୟାଚରେ ଖାତା ମଧ୍ୟ ଖୋଲି ନାହାଁନ୍ତି। ପ୍ରଥମ ଦିନିକିଆରେ ମିଚେଲ ଷ୍ଟାର୍କଙ୍କ ଦ୍ୱାରା କୋହଲିଙ୍କୁ ଶୂନ୍ୟରେ ଆଉଟ କରାଯାଇଥିଲା। ଦ୍ୱିତୀୟ ଦିନିକିଆରେ ସେ ଜାଭିୟର ବାର୍ଟଲେଟ ଦ୍ୱାରା…

Live ମ୍ୟାଚ୍‌ରେ ଏହି ଖେଳାଳିଙ୍କ ଉପହାସ କଲେ ଗାଭାସ୍କର, କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ଟେଷ୍ଟରେ ଯଶସ୍ବୀ ଜୟସ୍ବାଲ ଏବଂ ସାଇ ସୁଦର୍ଶନଙ୍କ ଉତ୍କୃଷ୍ଟ ବ୍ୟାଟିଂ ଦେଖିବାକୁ ମିଳିଥିଲା, କିନ୍ତୁ ପୂର୍ବତନ ଅଧିନାୟକ ଏବଂ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସୁନୀଲ ଗାଭାସ୍କର ତାଙ୍କ କଥା ଯୋଗୁଁ କମେଣ୍ଟ୍ରି ବକ୍ସରେ ରନ ଆଉଟ ହୋଇଥିଲେ। ଦିଲ୍ଲୀ ଟେଷ୍ଟର…

ଭାରତ-ପକିସ୍ତାନ ମ୍ୟାଚ ବୟକଟକୁ ନେଇ ବଡ଼ ବୟାନ ଦେଲେ ଭାରତୀୟ କ୍ରିକେଟ କିମ୍ବଦନ୍ତୀ

ନୂଆଦିଲ୍ଲୀ,୧୪।୯: ରବିବାର, ୧୪ ସେପ୍ଟେମ୍ବରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ ୨୦୨୫ର ପ୍ରଥମ ମ୍ୟାଚ ଖେଳାଯିବାକୁ ଯାଉଛି। ଏହି ମ୍ୟାଚ ବିଷୟରେ ସାରା ଦେଶରେ ଆଲୋଚନା ଚାଲିଛି। ଲୋକମାନେ ଭାରତ-ପାକିସ୍ତାନ ମ୍ୟାଚ ବର୍ଜନ କରୁଛନ୍ତି। ପାକିସ୍ତାନ ସହିତ ମ୍ୟାଚ…

ଏହାକୁ ହିଁ କହନ୍ତି ପ୍ରତିଶୋଧ…, ଗାଭାସ୍କରଙ୍କ କମେଣ୍ଟ୍ରି ବନ୍ଦ କରିଦେଲେ ଋଷଭ ପନ୍ତ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୧।୬: ଛଅ ମାସ ପୂର୍ବେ ସୁନୀଲ ଗାଭାସ୍କର ଋଷଭ ପନ୍ତଙ୍କୁ ଭର୍ତ୍ସନା କରିଥିଲେ। ଗାଭାସ୍କର ପନ୍ତଙ୍କୁ Stupid, stupid, stupid ବୋଲି କହିଥିଲେ। ଅଷ୍ଟ୍ରେଲିଆ ଗସ୍ତରେ ଦ୍ରୁତ ବୋଲର ସ୍କଟ ବୋଲାଣ୍ଡଙ୍କ ବଲରେ ଖରାପ ସଟ ଖେଳି ଏକ ଗୁରୁତ୍ୱପୂର୍ଣ୍ଣ ଅବସରରେ…

ପିଲାଙ୍କ ଭଳି ନାଚିଲେ ୭୫ ବର୍ଷୀୟ ସୁନୀଲ ଗାଭାସ୍କର:ଭିଡିଓ ଦେଖିଲେ ମୁଣ୍ଡରେ ଦେବେ ହାତ

ଦୁବାଇ,୧୦।୩: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ତୃତୀୟ ଥର ଆଇସିସି ଟାଇଟଲ ଜିତିବା ପରେ ଦୁବାଇ ଗ୍ରାଉଣ୍ଡରେ ଅଭିଜ୍ଞ କ୍ରିକେଟର ସୁନୀଲ ଗାଭାସ୍କର ଖୁସିରେ ପିଲାଙ୍କ ପରି ନାଚିଥିଲେ। ଭାରତ ନ୍ୟୁଜିଲାଣ୍ଡ ଦେଇଥିବା ୨୫୨ ରନର ଟାର୍ଗେଟକୁ ୬ ବଲ…

ଗାଭାସ୍କର କହିଲେ ଟଙ୍କା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଛାଡିଛନ୍ତି ଋଷଭ ପନ୍ତ

ନୂଆଦିଲ୍ଲୀ,୧୯।୧୧: ଆଇପିଏଲ ୨୦୨୫ ପାଇଁ ହେବାକୁ ଥିବା ନିଲାମୀ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଏହାର ରିଟେନସନ୍ ତାଲିକା ଜାରି କରିଛି। ଏଥିରେ ଦଳର ପୂର୍ବତନ ଅଧିନାୟକ ଋଷଭ ପନ୍ତଙ୍କ ନାମ ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ କେଉଁ କାରଣରୁ ପନ୍ତଙ୍କୁ…

ବଡ଼ ଉପଲବ୍ଧି ହାସଲ କଲେ ପୂଜାରା

ନୂଆଦିଲ୍ଲୀ,୨୧।୧: ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଏକ ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଛନ୍ତି। ପୂଜାରା ଚତୁର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ପ୍ରଥମ ଶ୍ରେଣୀ କ୍ରିକେଟରେ ୨୦ ହଜାର ରନ ସଂଗ୍ରହ କରିଛନ୍ତି। ଏହାପୂର୍ବରୁ ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର ଏବଂ ରାହୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?