ପାଟପୁର କଲେଜରେ BCJDର ବିଜୟ; ଚନ୍ଦନ ସଭାପତି, ଜଗନ୍ନାଥ ସମ୍ପାଦକ
ଦିଗପହଣ୍ଡି,୧୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସରାୟ ବିଜ୍ଞାନ କଲେଜ ଛାତ୍ର ସଂସଦରେ ବିଜେଡିର ବାଜିମାତ ହୋଇଛି । ସଭାପତି ଭାବେ ଚନ୍ଦନ ପୁରୋହିତ ତାଙ୍କ ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ୫୨ ଭୋଟ ବ୍ୟବଧାନରେ ପରାଜିତ କରି…
ଗଞ୍ଜାମ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ, ଏବିଭିପିର ବାଜିମାତ୍
ଗଞ୍ଜାମ, ୧୫/୧୦ (ଅନାଥ ତରାଇ): ଛାତ୍ର ସଂସଦ ନିର୍ବାଚନରେ ଗଞ୍ଜାମ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସମର୍ଥିତ ପ୍ରାର୍ଥୀମାନେ ବିଭିନ୍ନ ପଦବୀରେ ବିଜୟୀ ହୋଇଛନ୍ତି । ସଭାପତି ପଦରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ର ଗୋପାଳ…

