ପରଲୋକରେ ଆଧ୍ୟାତ୍ମିକ ଗୁରୁ ଦିବ୍ୟସିଂହ ମିଶ୍ର, ଝୁରି ହେଉଛନ୍ତି ଗୁଡ଼ାରିବାସୀ
ଗୁଡ଼ାରି,୧୬ା୧୦(ପ୍ରମୋଦ କୁମାର ପତି): ଗୁଡ଼ାରି ଅଞ୍ଚଳରେ ଆଧ୍ୟାତ୍ମିକ ପ୍ରବଚନ ଦେଇ ଲୋକଙ୍କ ମନରେ ଭଗବାନଙ୍କ ପ୍ରସାଦ ବାଣ୍ଟିବା ଥିଲା ମୂଳ ଲକ୍ଷ୍ୟ। ସ୍ଥାନୀୟ ସହରର ଗ୍ରାମଦେବୀ ଠାକୁରାଣୀଙ୍କ ମନ୍ଦିର ନିକଟରେ ଆପ୍ରାଣ ଉଦ୍ୟମ କରି ପ୍ରତିଷ୍ଠା କରିଥିଲେ ‘ଦିବ୍ୟ ଜୀବନ ସଂଘ’।…

