ଆଇପିଏଲ୍ ୨୦୨୪ ଫାଇନାଲ ଖେଳିବ ଏହି ଦୁଇ ଟିମ୍!
ନୂଆଦିଲ୍ଲୀ,୨୧।୫: ଆଇପିଏଲ୍ ୨୦୨୪ ଏହାର ଅନ୍ତିମ ଚରଣରେ ପହଞ୍ଚିଛି। ୧୦ ଟିମ୍ ମଧ୍ୟରେ ଆରମ୍ଭ ହୋଇଥିବା ଟୁର୍ନାମେଣ୍ଟରେ ଏବେ କେବଳ ୪ ଟିମ୍ ପ୍ଲେ ଅଫ୍ ଖେଳୁଛନ୍ତି। ମେ’ ୨୬ରେ ଟୁର୍ନାମେଣ୍ଟର ଫାଇନାଲ ଖେଳାଯିବ, ଯେଉଁଥିରେ ପ୍ଲେ ଅଫ୍ ଜିତି ଆଗକୁ…
ଗମ୍ଭୀର ନା ଫ୍ଲେମିଂ, କିଏ ହେବେ ଭାରତର କୋଚ୍? ମହେନ୍ଦ୍ର ସିଂ ଧୋନୀ ନେବେ ନିଷ୍ପତ୍ତି !
ନୂଆଦିଲ୍ଲୀ,୨୧।୫: ଟି୨୦ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦ ଖାଲି ହୋଇଯିବ। ଏଥିଲାଗି ବିସିସିଆଇ ନୂଆ କୋଚ୍ ଖୋଜିବା ଆରମ୍ଭ କରିଛି। ନ୍ୟାଶନାଲ କ୍ରିକେଟ ଏକାଡେମୀ ମୁଖ୍ୟ ଭିଭି ଏସ୍ ଲକ୍ଷ୍ମଣ, ଗୌତମ ଗମ୍ଭୀର, ଜଷ୍ଟିନ୍ ଲାଙ୍ଗର, ରିକି…
ସିଏସ୍କେ ହାରିବା ପରେ ଭୋ ଭୋ ହୋଇ କାନ୍ଦିଲେ ରାୟୁଡୁ, ପରଦିନ ଆର୍ସିବିକୁ କହିଲେ ବଡ଼ କଥା; VIDEO
ବାଙ୍ଗାଲୁରୁ,୧୯।୫: ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଶନିବାର ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳାଯାଇଥିଲା। କୋହଲିଙ୍କ ଟିମ୍ ଧୋନୀଙ୍କ ଦଳକୁ ୨୭ ରନ୍ରେ ପରାଜିତ କରିଥିଲା। ଏଥିସହ ଚେନ୍ନାଇ ପ୍ଲେଅଫ୍ ଦୌଫରୁ ବାଦ୍ ପଡ଼ିଥିଲା। ଏହାକୁ ନେଇ ପ୍ରଶଂସକଙ୍କ…
ଅଖିଳେଶ-ରାହୁଲଙ୍କ ଜନସଭାରେ ହଙ୍ଗାମା: ଭାଷଣ ନ ଦେଇ ଫେରିଲେ ଦୁଇ ନେତା
ପ୍ର୍ରୟାଗରାଜ,୧୯।୫: ଉତ୍ତରପ୍ରଦେଶର ପ୍ରୟାଗରାଜରୁ ବଡ଼ ଖବର ସାମ୍ନାକୁ ଆସିଛି। ଫୁଲପୁର ଲୋକ ସଭା ଆସନରେ ଆୟୋଜିତ କଂଗ୍ରେସ ଏବଂ ସମାଜବାଦୀ ପାର୍ଟୀର ମିଳିତ ଜନସଭାରେ ହଠାତ ଲୋକଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା। ସେତେବେଳେ ମଞ୍ଚ ଉପରେ ଅଖିଳେଶ ଯାଦବ ଏବଂ କଂଗ୍ରେସ…
ଟି୨୦ ବିଶ୍ୱକପ୍ ଜିତି ପାରିବ ନାହିଁ ଟିମ୍ ଇଣ୍ଡିଆ…କୋହଲିଙ୍କ ନାଁ ନେଇ ଏ କ’ଣ କହିଦେଲେ…
ନୂଆଦିଲ୍ଲୀ,୧୭।୫: ଆଉ କିଛି ଦିନର ବ୍ୟବଧାନ ପରେ ଆରମ୍ଭ ହେବାକୁ ଯାଛି ଟି୨୦ ବିଶ୍ୱକପ୍। ଏହାକୁ ନେଇ ପ୍ରଶଂସକ ଦିନ ଗଣିବା ଆରମ୍ଭ କରିଦେଇଥିବା ବେଳେ କ୍ରିକେଟ ବିଶେଷଜ୍ଞମାନେ ଭବିଷ୍ୟବାଣୀ କରୁଥିବା ଦେଖାଯାଉଛି। ଏହି କ୍ରମରେ ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ଅଧିନାୟକ…
ଅବସର ଘୋଷଣା କଲେ ଫୁଟ୍ବଲ୍ ଆଇକନ୍ ସୁନୀଲ ଛେତ୍ରୀ
ନୂଆଦିଲ୍ଲୀ,୧୬।୫: ଅନ୍ତର୍ଜାତୀୟ ଫୁଟ୍ବଲରୁ ଅବସର ଘୋଷଣା କଲେ ଫୁଟ୍ବଲ୍ ଆଇକନ୍ ସୁନୀଲ ଛେତ୍ରୀ। ଜୁନ୍ରେ କୁଏତ ବିପକ୍ଷ ଫିଫା ବିଶ୍ୱକପ୍ ଯୋଗ୍ୟତା ମ୍ୟାଚ୍ ପରେ ସେ ଅବସର ନେବେ ବୋଲି ଗୁରୁବାର ଘୋଷଣା କରିଛନ୍ତି। ଜାତୀୟ ଦଳର ଅଧିନାୟକ ତାଙ୍କ ନିଷ୍ପତ୍ତିକୁ…
‘ଶୁଟ୍କେସ୍ରେ ବନ୍ଧୁକ ଧରି ବୁଲୁଛି…ଖୋଲାଖୋଲି ଧମକ ଦେଲେ ଈଶାନ୍ତ; ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ,୧୧।୫: କିମ୍ବଦନ୍ତୀ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଏବେ ଆଇପିଏଲ୍ ୨୦୨୪ରେ ନିଜର ଦମ୍ ଦେଖାଉଛନ୍ତି। ଏବେ ସେ ଦିଲ୍ଲୀ କ୍ୟାପିଟାଲ୍ସର ଅଂଶ ଥିବା ବେଳେ ଦମ୍ଦାର ବୋଲିଂ କରୁଛନ୍ତି। ଦଳ ଏବେ ପ୍ଲେ ଅଫ୍ ରେସ୍ରେ ଥିବା ବେଳେ ଖେଳାଳିମାନେ…
୩୫ ରନ୍ରେ ହାରିଲା ଚେନ୍ନାଇ, ପ୍ଲେ ଅଫ୍ ଦୌଡ଼ରେ ଗୁଜରାଟ…
ଅହମଦାବାଦ, ୧୦।୫: ଆଇପିଏଲ୍ ୨୦୨୪ର ୫୯ତମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାଜିତ କରିଛି ଗୁଜରାଟ ଟାଇଟନ୍ସ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ଗୁଜରାଟ ଲାଗି ଗୁରୁତ୍ୱ ବହନ କରୁଥିଲା। କାରଣ ଏହି ବିଜୟ ଯୋଗୁ ଦଳ…
ଉଇକେଟ ନେବା ପରେ ବି ସେଲିବ୍ରେଟ୍ କରନ୍ତି ନାହିଁ ସୁନୀଲ ନରେନ୍, ପଛରେ ରହିଛି ଏଭଳି କାରଣ…
ନୂଆଦିଲ୍ଲୀ,୧୦।୫: କୌଣସି ବୋଲର ପାଇଁ ଉଇକେଟ ନେବା ସବୁଠାରୁ ବଡ଼ ମୂହୁର୍ତ୍ତ ହୋଇଥାଏ। ଏହାକୁ ନେଇ ସେ ନିଜର ଖୁସିକୁ ସେଲିବ୍ରେଶନ ମାଧ୍ୟମରେ ପରିପ୍ରକାଶ କରିଥାଏ। ହେଲେ ବହୁତ କମ୍ ବୋଲର ଅଛନ୍ତି ଯେଉଁମାନେ ଉଇକେଟ ନେଇ ବି ପ୍ରତିକ୍ରିୟାହୀନ ନଜର…
ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବେ ରୋହିତ! ଅକରମ୍ କହିଲେ-କେଉଁ ଟିମ୍କୁ ଯିବେ ହିଟ୍ମ୍ୟାନ୍
ନୂଆଦିଲ୍ଲୀ,୯।୫: ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି। ୧୨ ମ୍ୟାଚ୍ରେ ୪ ବିଜୟ ସହ ଏମ୍ଆଇ ୮ ଅଙ୍କ ପାଇ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି। ବାକି ଥିବା ମ୍ୟାଚ୍ ଦଳ ଜିତିଲେ…
ଆଇପିଏଲ୍ର ଅବଶିଷ୍ଟ ମ୍ୟାଚ ଖେଳିବେନି ମୟଙ୍କ ଯାଦବ,ଜାଣନ୍ତୁ କାରଣ…
ଲକ୍ଷ୍ନୌ, ୫ା୫: ପେସ୍ ସେନ୍ସେଶନ ମୟଙ୍କ ଯାଦବ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଅବଶିଷ୍ଟାଂଶରୁ ବାଦ୍ ପଡ଼ିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର କୋଚ୍ ଜଷ୍ଟିନ ଲାଙ୍ଗର ଏହା ସ୍ପଷ୍ଟ କରିଛନ୍ତି। ମୟଙ୍କ ତାଙ୍କ ତଳିପେଟ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ମୟଙ୍କ…
ଆଇପିଏଲ୍ ୨୦୨୪ ମଝିରେ ସିଏସ୍କେକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୨।୫: ଆଇପିଏଲ୍ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ବୁଧବାର ୫ମ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍ରେ ଚେନ୍ନାଇ ଟିମ୍ ଅନେକ ମାମଲାରେ ଦୁର୍ବଳ ନଜର ଆସିଥିଲା। ସେଥିରୁ ଗୋଟିଏ ଥିଲା ଦଳର ଷ୍ଟାର ବୋଲର୍ ଦୀପକ ଚାହର ନିଜର ପ୍ରଥମ…
Archives


