ରୋହିତଙ୍କ ସ୍ଥାନ ନେବା ପରେ ହାର୍ଦ୍ଦିକଙ୍କୁ କରାଗଲା ମହାରାଜାଙ୍କ ଭଳି ସ୍ବାଗତ, Video ଦେଖିଲେ…
ନୂଆଦିଲ୍ଲୀ,୨୭।୧୨: ଆଇପିଏଲ୍ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ମିଳିଛି। ଏହାପରଠାରୁ ସେ ଚର୍ଚ୍ଚାରେ ରହିଥିବା ବେଳେ ତାଙ୍କୁ ଭବ୍ୟ ସ୍ବାଗତ କରାଯିବାର ଭିଡିଓ ଭାଇରାଲ ହେଉଛି। ୨୦୧୫ରୁ ଆଇପିଏଲ୍ ଖେଳୁଛନ୍ତି ପାଣ୍ଡ୍ୟା। ସେତେବେଳେ…
ଦକ୍ଷିଣ ଆଫ୍ରିକାକୁ ଝଟ୍କା: ଅଧିନାୟକ ବଭୁମାଙ୍କ ଖେଳିବା ନେଇ ବଢ଼ିଲା ଆଶଙ୍କା
ସେଞ୍ଚୁରିଅନ, ୨୬ା୧୨: ସେଞ୍ଚୁରିଆନ ଟେଷ୍ଟର ପ୍ରଥମ ଦିନ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍କୁ ବଡ଼ ଝଟ୍କା ଲାଗିଛି। ଦଳର ଅଧିନାୟକ ଟେମ୍ବା ବଭୁମା ଆଘାତପ୍ରାପ୍ତ ହୋଇଛନ୍ତି। ଫିଲ୍ଡିଂ କରୁଥିବା ସମୟରେ ବାମ ହାମଷ୍ଟ୍ରିଙ୍ଗ ଇଞ୍ଜୁରୀ ଯୋଗୁ ସେ ମ୍ୟାଚ୍ରେ ଆଗକୁ ଖେଳିବା…
ଭାରତ କୁସ୍ତି ମହାସଂଘ ବିବାଦ ମଧ୍ୟରେ ଖେଳରତ୍ନ, ଅର୍ଜୁନ ପୁରସ୍କାର ଫେରାଇଲେ ଭିନେଶ ଫୋଗଟ
ନୂଆଦିଲ୍ଲୀ, ୨୬ା୧୨: ବିବାଦ ଘେରରେ ରହିଥିବା ଏମ୍ପି ତଥା ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)ର ପୂର୍ବତନ ସଭାପତି ବ୍ରିଜ୍ ଭୂଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ମହାସଂଘର ସଭାପତି ଭାବେ ନିର୍ବାଚିତ ହେବାପରେ ବିବାଦ କ୍ରମେ ଘନେଇବାରେ ଲାଗିଛି। ଏହାକୁ…
IPL 2024 ପୂର୍ବରୁ ଦଳଗୁଡ଼ିକୁ ଲାଗିଲା ବଡ଼ ଝଟ୍କା, ଟୁର୍ନାମେଣ୍ଟ ଖେଳିପାରିବେନି ଏହି ୩ ଖେଳାଳି
କାବୁଲ,୨୬ା୧୨: ଆଇପିଏଲ୍ ୨୦୨୪ ପୂର୍ବରୁ ଦଳଗୁଡ଼ିକ ଲାଗି ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଆଫଗାନିସ୍ତାନର ୩ ଖେଳାଳି ମୁଜିବ୍ ଉର ରେହମାନ, ନବୀନ ଉଲ୍ ହକ୍ ଓ ଫଜଲ୍ହକ୍ ଫାରୁକିଙ୍କୁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ(ଏସିବି) ପକ୍ଷରୁ ନୋ ଅବ୍ଜେକ୍ସନ ସାର୍ଟିଫିକେଟ…
ସନ୍ନ୍ୟାସ ନେବେ ଓ୍ବାର୍ନର; ଏବେ ନିଜେ କହିଲେ ଦଳରେ କିଏ ନେବ ତାଙ୍କ ସ୍ଥାନ
ମେଲବର୍ନ,୨୬।୧୨: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ମେଲବର୍ନରେ ଖେଳାଯାଉଛି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍। ଏହି ସିରିଜ ଭେଟେରାନ ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନରଙ୍କ ଲାଗି ସ୍ବତନ୍ତ୍ର। କାରଣ ଏହା ତାଙ୍କ ଟେଷ୍ଟ କ୍ୟାରିୟରର ଅନ୍ତିମ ସିରିଜ। ଓ୍ବାର୍ନର ଅଷ୍ଟ୍ରେଲିଆ ଟିମ୍ର ଅଭିନ୍ନ…
ପୁଅଙ୍କ ଜନ୍ମଦିନରେ ଭାବୁକ ହେଲେ ଧାଓ୍ବନ: କହିଲେ-ସବୁଠୁ ମୋତେ ବ୍ଲକ୍ କରାଯାଇଛି, ବର୍ଷେ ହେଲାଣି ତୁମକୁ…
ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଓପନର୍ ଶିଖର ଧାଓ୍ବନ ମଙ୍ଗଳବାର ପୁଅ ଜୋରାବରଙ୍କ ଜନ୍ମଦିନରେ ଭାବୁକ ହୋଇଛନ୍ତି। ସ୍ତ୍ରୀ ଆୟେଶା ମୁଖାର୍ଜୀଙ୍କଠାରୁ ଅଲଗା ହୋଇଥିବା ବେଳେ ତାଙ୍କୁ ସବୁଆଡୁ ବ୍ଲକ୍ କରିଦିଆଯାଇଛି। ଏଣୁ ସେ ପିଲାମାନଙ୍କ ସହ କଥା ହୋଇପାରୁ ନ ଥିବା ଏକ…
ନିରାଶ ମୁହଁ, ଓଦା ଆଖି…ପ୍ରଧାନମନ୍ତ୍ରୀଙ୍କ ଆବାସ ନିକଟ ଫୁଟପାଥରେ ପଦ୍ମଶ୍ରୀ ରଖି ଫେରିଲେ ବଜରଙ୍ଗ
ନୂଆଦିଲ୍ଲୀ, ୨୨ା୧୨: କିଛି ମାସ ପୂର୍ବରୁ ହରିଦ୍ୱାର ଯାଇ ଗଙ୍ଗା ନଦୀରେ ନିଜର ପଦକସବୁକୁ ଭସାଇ ଦେବାର ଧମକ ଦେଇଥିଲେ ରେସଲର ବଜରଙ୍ଗ ପୁନିଆ । ଏବେ ସେ ଏଭଳି କିଛି କରିଛନ୍ତି ଯାହାକି ଅନେକଙ୍କୁ ଚକିତ କରିଛି। ବ୍ରିଜ୍ଭୂଷଣ ଶରଣ…
ଟିମ୍ ଇଣ୍ଡିଆର ଚିନ୍ତା ବଢ଼ାଇଲେ ସୂର୍ଯ୍ୟକୁମାର
କେପଟାଉନ୍,୨୨।୧୨: ଦକ୍ଷିଣ ଆଫ୍ରିକା ଗସ୍ତରେ ଆହତ ହୋଇଛନ୍ତି ଭାରତୀୟ ଟିମ୍ର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ। ଫଳରେ ସେ ଆସନ୍ତା କିଛି ସପ୍ତାହ ଯାଏ କ୍ରିକେଟରୁ ଦୂରରେ ରହିବେ। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟି୨୦ ମୁକାବିଲାରେ ସୂର୍ଯ୍ୟକୁମାର ଆହତ…
ବିବାହ ବନ୍ଧନରେ ଧୋନୀଙ୍କ ଆଇପିଏଲ୍ ଧୁରନ୍ଧର, କଲେଜ ବନ୍ଧୁଙ୍କ ଧରିଲେ ହାତ
ମୁମ୍ବାଇ,୨୨।୧୨: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ମହେନ୍ଦ୍ର ସିଂ ଧୋନୀଙ୍କ ଟିମ୍ ‘ଚେନ୍ନାଇ ସୁପର କିଙ୍ଗ୍ସ’ର ଚାମ୍ପିୟନ ବୋଲର୍ ତୁଷାର ଦେଶପାଣ୍ଡେ। ଆଇପିଏଲ୍ ୨୦୨୩ରେ ଚେନ୍ନାଇ ଟିମ୍ରୁ ସର୍ବାଧିକ ଉଇକେଟ ହାସଲ କରି ଚର୍ଚ୍ଚାରେ ରହିଥିଲେ ସେ। ଏବେ ସେ କଲେଜ…
ପାକିସ୍ତାନକୁ ଝଟ୍କା
ନୂଆଦିଲ୍ଲୀ,୨୧।୧୨: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପକ୍ଷରୁ ପାକିସ୍ତାନକୁ ବଡ଼ ଝଟ୍କା ଲାଗିଛି। ଦ୍ରୁତ ବୋଲର ଖୁରମ୍ ଶେହଜାଦ ସିରିଜରୁ ବାଦ୍ ପଡ଼ିଛନ୍ତି। ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ସେ ଡେବ୍ୟୁ କରି ୫ ଉଇକେଟ ନେଇଥିଲେ। ବିଶେଷକରି ଷ୍ଟିଭ୍ ସ୍ମିଥ୍ଙ୍କୁ…
ବାପାଙ୍କୁ ଧୋନୀ ଦେଇଥିଲେ ପ୍ରତିଶ୍ରୁତି, ଅକ୍ସନରେ ଆଦିବାସୀ ପରିବାରରୁ ଆସିଥିବା ରବିନଙ୍କୁ କିଣିବା ଲାଗି ଲଢ଼ିଲେ ଆଇପିଏଲ୍ର ଦୁଇ ଚାମ୍ପିୟନ୍ ଟିମ୍, ଶେଷରେ…
ରାଞ୍ଚି,୨୧।୧୨: ‘ରାଞ୍ଚିର ଗେଲ୍ ’ ନାମରେ ଖ୍ୟାତ ରବିନ୍ ମିଞ୍ଜଙ୍କ ବାପା ଫ୍ରାନ୍ସିସ୍ ଜାଭିୟର ମିଞ୍ଜ ସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ। ୪୮ ବର୍ଷ ବୟସରେ ସେ ଏବେ ରାଞ୍ଚି ବିମାବନ୍ଦରରେ ସୁରକ୍ଷା କର୍ମୀ ଭାବେ ନିୟୋଜିତ ଅଛନ୍ତି। ଡିସେମ୍ବର ୧୯ରେ…
ଆଇପିଏଲ୍ ଇତିହାସରେ ସବୁଠୁ ଦାମୀ ଖେଳାଳି ହେବି ବୋଲି ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲି: ଷ୍ଟାର୍କ
ନୂଆଦିଲ୍ଲୀ,୨୦।୧୨: ଅଷ୍ଟ୍ରେଲିଆର ଦ୍ରୁତ ବୋଲର୍ ମିଚେଲ ଷ୍ଟାର୍କଙ୍କୁ ଆଇପିଏଲ୍ ୨୦୨୪ ନିଲାମରେ ୨୪.୭୫ କୋଟି ଦେଇ କିଣିଛି କୋଲକାତା ନାଇଟ୍ ରାଇଡର୍ସ। ଫଳରେ ଏହି ୩୩ ବର୍ଷୀୟ କ୍ରିକେଟର ଆଜିଯାଏ ହୋଇଥିବା ଅକ୍ସନରେ ସବୁଠାରୁ ଦାମୀ ଖେଳାଳି ପାଲଟିଛନ୍ତି। ଏହା ଜଣାପଡ଼ିବା…
Archives


