Tag Archives: Sports News

IND vs AUS: ଅଷ୍ଟ୍ରେଲିଆକୁ ଅଲଆଉଟ୍‌ କରିଦେଲା ଟିମ୍‌ ଇଣ୍ଡିଆ; ଫାଇନାଲ ଲାଗି ମିଳିଲା ଏତିକି ରନ୍‌ର ଟାର୍ଗେଟ୍‌

ଦୁବାଇ,୪।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମିଫାଇନାଲ ମଙ୍ଗଳବାର ଖେଳାଯାଉଛି। ଏଥିରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଭାରତକୁ ୨୬୫ ରନ୍‌ର ଟାର୍ଗେଟ ଦେଇଛି। ଦଳ ପକ୍ଷରୁ ଷ୍ଟିଭ୍‌ ସ୍ମିଥ୍‌ ସର୍ବାଧିକ ୭୩ ରନ୍‌ କରିଛନ୍ତି। ସେହିଭଳି…

ହଠାତ୍‌ ଜାଡେଜାଙ୍କଠାରୁ କାଢ଼ି ନିଆଗଲା ଏହି ଜିନିଷ, ସ୍ମିଥ୍‌ଙ୍କ ଅଭିଯୋଗ ପରେ ବନ୍ଦ ରହିଲା ମ୍ୟାଚ୍‌

ଦୁବାଇ,୪।୩: ଦୁବାଇ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ମୁକାବିଲା ଖେଳାଯାଉଛି। ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳର ବୋଲର ଏବଂ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ଦେଖିବାକୁ ମିଳୁଛି। ମ୍ୟାଚ୍‌ରେ ଉଭୟ ଦଳର ଖେଳାଳିଙ୍କ…

ଚମକି ପଡ଼ିଲେ ଅନୁଷ୍କା, ମୁଣ୍ଡରେ ଦେଲେ ହାତ; NZ ବିପକ୍ଷ ମ୍ୟାଚ୍‌ରେ…

ଦୁବାଇ,୨।୩: ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟ କୋହଲି ଆଉଟ୍‌ ହେବା ମାତ୍ରେ ଚମକି ପଡ଼ିଥିଲେ ପତ୍ନୀ ଅନୁଷ୍କା ଶର୍ମା। ଦୁବାଇ ମଇଦାନରେ ନିଜର ୩୦୦ତମ ଦିିନିକିଆରେ କିଛି ସ୍ବତନ୍ତ୍ର କରିପାରନ୍ତି ବୋଲି କୋହଲିଙ୍କ ପ୍ରଶଂସକ ଆଶା କରିଥିଲେ। ହେଲେ ନ୍ୟୁଜିଲାଣ୍ଡ ଫିଲ୍ଡର ଗ୍ଲେନ୍‌…

IPL ବିରୋଧରେ ସାରା ବିଶ୍ୱର ଖେଳାଳିଙ୍କୁ ଉକୁସାଇଲା ପାକିସ୍ତାନ, ଟାର୍ଗେଟ କରି ଇଞ୍ଜାମାମ୍‌ କହିଲେ… 

ଇସଲାମାବାଦ,୨।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ପାକିସ୍ତାନ ଟିମ୍‌ କରୁଥିଲେ ହେଁ ବିନା କୌଣସି ମ୍ୟାଚ୍‌ ଜିତି ପ୍ରଥମ ରାଉଣ୍ଡରୁ ବାଦ୍‌ ପଡ଼ିଛି। ଏଭଳି ଲଜ୍ଜାଜନକ ପ୍ରଦର୍ଶନକୁ ନେଇ ଦଳକୁ ସମାଲୋଚିତ ହେବାକୁ ପଡ଼ୁଛି। ଅପରପକ୍ଷେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି।…

ବିଦର୍ଭ ହେଲା Ranji Trophy ଚାମ୍ପିଅନ୍‌, ବିଜୟର ହିରୋ ସାଜିଲେ କରୁଣ ନାୟର

ନାଗପୁର,୨।୩: ତୃତୀୟ ଥର ପାଇଁ ବିଦର୍ଭ ଟିମ୍‌ ରଣଜୀ ଟ୍ରଫି ୨୦୨୫ ଟାଇଟଲ ଜିତିଛି। କେରଳ ବିପକ୍ଷ ଫାଇନାଲରେ ପ୍ରଥମ ଇନିଂସ ଲିଡ ଆଧାରରେ ସେମାନେ ଟ୍ରଫି ଜିତିଯାଇଛନ୍ତି। ବିଦର୍ଭ ତୃତୀୟ ଥର ପାଇଁ ଏହି ଟାଇଟଲ ଜିତିଛି। ଏହି ସଫଳତାରେ…

ଟଙ୍କା ଫେରାଇବ ପାକିସ୍ତାନ, Champions Trophy ଅଧାରୁ ପିସିବି ନେଲା ବଡ଼ ନିଷ୍ପତ୍ତି…

ଇସଲାମାବାଦ,୧।୩: ଆଇଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନ ଆୟୋଜକତାରେ ଖେଳାଯାଉଛି। ଏହି ଟୁର୍ନାମେଣ୍ଟରେ ପାକିସ୍ତାନ ଦଳ ଗ୍ରୁପ୍‌ ପର୍ଯ୍ୟାୟରୁ ହିଁ ବାଦ ପଡ଼ିଥିଲା। ଏହି ସମୟରେ ପାକିସ୍ତାନ କ୍ରିକେଟ ବୋର୍ଡ ଏକ ବଡ଼ ନିଷ୍ପତ୍ତି ନେଇଛି। ବୋର୍ଡ ଏହାର ପ୍ରଶଂସକମାନଙ୍କୁ କିଛି…

Champions Trophyର ସେମିଫାଇନାଲକୁ ଗଲେ ଏହି ୪ ଟିମ୍‌, ଏବେ କାହା ସହ କାହାର ହେବ ଟକ୍କର?

କରାଚି,୧।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ପାଇଁ ଲାଇନ-ଅପ୍‌ ସ୍ଥିର ହୋଇଛି। ପୂର୍ବରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପହଞ୍ଚି ସାରିଥିବାବେଳେ ଅଷ୍ଟ୍ରେଲିଆ ମଧ୍ୟ ଗୋଟିଏ ଦିନ ପୂର୍ବରୁ ଯୋଗ୍ୟତା ହାସଲ କରିଥିଲା। ଏବେ ଦକ୍ଷିଣ ଆଫ୍ରିକା ଚତୁର୍ଥ ଦଳ ଭାବରେ…

କୋହଲିଙ୍କ ଟାର୍ଗେଟରେ ୭ ମହାରେକର୍ଡ; ୩୦୦ତମ ଦିନିକିଆରେ ସଚିଲ-ଗିଲଙ୍କୁ ପଛରେ ପକାଇ ରଚିବେ ଇତହାସ!

ନୂଆଦିଲ୍ଲୀ,୧।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ୍‌ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଅନ୍ତିମ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବ। ଟୁର୍ନାମେଣ୍ଟ ଦୃଷ୍ଟିରୁ ଏହି ମ୍ୟାଚ୍‌ର କୌଣସି ବିଶେଷ ଗୁରୁତ୍ୱ ନାହିଁ। କିନ୍ତୁ…

Champions Trophy ସେମିଫାଇନାଲରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ଟିମ୍‌ ଇଣ୍ଡିଆ, ସମୀକରଣ କିଛି ଏଭଳି…

ନୂଆଦିଲ୍ଲୀ,୧।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ରବିବାର ଭାରତ-ନ୍ୟୁଜିଲାଣ୍ଡୁ ମୁକାବିଲା ସହ ସମାପ୍ତ ହେବ। ଏହାପରେ ମାର୍ଚ୍ଚ ୪ରେ ପ୍ରଥମ ଏବଂ ମାର୍ଚ୍ଚ ୫ରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ହେଲେ ଏଯାବତ ସେମିଫାଇନାଲକୁ କେବଳ ୩ ଦଳ ଯାଇଛନ୍ତି।…

ରୋହିତ-ବିରାଟଙ୍କଠାରୁ ଅଧିକ ରନ୍‌, ଶାମିଙ୍କଠାରୁ ଅଧିକ ଉଇକେଟ; ଚାମ୍ପିଅନ୍ସ ଟ୍ରଫିରେ ବିପର୍ଯ୍ୟୟ ସୃଷ୍ଟି କରୁଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୮।୨: ଗୋଟିଏ ପଟେ ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡ ଏବଂ ପାକିସ୍ତାନ ଭଳି ବଡ଼ ଦଳ ପ୍ରଥମ ରାଉଣ୍ଡରେ ହିଁ ବାଦ ପଡ଼ିଥିବା ବେଳେ ବାଂଲାଦେଶ ମଧ୍ୟ ପୁଣି ଥରେ ପ୍ରଭାବିତ କରିବାରେ ବିଫଳ ହୋଇଛି। ହେଲେ ସେମାନଙ୍କ ତୁଳନାରେ ଅନଭିଜ୍ଞ ଆଫଗାନିସ୍ତାନ…

Champions Trophy: ପାକିସ୍ତାନରେ ଶେଷ ହୋଇଗଲା ଏହି ଭେଟେରାନଙ୍କ ଅଧିନାୟକ କ୍ୟାରିୟର, ଦଳ ହାରିବା ପରେ ଦେଲେ ଇସ୍ତଫା 

ନୂଆଦିଲ୍ଲୀ,୨୮।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଟୁର୍ନାମେଣ୍ଟରେ ଖରାପ ପ୍ରଦର୍ଶନ ପରେ ଜଣେ ଅଧିନାୟକ ପଦ ଛାଡ଼ିଛନ୍ତି। ପୂର୍ବତନ ବିଶ୍ୱ ଚାମ୍ପିଅନ ଇଂଲଣ୍ଡର ଅଧିନାୟକ ଜୋସ ବଟଲର୍‌ ଇସ୍ତଫା ଦେଇଛନ୍ତି। ଚାମ୍ପିଅନ୍ସ ଟ୍ରଫିରେ ଇଂଲଣ୍ଡ…

ଚାମ୍ପିଅନ୍ସ ଟ୍ରଫିର ମୋର ଅନ୍ତିମ ICC ଟୁର୍ନାମେଣ୍ଟ, ଏଭଳି ଖୁଲାସା କରି ଚମକାଇଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୨୮।୨: ଚାମ୍ପିଅନ୍ସ ଟ୍ରଫି ମୋର ଅନ୍ତିମ ଆଇସିସି ଟୁର୍ନାମେଣ୍ଟ। ଏଭଳି କିଛି କହି ଚର୍ଚ୍ଚାରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍‌ ରାସି ଭାନ୍‌ ଡେର୍‌ ଡୁସେନ୍‌। ଇଂଲଣ୍ଡ ବିପକ୍ଷ ଚାମ୍ପିଅନ୍ସ ଟ୍ରଫିରେ ଅନ୍ତିମ ମୁକାବିଲା ପୂର୍ବରୁ ବ୍ୟାଟ୍ସମ୍ୟାନ୍‌ ବଡ଼ ଖୁଲାସା କରିଛନ୍ତି। ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri