‘ଶୁଭମନ୍ଙ୍କୁ ଅଧିନାୟକତ଼୍ବ ବିଷୟରେ ଜଣାନାହିଁ’, ବଡ଼ ବୟାନ୍ ଦେଲେ ଏହି ପୂର୍ବତନ ଖେଳାଳି ନୂଆଦିଲ୍ଲୀ, ୧୬।୦୭: ଭାରତୀୟ କ୍ରିକେଟ୍ ଟିମ୍ ଆଇସିସି ଟି-୨୦ ବିଶ଼୍ବ କପ୍ ବିଜୟ ପରେ ଜିମ଼୍ବାୱେ ଗସ୍ତରେ ଯାଇଥିଲା । ଏହି ଟିମ୍ର ଅଧିନାୟକତ଼୍ବ ଶୁଭମନ ଗିଲ୍ଙ୍କ ହାତରେ ରହିଥିଲା । ପ୍ରଥମ ମ୍ୟାଚ୍ରେ ହାରିବା ପରେ ଟିମ୍ ଜୋରଦାର...