ବିନା ହେଲ୍ମେଟ୍ରେ ବାଇକ୍ ଚଳାଉଥିଲେ ଯୁବକ: ଧରାପଡିବାରୁ ପୋଲିସ ହାତ କାମୁଡି ଦେଲେ: ଦେଖନ୍ତୁ ଭିଡିଓ
ଦୁଇ ଚକିଆ କିମ୍ବା ଚାରି ଚକିଆ ଗାଡି ଚଳାଇବା ସମୟରେ ମୋଟର ଯାନ ନିୟମ ଅନୁସରଣ କରିବା ଆବଶ୍ୟକ। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଏହି ନିୟମକୁ ଆଦୌ ଅନୁସରଣ କରି ନ ଥାନ୍ତି ଏବଂ ଏପରିକି ଏହି ନିୟମକୁ…
ମହିଳାଙ୍କ ହେୟାର ଷ୍ଟାଇଲ ମୁଣ୍ଡରେ ଦେବେ ହାତ, ଭିଡିଓ ଦେଖିଲେ ହୋସ ଉଡିଯିବ…
ମଣିଷର ଲୁକକୁ ପ୍ରଭାବଶାଳୀ କରିବାରେ କେଶ ବହୁତ ସାହାଯ୍ୟ କରିଥାଏ। ସେଥିପାଇଁ ଲୋକମାନେ ନିଜ ମୁହଁ ଓ ଚେହେରା ଅନୁଯାୟୀ କେଶ ରଖନ୍ତି। କିଛି ଲୋକ ଲମ୍ବା କେଶ ରଖିବାକୁ ଭଲ ପାଆନ୍ତି ତ କିଛି ଲୋକ ଛୋଟ କେଶ ରଖନ୍ତି…
୧୦୦ ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ୍ କଲା କେନ୍ଦ୍ର
ନୂଆଦିଲ୍ଲୀ,୨୨/୧: ଜାନୁଆରୀ ୨୨ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବ୍ୟବହିତ ପୂର୍ବରୁ ଅଯୋଧ୍ୟା ସମେତ ଦେଶର ବିଭିନ୍ନ ଭାଗରେ ଆଇନଶୃଙ୍ଖଳାକୁ କଡ଼ାକଡ଼ି କରାଯାଇଛି। କୌଣସି ପ୍ରକାର ସନ୍ଦିଗ୍ଧ କାର୍ଯ୍ୟକଳାପ କିମ୍ବା ସାମ୍ପ୍ରଦାୟିକ ସଦ୍ଭାବନାକୁ ନଷ୍ଟ କରିବା ଭଳି ସ୍ଥିତି ଯେମିତି ନ…
ତାଜମହଲ ବୁଲିବାବେଳେ ହଠାତ୍ ଆସିଲା ହାର୍ଟଆଟାକ୍: ପୁଅ ଏମିତି ବଞ୍ଚାଇଲେ ବାପାଙ୍କ ଜୀବନ, ଭିଡିଓ ଦେଖିଲେ….
ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହା ବେଶ୍ ଭାବପୂର୍ଣ୍ଣ ହୋଇଥାଏ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ଭିଡିଓ ଆଗ୍ରାର ବୋଲି ଜଣାପଡିଛି। ଭିଡ଼ିଓରେ ତାଜମହଲ ବୁଲିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ହଠାତ୍…
ଅନୁଭବ କାହା ଉଦ୍ଦେଶ୍ୟରେ ଲେଖିଲେ ‘ଡିଅର ମିଷ୍ଟର ରେକର୍ଡିଂ…’; ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା ବଢ଼ିଲା…
ଭୁବନେଶ୍ୱର: ଓଲିଉଡରେ ଚାଲିଥିବା ବିବାଦ ମଧ୍ୟରେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଉକ୍ତ ପୋଷ୍ଟଟିକୁ କାହା ଉଦ୍ଦେଶ୍ୟରେ ଲେଖିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ହେଲେ ଅଭିନେତା ମନୋଜ ମିଶ୍ରଙ୍କୁ…
ବାମ ହାତରେ ତୁଳସୀଙ୍କୁ ଜଳ ଅର୍ପଣ କରି ଟ୍ରୋଲ ହେଉଛନ୍ତି ବିଗ୍ବି
ବମ୍ବେ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍। ପ୍ରତିଦିନ ସେ ନିଜର କିଛି ଫଟୋ ନଚେତ ଭିଡିଓ ଶେୟାର କରି ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଥାନ୍ତି। ହେଲେ ଏବେ ସେ ନିଜର ଏକ ପୋଷ୍ଟକୁ ନେଇ…
ପାଣି ବଦଳରେ ପେଟଭର୍ତ୍ତି ମଦ ପିଇଦେଲା ମୂଷା, ପରେ ଯାହା ହେଲା ଦେଖିଲେ ରୋକି ପାରିବେନି ହସ…
ସୋସିଆଲ ମିଡିଆରେ ପ୍ରତ୍ୟହ କିଛି ନା କିଛି ମଜାଦାର ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ହସ ରୋକି ହୁଏନା। ଏବେ ସେଭଳି ଏକ ଜବରଦସ୍ତ ଭିଡିଓ ସାମ୍ନାକୁ ଆସିବା ପରେ ବେଶ ଭାଇରାଲ ହେଉଛି। ଭିଡିଓରେ ଏକ ମୂଷା ଦୋକାନକୁ…

