Tag Archives: Sports News

‘ଭାରତୀୟ ଟିମ୍‌ର ସେଭଳି କିଛି ଦୁର୍ବଳତା ନାହିଁ, ତଥାପି ଆମେ ପ୍ରସ୍ତୁତ’

ନୂଆଦିଲ୍ଲୀ,୧୭।୧୧: ବିଶ୍ୱକପ୍‌ ମହାମୁକାବିଲାରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଉଭୟ ଦଳ ଏଥିଲାଗି ପ୍ରସ୍ତୁତି ଶେଷ କରିଥିବା ବେଳେ ଶୁକ୍ରବାର ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ ହେଜଲଉଡ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ବିଶ୍ୱକପ୍‌ ପୂର୍ବରୁ ଖେଳିଥିବା ସିରିଜକୁ ମନେପକାଇ ସେ କହିଛନ୍ତି, ଆମେ…

ମୁଁ ଖେଳାଳି ନୁହେଁ, ପିଚ୍‌ ଦେଖି ବୋଲିଂ କରେ: ମହମ୍ମଦ ଶାମି

ଅହମ୍ମଦାବାଦ,୧୭।୧୧: ନିଜର ଘାତକ ବୋଲିଂକୁ ନେଇ ବିଶ୍ୱକପ୍‌ରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଭାରତୀୟ ବୋଲର୍‌ ମହମ୍ମଦ ଶାମି। ଚାପରେ ଥିବା ସତ୍ତ୍ୱେ ସେମିଫାଇନାଲ ମୁକାବିଲାରେ ୭ ଉଇକେଟ ନେଇ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେ। ଅନେକେ ତାଙ୍କ…

ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲା ହାର୍ଦ୍ଦିକଙ୍କ ଆଘାତ ସମସ୍ୟା; ବିଶ୍ୱକପ୍‌ ପରେ…

ନୂଆଦିଲ୍ଲୀ,୧୭।୧୧: ବିଶ୍ୱକପ୍‌ ୨୦୨୩ରେ ବାଲାଂଦେଶ ବିପକ୍ଷରେ ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ଆହତ ହୋଇଥିଲେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ତାଙ୍କ ଆଘାତ ଗମ୍ଭୀର ଥିବାରୁ ଏବେ ସେ ଫିଟ୍‌ ହେବାକୁ ସମୟ ଲାଗିପାରେ। ପ୍ରଥମେ ସେ ବିଶ୍ୱକପ୍‌ ପରେ ଅଷ୍ଟ୍ରେଲିଆ ବିପକ୍ଷରେ…

ଶାମିଙ୍କ ହାତ ଚୁମିଲେ ଅଶ୍ୱିନ, ଟିମ୍‌ରେ ନ ଥାଇ ବି ପହଞ୍ଚିଲେ ଚହଲ; କିଛି ଏଭଳି ଢଙ୍ଗରେ…

ନୂଆଦିଲ୍ଲୀ,୧୭।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ଜବରଦସ୍ତ ବୋଲିଂ ପ୍ରଦର୍ଶନ କରିଥିଲେ ମହମ୍ମଦ ଶାମି। ସେହିଭଳି ବ୍ୟାଟିଂରେ ବିରାଟ କୋହଲି ନିଜର ୫୦ତମ ଦିନିକିଆ ଶତକ ସହ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ। ଗୋଟିଏ ପଟେ ଖେଳାଳିଙ୍କ…

ଷ୍ଟମ୍ପ ଲାଇଟ୍‌ ଜଳିବା ସତ୍ତ୍ୱେ କେନ ଓ୍ବିଲିୟମସନଙ୍କୁ କାହିଁକି ଦିଆଯାଇ ନ ଥିଲା ରନ୍‌ଆଉଟ୍‌? ଜାଣନ୍ତୁ ନିୟମ…

ମୁମ୍ବାଇ,୧୬।୧୧: କ୍ରିକେଟ ବିଶ୍ୱକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନଙ୍କୁ ରନ୍‌ଆଉଟ୍‌ ଦିଆଯାଇ ନ ଥିଲା। ସେ କ୍ରିଜ୍‌ରେ ପହଞ୍ଚିବା ପୂର୍ବରୁ ଷ୍ଟମ୍ପର ଲାଇଟ୍‌ ଜଳିଥିଲା। ହେଲେ ତାଙ୍କୁ ନଟଆଉଟ୍‌ ଘୋଷଣା କରାଯିବାକୁ ନେଇ ବିବାଦ ଦେଖାଯାଇଥିଲା।…

ବର୍ଷା ଯୋଗୁ ଦ୍ୱିତୀୟ ସେମିଫାଇନାଲ ବାଧାପ୍ରାପ୍ତ ହେଲେ କାହା ସହ ଫାଇନାଲ ଖେଳିବ ଟିମ୍‌ ଇଣ୍ଡିଆ, କିଛି ଏଭଳି ରହିଛି ନିୟମ…

ନୂଆଦିଲ୍ଲୀ,୧୬।୧୧: ଭାରତ ବିଶ୍ୱକପ୍‌ ୨୦୨୩ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଚତୁର୍ଥ ଥର ଲାଗି ଫାଇନାଲରେ ପ୍ରବେଶ କରିଛି। ବିରୋଧୀ ଟିମ୍‌ ସମ୍ମୁଖରେ ୩୯୮ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ହେଲେ ମହମ୍ମଦ ଶାମିଙ୍କ ଜବରଦସ୍ତ ବୋଲିଂ ଯୋଗୁ ଦଳ ୩୨୭ରନ୍‌ରେ…

‘ଶାମି ତୁମେ ଯେଉଁଭଳି ବୋଲିଂ କଲ ବର୍ଷ ବର୍ଷ ଧରି ଲୋକେ ମନେ ରଖିବେ’

ନୂଆଦିଲ୍ଲୀ,୧୬।୧୧: ଆଇସିସି ବିଶ୍ୱକପ୍‌ ୨୦୨୩ ଫାଇନାଲରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ। ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ୭୦ ରନ୍‌ରେ ବିଜେତା ହେବା ପରେ ଦଳକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳକୁ ଅଭିନନ୍ଦନ…

ଅନୁଷ୍କାଙ୍କ ଟିକିଏ ଝଲକ ପାଇବାକୁ ବିକଳ ହେଲେ କୋହଲି, ପ୍ରଶଂସକ କହିଲେ ‘ଏଭଳି ସ୍ବାମୀ ଭାଗ୍ୟରେ ଥିଲେ ମିଳେ’

ମୁମ୍ବାଇ,୧୬।୧୧: ଭାରତୀୟ କ୍ରିକେଟର ବିରାଟ କୋହଲି ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ବହୁତ ଭଲ ପାଆନ୍ତି। ମଇଦାନରେ ଏହାର ଝଲକ ଅନେକ ଥର ଦେଖିବାକୁ ମିଳିଛି। ହେଲେ ବିଶ୍ୱକପ୍‌ ୨୦୨୩ର ସେମିଫାଇନାଲ ମୁକାବିଲାରେ ଉଭୟଙ୍କ କେମେଷ୍ଟ୍ରି ପ୍ରଶଂସକଙ୍କ ହୃଦୟ ଜିତିଛି। ଏହାର ଏକ…

ବିଶ୍ୱକପ୍‌ରେ କୋହଲି ଯେତିକି ରନ୍‌ କରିବେ, ବିରିୟାନୀରେ ଦିଆଯିବ ସେତିକି ଡିସ୍କାଉଣ୍ଟ; କିଛି ଏଭଳି ଅଫର ଦେଇ ଚର୍ଚ୍ଚାରେ…

ମୁମ୍ବାଇ,୧୬।୧୧: ଦେଶବିଦେଶରେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପ୍ରଶଂସକ କାହିଁରେ କେତେ। ବିଶ୍ୱକପ୍‌ରେ ଜବରଦସ୍ତ ଫର୍ମରେ ଥିବାରୁ ସେମିଫାଇନାଲରେ କ୍ରିକେଟର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି ଆଶା କରାଯାଉଥିଲା। ପ୍ରଶଂସକଙ୍କୁ ନିରାଶ ନ କରି କୋହଲି ତାହା…

୬୭ ବଲ୍‌ରେ ଶତକ ମାରି ସ୍ପେଶାଲ କ୍ଲବରେ ଏଣ୍ଟ୍ରି କଲେ ଶ୍ରେୟାସ

ମୁମ୍ବାଇ,୧୫।୧୧: ବିଶ୍ୱକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲ ମୁକାବିଲାରେ ଯୁବ ବ୍ୟାଟ୍ସମ୍ୟାନ୍‌ ଶ୍ରେୟାସ ଆୟର ଚମକିଛନ୍ତି। ଫର୍ମକୁ ଫେରିବା ପରେ ନେଦରଲାଣ୍ଡ ବିପକ୍ଷରେ ସେ ୧୨୮ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ। ପୁଣିଥରେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ୬୭ ବଲ୍‌ରେ ଶତକ…

ସେମିଫାଇନାଲ ଲଢ଼େଇ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଚେତାଇଲେ ଫର୍ଗୁସନ: କହିଲେ- ପ୍ରଥବେ ବୋଲିଂ କି ବ୍ୟାଟିଂ ହେଉ…

ମୁମ୍ବାଇ,୧୪।୧୧: ସେମିଫାଇନାଲ ମୁକାବିଲା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଚେତାଇଛନ୍ତି ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଲକି ଫର୍ଗୁସନ। ଦଳର ବୋଲିଂ ଆକ୍ରମଣ ମଜଭୂତ ଥିବାରୁ ଭାରତୀୟ ଟିମ୍‌ର ଖେଳାଳିମାନେ ଅଡୁଆରେ ପଡ଼ିବେ ବୋଲି ସେ କହିଛନ୍ତି। ଆହତ ହେବା ଯୋଗୁ ନ୍ୟୁଜିଲାଣ୍ଡ ଟିମ୍‌ରୁ…

ଟିମ୍‌ ଇଣ୍ଡିଆ ଯଦି ଏଥର ନ ଜିତେ ତେବେ ଆଉ ୩ ବିଶ୍ୱକପ୍‌ ଯାଏ ଅପେକ୍ଷା କରିବାକୁ ପଡ଼ିବ: ଶାସ୍ତ୍ରୀ

ନୂଆଦିଲ୍ଲୀ,୧୨।୧୧: ଟିମ୍‌ ଇଣ୍ଡିଆ ଚଳିତ ବିଶ୍ୱକପ୍‌ରେ ଚାମ୍ପିୟନ ହେବାର ସୁଯୋଗ ହରାଇଲେ ଏଥିଲାଗି ଆଉ ୩ ବିଶ୍ୱକପ୍‌ ଯାଏ ଅପେକ୍ଷା କରିବାକୁ ପଡ଼ିବ। କିଛି ଏଭଳି ବୟାନ ଦେଇ ଚର୍ଚ୍ଚାରେ ଭାରତର ପୂର୍ବତନ ଅଧିନାୟକ ରବି ଶାସ୍ତ୍ରୀ। ଏକ ଗଣମାଧ୍ୟମ ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri